ଋଷ ଦେଲା ଧମକ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ପଡ଼ିବ ପରମାଣୁ ବୋମା
୭ ଦିନ ହେଲା ୟୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଛି । ଅଧିକାଂଶ ଦେଶ ୟୁକ୍ରେନ୍ ଉପରେ ଋଷର ଏଭଳି ସାମରିକ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି । ତଥାପି ପଛକୁ ହଟୁନି ଋଷ । ୟୁକ୍ରେନ୍!-->…