ଶେଷ ହେବ କି ଯୁଦ୍ଧ? ଶାନ୍ତି ପାଇଁ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ବୈଠକ ଆରମ୍ଭ
ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆସିଛି ଆଶ୍ବସ୍ତୀକର ଖବର । ଯୁଦ୍ଧ ରୋକିବା ଏବଂ ଲାଗି ରହିଥିବା ବିବାଦକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ବେଲାରୁସ ସୀମାରେ ୟୁକ୍ରେନ୍ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା!-->…