THE BYAPINI

ବନ୍ଧାହେଲେ ନକଲି ଡାକ୍ତରଙ୍କ ଭଉଣୀ

ଠକ ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଏକାଧିକ ବିବାହରେ ସଂପୃକ୍ତି ଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ରମେଶଙ୍କ ଭଉଣୀଙ୍କୁ ଗିରଫ କରାଯାଇଛି । ଏକାଧିକ ବିବାହ ଉତ୍ସବରେ ତାଙ୍କ ଭଉଣୀ ଉପସ୍ଥିତ ରହୁଥିଲେ । ଅଭିଯୋଗ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

ଆଜି ଫାଲଗୁନ କୃଷ୍ଣ ସପ୍ତମୀ । ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାରେ ହେବ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି । ଦତ୍ତତ୍ତ ମହାପାତ୍ର ସେବକ ଶ୍ରୀମୁଖ ଶୃଙ୍ଗାର କରିବେ ।

ଆଜି ୪୫ଟି ସ୍ଥାନରେ ଚାଲିଛି ସାନି ମତଦାନ

ଆଜି ୪୫ ଟି ସ୍ଥାନରେ ଚାଲିଛି ସାନି ମତଦାନ । ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ଆଜି ସାନି ମତଦାନ ହେଉଛି । ସକାଳ ୯ଟାରୁ ୩ଟା ମଧ୍ୟରେ ଏହି ଭୋଟଦାନ ହେବ । ଏହି ବୁଥଗୁଡିକରେ

ଚତୁର୍ଥ ପର୍ୟ୍ୟାୟରେ ୭୩ ପ୍ରତିଶତ ମତଦାନ

ଆଜି ଚତୁର୍ଥ ପର୍ୟ୍ୟାୟ ମତଦାନ ଶେଷ ହୋଇଛି। କାଁଭାଁ ସ୍ଥାନକୁ ଛାଡ଼ି ଦେଲେ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ପରି ହିଂସା ଘଟିନାହିଁ। ଚତୁର୍ଥ ପର୍ୟ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା

‘ଏଣିକି ୧୭ ହଜାର ନୁହେଁ, ତପସ୍ୱିନୀଙ୍କୁ ମାସକୁ ମିଳିବ ୧୦ ହଜାର’

ଏଣିକି ତପସ୍ୱିନୀଙ୍କୁ ଭରଣପୋଷଣ ନିମନ୍ତେ ମାସିକ ୧୭ ହଜାର ବଦଳରେ ୧୦ ହଜାର ମିଳିବ। ତପସ୍ୱିନୀଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ ଦାସଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ

ୟୁକ୍ରେନକୁ ବିମାନ ପଠାଇଲା ଭାରତ

ୟୁକ୍ରେନରୁ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଆରମ୍ଭ । ୟୁକ୍ରେନ ଅଭିମୁଖେ ଉଡାଣ ଭରିଛି ଏୟାର ଇଣ୍ଡିଆ ବିମାନ । କିଭର୍ ବୋରିସ୍ପିଲ ବିମାନବନ୍ଦରରେ ଅବତରଣ କରିବ ଏୟାର ଇଣ୍ଡିଆ । ସପ୍ତାହକ ଭିତରେ ୩ଟି ବିମାନରେ ଫେରିବେ ଭାରତୀୟ ।

୧୧ଟା ସୁଦ୍ଧା ୩୬%ରୁ ଅଧିକ ମତଦାନ

ପଂଚାୟତର ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ୟ୍ୟାୟ ମତଦାନ । ଦିନ ୧୧ଟା ସୁଦ୍ଧା ୩୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଶାନ୍ତିଶୃଙ୍ଖଳାର ସହ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି

ୟୁକ୍ରେନର ଦୁଇଟି କ୍ଷେତ୍ରକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି । ୟୁକ୍ରେନରେ ଥିବା ଦୁଇଟି ବିଦ୍ରୋହୀ ଅଞ୍ଚଳ ବା କ୍ଷେତ୍ରକୁ ରୁଷ ପକ୍ଷରୁ ସ୍ୱାଧୀନ ଘୋଷଣା କରାଯାଇଛି। ଏହାର ଅର୍ଥ ଏହି ଦୁଇ ଅଞ୍ଚଳକୁ ରୁଷ ସ୍ୱତନ୍ତ୍ର ଦେଶ ଭାବେ

ଆଜି ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଚାଲିଛି ଚତୁର୍ଥ ପର୍ୟ୍ୟାୟ ମତାଦାନ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ୧୬୩ଟି ଜିଲ୍ଲା ପରିଷଦ ଆସନରେ ମୋଟ ୬୬୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ

‘କୋର୍ବେଭାକ୍ସ’କୁ ମିଳିଲା ଅନୁମତି

୧୨ ରୁ ୧୮ ବର୍ଷର କିଶୋରଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ମଞ୍ଜୁରୀ । ଭାରତର ଔଷଧି ମହାନିୟନ୍ତ୍ରକ(ଡିସିଜିଆଇ) ୧୨ ରୁ ୧୮ ବର୍ଷର ଆୟୁ ବର୍ଗର ପିଲାଙ୍କ ପାଇଁ ବାୟୋଲୋଜିକାଲ ଇ ଦ୍ଵାରା ପ୍ରସ୍ତୁତ କୋଭିଡ୍-୧୯ ଭ୍ୟାକ୍ସିନ