THE BYAPINI

ଭୋଟଗ୍ରହଣ ବେଳେ ବିଡ଼ିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ବି ଆକ୍ରମଣ

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଆଉ ଏସବୁ ଭିତରେ ଯାଜପୁରରେ ଭୋଟଦାନ ସମୟରେ ଉତ୍ତେଜନା ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ କୋରେଇ ବିଡିଓଙ୍କୁ ଆକ୍ରମଣ କରାଯାଇଛି । କିଛି ଦୁବୃର୍ତ୍ତ କୋରେଇ

୪୫ଟି ବୁଥରେ ସାନି ମତଦାନ

୪୫ଟି ବୁଥରେ ହେବ ସାନି ମତଦାନ । ଆସନ୍ତା ୨୩ ତାରିଖରେ ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ୟ୍ୟନ୍ତ ଚାଲିବ । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ

ଦ୍ୱିତୀୟ ପର୍ୟ୍ୟାୟରେ ୭୮.୩ ପ୍ରତିଶତ ମତଦାନ

ପଂଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ୟ୍ୟାୟରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ରେକର୍ଡ ୭୮ ଦଶମିକ ୩ ପ୍ରତିଶତ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫ ଦଶମିକ ୬୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ

ଗୁରୁତର ଅବସ୍ଥାରେ ମିଳିଲେ ସରପଞ୍ଚ ପ୍ରାର୍ଥୀ

ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ । ନୂଆପଡା ଖଡିଆଳ ସୁନାରିଶିକୁଆରର ସରପଞ୍ଚ ପାର୍ଥୀ ଚୂଳମଣି ବୈଠାରୁଙ୍କୁ ହାତ ଗୋଡ ବନ୍ଧା ହୋଇ ଅଚେତ ହୋଇ ପଡିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ଘରଠାରୁ ୧

ୟୁକ୍ରେନରେ ବଡ଼ ବିସ୍ଫୋରଣ

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଯୁଦ୍ଧ ହେବ ନାହିଁ ବୋଲି ଉଭୟ ଦେଶ ଦାବି କରୁଥିବା ବେଳେ କିନ୍ତୁ ପ୍ରକୃତ ସ୍ଥିତି ଓଲଟା । ଶୁକ୍ରବାର ୟୁକ୍ରେନରେ ଏକ କାର ମଧ୍ୟରେ ବଡ ବିସ୍ଫୋରଣ ହୋଇଛି । ପୂର୍ବ ୟୁକ୍ରେନର

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅପରାହ୍ଣ ୨ଟା ୩୦ରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୩ଟା ୦୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ହେଲିପ୍ୟାଡରୁ ୩ଟା ୧୫ରେ ବାହାରି ୩ଟା ୨୫ରେ

‘ମୁଁ ସୁସ୍ଥ ଅଛି, ନିର୍ବାଚନ ଆସିଲେ ଏମିତି ଗୁଜବ ହୁଏ’

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ନିଜ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଯେବେ ଯେବେ ନିର୍ବାଚନ ଆସେ ଏମିତି ଗୁଜବ ଉଠେ ବୋଲି ସେ କହିଛନ୍ତି । ନିର୍ବାଚନ

ରାଜ୍ୟରେ ହଟିଲା ନାଇଟ୍ କର୍ଫ୍ୟୁ

ରାଜ୍ୟରେ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ୍ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ଫେବୃଆରୀ ୨୮ ଯାଏଁ

୩୮ ଜଣଙ୍କୁ ଫାଶୀ ଦଣ୍ଡ

୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ଦେଶରେ କମୁଛି ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ । ଦେଶରେ ୨୪ ଘଂଟା ଭିତରେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟା ଭିତରେଦେଶରେ ୪୯୨ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ୨ ଦଶମିକ ୦୭ ପ୍ରତିଶତ ରହିଛି ।ଏବେ ଦେଶରେ