THE BYAPINI

ସକାଳ ୯ଟା ସୁଦ୍ଧା ୨୦% ମତଦାନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସକାଳ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଭୋଟ ଦେଉଛି ଓଡିଶା

ପଞ୍ଚାୟତ ନିର୍ବାଚନ ର ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ଯାଏ ଯାଏ ମତାଦନ ଚାଲିବ। ଦ୍ୱିତୀୟ ପର୍ୟ୍ୟାୟରେ ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ

କୂଅରେ ଖସିପଡି ୧୩ ମୃତ

ଫିକା ପଡ଼ିଲା ବିବାହ ଉତ୍ସବ । ଦୁଃଖରେ ପରିଣତ ହେଲା ବିବାହର ଖୁସି । ଉତ୍ତର ପ୍ରଦେଶ କୁଶିନଗରରେ ଅଭାବନୀୟ ଘଟଣା ବିବାହ ପାର୍ଟି ଚାଲିଥିବା ବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟିଛି । କୂଅରେ ପଡ଼ିଥିବା

ବନ୍ଧାହେଲେ କୋଟିପତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର

ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ସୁଦ୍ଧା ୮ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ

କୃଷ୍ଣପ୍ରସାଦରେ ରାଜନୈତିକ ହିଂସା..ବୁଥରେ ଆକ୍ରମଣ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଇ ଗୋଷ୍ଠୀ ମହାଁମୁହିଁ ହୋଇଛନ୍ତି। ପୁଲିସ ଉପସ୍ଥିତିରେ ବୁଥ ଭିତରେ ପଶି ନୁର୍ଧୁମ ବାଡେଇଛନ୍ତି। ଭୋଟ୍ ଗ୍ରହଣ ଚାଲିଥିବା ବେଳେ ହଠାତ୍ ଦୁଇ

ସରିଲା ପ୍ରଥମ ପର୍ୟ୍ୟାୟ ନିର୍ବାଚନ; ୬୦% ମତଦାନ

ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ୍। ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ୟ୍ୟନ୍ତ ଚାଲିଥିଲା

ନକଲି ଡାକ୍ତରଙ୍କ ୧୭ ସ୍ତ୍ରୀ

ନକଲି ଡାକ୍ତରଙ୍କ ୧୪ ନୁହେଁ ଅଛନ୍ତି ୧୭ ଜଣ ସ୍ତ୍ରୀ । ଗୌହାଟୀର ଜଣେ ଡାକ୍ତର, ଛତିଶଗଡର ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ଓଡିଶାର ଜଣେ ମହିଳାଙ୍କୁ କରିଛନ୍ତି ବିବାହ । ନକଲି ଡାକ୍ତରଙ୍କ ବିବାହ ତାଲିକା ଆହୁରି ଲମ୍ବିବା ସମ୍ଭାବନା

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀନି

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ। ଫଳରେ ବନ୍ଦ ରହିଲା ମତଦାନ । କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଶପଡା ପଂଚାୟତ ର ସରପଞ୍ଚ ପ୍ରାର୍ଥୀନି ନମିତା ବେହେରାଙ୍କର ହୃଦଘାତ ରେ ପରଲୋକ ଘଟିଛି। ଗତ ରାତିରେ

ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡୁଥିବା ବେଳେ, ବିଭିନ୍ନ ସ୍ଥାନରୁ ଆସିଛି ହିଂସାର ଚିତ୍ର । ସାଲେପୁର ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ତଥା ବିଜେଡି ନେତା ଓ ଆତ୍ମା ବ୍ଲକ ସଭାପତି ଦିଲ୍ଲୀପ ଦାଶଙ୍କ

ଆଉ ନାହାନ୍ତି ବଲିଉଡ କଣ୍ଠଶିଳ୍ପୀ ବାପି ଲାହିରି

 କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର। ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇର ଏକ