THE BYAPINI

ପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ.. ୨୦୨୨ରେ ଇସ୍ରୋ ପକ୍ଷରୁ ପ୍ରଥମ ମିଶନ ଲଂଚ

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା, ବର୍ଷର ପ୍ରଥମ ସାଟେଲାଇଟ୍ ଉତ୍‌କ୍ଷେପଣ କଲା ଇସ୍ରୋପିଏସଏଲଭି- ସି୫୨ର ସଫଳ ଉତକ୍ଷେପଣ । ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଂଚ ପ୍ୟାଡ୍ରୁ ଭୋର ୫ଟା ୫୯ରେ ଉତକ୍ଷେପଣ କରାଯାଇଛି ।

ଧୋନୀଙ୍କ ଟିମରେ ଓଡିଆ ପୁଅ, ଶୁଭ୍ରାଂଶୁଙ୍କୁ ୨୦ ଲକ୍ଷରେ କିଣିଲା ଚେନ୍ନାଇ

ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡିଆ ପୁଅ । ଆଇପିଏଲରେ ଶୁଭ୍ରାଂଶୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଆଜି ଆଇପିଏଲ୍ ନିଲାମର

ଗିରଫ ହେଲେ କୁବେର ଏଡିଏମ୍

ଗିରଫ ହେଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଜଗତସିଂହପୁରର ଏକକାଳୀନ ୭ଟି

ରାଜ୍ୟରେ ଖସୁଛି ସଂକ୍ରମଣ

ରାଜ୍ୟରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୭୨୬୨ ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୯

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଭ୍ୟାନ.. ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓମିନି ଭ୍ୟାନ ।ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତାଳପଡାରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତାଳପଡାରୁ ଭୋଜି ଖାଇ ନିଜ ଘର ଗୁମାଗଡ ସ୍ଥିତ ବାଡିସୁଗା ଯାଉଥିଲେ ଏହି ସମୟରେ ଲାହାବାଡିରେ

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ

ପଦାକୁ ଆସିଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ । ୨୨ ହଜାର ୮୪୨ କୋଟି ଠକେଇ ଅଭିଯୋଗ । ଦେଶର ୨୮ଟି ବ୍ୟାଙ୍କ୍ ଏବଂ ଆର୍ଥିକ ସଂସ୍ଥା ଏହି ଠକେଇର ଶିକାର ହୋଈଛନ୍ତି । ଗୁଜୁରାଟର ଏକ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ସିପ୍ୟାଡ

ପ୍ରଚାର ସରିଲେ ଗାଁ ଛାଡ଼ିବେ ନେତା, ଷ୍ଟ୍ରଙ୍ଗ ରୁମରେ ଲାଗିବ ସିସିଟିଭି

ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଚୁଡାନ୍ତ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି କମିଶନ। ନିର୍ବାଚନ କମିଶନଙ୍କ କହିଛନ୍ତି ଯେ, ପ୍ରଚାର ସରିବା ପରେ ରାଜନୈତିକ ଦଳର ଲୋକ କିମ୍ବା

୧୨.୨୫ କୋଟି ଟଙ୍କାରେ ଶ୍ରେୟସଙ୍କୁ କିଣିଲା କୋଲକତା

ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନର ପ୍ରଥମ ଦିନରେ ମାର୍କି ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜି। ଶ୍ରେୟାସ

ଆଇପିଏଲ ନିଲାମ ବେଳେ ଅଘଟଣ..ଖସିପଡିଲେ ନିଲାମକାରୀ

ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ। ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଛନ୍ତି। ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି। ପ୍ରଥମେ ଚେତାଶୂନ୍ୟ ହୋଇ

ତଳମୁହାଁ କରୋନା ସଂକ୍ରମଣ

ଦେଶରେ କମୁଛି ସଂକ୍ରମଣ ବଢ଼ୁଛି ମୃତ୍ୟୁ । ୨୪ ଘଂଟାରେ ୫୦ ହଜାର ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦୈନିକ ପଜିଟିଭ ହାର ରହିଛି ୩ ଦଶମିକ ୪୮ ପ୍ରତିଶତ ।ଗୋଟିଏ ଦିନରେ ୧ ଲକ୍ଷ ୩୬ ହଜାର ୯୬୨ ଜଣ