THE BYAPINI

ପୁଣି ଚର୍ଚ୍ଚାରେ ଜାଗ୍ରତିଙ୍କ ଫେସବୁକ୍ ପୋଷ୍ଟ

ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଲାଙ୍କ ଫେସବୁକ୍ ପୋଷ୍ଟ । କହିଲେ, ଜଣେ ଅଭିନେତାଙ୍କ ପତ୍ନୀଙ୍କୁ ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଲେ ଜାଗ୍ରତି । ଅଭିନେତାଙ୍କ ଅସୁସ୍ଥ ବୃଦ୍ଧ ପିତା-ମାତା ଦେଢବର୍ଷ ହେଲା

ଆଜି ଆଇପିଏଲ ମହାନିଲାମି

ଆଇପିଏଲ ୨୦୨୨ ପାଇଁ ଆଜି ଓ ଆସନ୍ତାକାଲି ମହାନିଲାମି । ନିଲାମ ହେବେ ୫୯୦ଜଣ କ୍ରିକେଟର । ଚଳିତବର୍ଷ ନିଲାମରେ ଅଂଶଗ୍ରହଣ କରିବେ ବହୁ ନାମିଦାମି କ୍ରିକେଟର । ଦିନ ୧୧ଟାରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ନିଲାମ ହେବେ ୫୯୦ଜଣ

ସିରିଜ ପୋଛିନେଲା ଭାରତ

ବିଜୟ ସହ ସିରିଜ ପୋଛିନେଲା ଭାରତ । ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରେ ୯୬ ରନରେ ଇଣ୍ଡିଜକୁ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଟିମ ଇଣ୍ଡିଆ ୩-୦ରେ ସିରିଜରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ପୁଣି ପ୍ରସିଦ୍ଧ

ଏଥର ବି କୋଭିଡ କଟକଣାରେ ହେବ ଜାଗର

ଏ ବର୍ଷ ବି କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରୀ । ମହାଶିବରାତ୍ରୀ ପାଳନ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି

ଓୟୁଏଟି ମହିଳା ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା

ଫ୍ୟାନରେ ଲୁଗା ଲଗାଇ ଝୁଲି ପଡିଲେ ଓୟୁଏଟିର ମହିଳା ସହକାରୀ ପ୍ରଫେସର । ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତକ ସହକାରୀ ପ୍ରଫେସର ହେଉଛନ୍ତି ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା । ସୂଚନା

କମୁଛି କରୋନା ସଂକ୍ରମଣ

ରାଜ୍ୟରେ ୨୪ ଘଂଟାରେ ଆଉ ୧୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୩୦୯ ଜଣ ରହିଛନ୍ତି । କ୍ୱାରେଂଟାଇନରୁ ୯୧୮ ଓ ଲୋକାଲ କଂଟାକ୍ଟ ୬୫୪ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୩୩

ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍ ।ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଚଢାଉ ଚାଲିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍ କରାଯାଉଛି ।ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ, ବାଲିଅନ୍ତା

୨୮ରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା

ବଦଳିଲା ସ୍କୁଲ ଖୋଲିବା ନିଷ୍ପତ୍ତି । ୧୪ ନୁହେଁ ୨୮ ତାରିଖରୁ ସ୍କୁଲ ଆସିବେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ୧୪ ତାରିଖରେ ସ୍କୁଲ ଖୋଲିବ ଏବଂ କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ ଆସିବେ । ରାଜ୍ୟ ସରକାର ଆସନ୍ତା ୧୪

ଉତ୍ତରପ୍ରଦେଶରେ ଆଜି ପ୍ରଥମ ପର୍ୟ୍ୟାୟ ମତଦାନ

ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ୟ୍ୟାୟ ମତଦାନ । ମୋଟ ୪୦୩ ବିଧାନସଭା ଆସନ ଭିତରୁ ପ୍ରଥମ ପର୍ୟ୍ୟାୟରେ ୫୮ଟି ଆସନ ପାଇଁ ଭୋଟିଂ ହେବ । ୧୧ଟି ଜିଲ୍ଲାର ପ୍ରାୟ ୨ କୋଟି ୨୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ

କମୁଛି ସଂକ୍ରମଣ ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍

କମୁଛି ସଂକ୍ରମଣ ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ରାଜ୍ୟରେ ୨୪ଘଣ୍ଟାରେ ୧୭୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୯୭, ସ୍ଥାନୀୟ ଅଞ୍ଚଳରୁ ୭୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୨୩ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ