ରାଜ୍ୟ କୋହଳ ହେଲା ପ୍ରଚାର କଟକଣା Byapini Bureau Feb 7, 2022 0 କୋହଳ ହେଲା ପ୍ରଚାର କଟକଣା । ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର!-->…
ଦେଶ ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ.. ରାଜ୍ୟରେ ୨ ହଜାର ତଳେ Byapini Bureau Feb 7, 2022 0 ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ । ଦିନକରେ ୮୩ ହଜାର ୮୭୬ ନୂଆ ମାମଲା ସାମ୍ନାକୁ ଆସିଛି । ଡେଲି ପଜିଟିଭିଟି ରେଟ୍ ୭ ଦଶମିକ ୨୫ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୮୯୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।ଏହାକୁ ମିଶାଇ ଦେଶରେ!-->…
ରାଜ୍ୟ ଆଜିଠୁ ଶ୍ରେଣୀ ଗୃହରେ ପାଠପଢା..କୋଭିଡ ନିୟମ ମାନି ପିଲା କରିବେ କ୍ଲାସ Byapini Bureau Feb 7, 2022 0 ଆଜି ଖୋଲୁଛି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ । ଆଜି ଅଷ୍ଟମରୁ ଉପର ଶ୍ରେଣୀ ଖୋଲିବ । କୋଭିଡ କଟକଣା ମଧ୍ୟରେ ଖୋଲୁଥିବାରୁ ହାଇସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ପ୍ରସ୍ତୁତି କରିଛନ୍ତି । ସ୍କୁଲ ପରିସରକୁ ସଫା କରାଯିବା!-->…
ଦେଶ ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ Byapini Bureau Feb 6, 2022 0 ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ!-->…
ଦେଶ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ Byapini Bureau Feb 6, 2022 0 ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ! ୨୯ଦିନ ହେଲା ଭେଣ୍ଟିଲେଟରରେ ଥିଲେ ଲତା ମଙ୍ଗେସକର । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮!-->…
ରାଜ୍ୟ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ Byapini Bureau Feb 5, 2022 0 ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କାର୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଆଉ ଏଭଳି ଏକ ଦୁଃଖଦ ଖବର କଳାହାଣ୍ଡି ଜିଲ୍ଲାର ମାଓ ଅଧ୍ୟୁଷିତ ମଦନପୁର ରାମପୁର ଅଞ୍ଚଳରୁ ଆସିଛି । ମଦନପୁର ରାମପୁର ଥାନା ଅନ୍ତର୍ଗତ!-->…
ଦେଶ ତଳମୁହାଁ ସଂକ୍ରମଣ, ମୃତ୍ୟୁସଂଖ୍ୟା ଉପରମୁହାଁ Byapini Bureau Feb 5, 2022 0 ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ । ୨୪ ଘଂଟାରେ ୨ ହଜାର ୬୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୪୯ଜଣ । ସଂଗରୋଧରୁ ୧୫ଶହ ୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ହଜାରେ!-->…
ଦେଶ ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର Byapini Bureau Feb 5, 2022 0 ଜମ୍ମୁ-କାଶୀ୍ମରର କାଶ୍ମୀର ଘାଟି ଓ ଜମ୍ମୁ ସମ୍ବାଗରେ ଭୂମିକମ୍ପ ଅନୁଭୂତ ହୋଇଛି ।ଶନିବାର ଭୋର ସମୟରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଓ ଅନ୍ୟ ଇଲାକାରେ ମଧ୍ୟ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁରେ!-->…
ଦେଶ ଦିଲ୍ଲୀରେ ଖୋଲିବ ସ୍କୁଲ, ରାତି ୧୧ଟାରୁ ନାଇଟ କର୍ଫ୍ୟ Byapini Bureau Feb 4, 2022 0 ଆସନ୍ତା ସୋମବାରରୁ ଦିଲ୍ଲୀରେ ଶିକ୍ଷାନୁଷ୍ଠାନରେ ଖୋଲିବ ତାଲା । ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢା । ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଛି । ଆସନ୍ତା ୭ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ!-->…
ରାଜ୍ୟ ଗଛକୁ ପିଟିଲା ଭ୍ୟାନ୍, ୬ମୃତ Byapini Bureau Feb 4, 2022 0 କନ୍ଧମାଳ ଜିଲ୍ଲା ବାଲିଗୁଡା ଖହମଗୁଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଟଗଡ କୁଟିବାଲି ଘାଟିରେ ଗଛକୁ ପିଟିଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ!-->…