THE BYAPINI

ଦେଶରେ ତଳମୁହାଁ କରୋନା ଗ୍ରାଫ..ରାଜ୍ୟରେ ୧୧ ହଜାର ଉପରେ

ରାଜ୍ୟରେ ଦିନକରେ ୧୧,୦୮୬ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୬୪୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର

ଅଲଗା ହେଲେ ଧନୁଷ ଓ ଐଶ୍ୱର୍ୟ୍ୟା

ବିବାହର ୧୮ବର୍ଷ ପରେ ଅଲଗା ହେଲେ ତାମିଲ୍ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ୟ୍ୟା ରଜନୀକାନ୍ତ । ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି । ଏହି ଖବର

ପଞ୍ଚାୟତ ନିର୍ବାଚନ : ନାମାଙ୍କନର ଆଜି ଦ୍ୱିତୀୟ ଦିନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ଆଜି ନାମାଙ୍କନ ଦାଖଲର ଦ୍ୱିତୀୟ ଦିନ । କୋଭିଡ କଟକଣା ଭିତରେ ଜଣେ ପ୍ରସ୍ତାବକଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ପ୍ରଥମ ଦିନରେ

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ: ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ତାରିଖ ଘୁଂଚାଇବାକୁ ନିବେଦନ କରିଥିଲେ । ଏହାପରେ ପଂଜାବ ମୁଖ୍ୟମନ୍ତ୍ରୀ

ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ

ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ

ମାଥିଲି ଦଲଦଲିରେ ମାଓବାଦୀଙ୍କ ପ୍ରଜାକୋର୍ଟ । ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଲଦଲି ଗାଁରେ ଘଟିଛି ଏହି ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ

କମୁଛି ଦୈନିକ ସଂକ୍ରମଣ

ରାଜ୍ୟରେ ୧୦ହଜାର ୪୮୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ

ସୁନା ଚୋରିର ହେଲା ପର୍ଦ୍ଦାଫାଶ

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ଚୋରି ସୁନାର ହେଲା ପର୍ଦ୍ଦାଫାଶ । ୧ କେଜି ୧୮୯ ଗ୍ରାମ ସୁନା ଜବତ କରିଛି ପୋଲିସ । ପୂର୍ବତନ କର୍ମଚାରୀ ଶେଖର କୁଳଦୀପିଆ ଏହି ସୁନା ଚୋରୀ କରିଥିଲେ । ସମ୍ପୃକ୍ତ କର୍ମଚାରୀ କେମିତି ଚୋରୀ

ଉପରମୁହାଁ କରୋନା ମିଟର

ରାଜ୍ୟରେ ୧୧ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଜ୍ଝ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ମଧ୍ୟରେ ୧୦୧୬ ଥିବାବେଳେ ସଙ୍ଗରୋଧରୁ ୬୪୭୯ ଜଣ ଓ ୪୬୯୮ ଜଣ ସ୍ଥାନୀୟ

ଟିକାକରଣକୁ ପୂରିଲା ବର୍ଷେ

ଦେଶରେ କରୋନା ଟିକାକରଣକୁ ପୂରିଛି ବର୍ଷେ । ଗତ ବର୍ଷ ଜାନୁଆରୀ ୧୬ ତାରିଖରେ ସାରା ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା । ଏହା ପରଠୁ ଦେଶରେ ଟିକାକରଣ କାର୍ୟ୍ୟକ୍ରମ ଜାରି ରହିଛି ।