ରାଜ୍ୟ ସଂକ୍ରମଣ ବଢିବାରୁ ବନ୍ଦ ହେଲା ଭିସୁଟ Byapini Bureau Jan 7, 2022 0 ବଢିଲା ସଂକ୍ରମଣ, ବନ୍ଦ ହେଲା ଭିସୁଟା ସଂକ୍ରମଣ ବଢିବାରୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଭିସୁଟ୍ । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ କତୃପକ୍ଷ ବନ୍ଦ କରିଛନ୍ତି । ଏକାକାଳୀନ ୧୮ ଜଣ ସଂକ୍ରମିତ ଚିହ୍ନଟ!-->…
ଦେଶ ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ..ଦେଶରେ ଲକ୍ଷେ ଟପିଲା.. Byapini Bureau Jan 7, 2022 0 ଉପର ମୁହାଁ କରୋନା ଗ୍ରାଫ। ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା ।ଗତକାଲି ତୁଳନାରେ ୨୮.୮!-->…
ରାଜ୍ୟ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କ ହେବ ଆର୍ଟି-ପିସିଆର୍ ଟେଷ୍ଟ୍ Byapini Bureau Jan 6, 2022 0 ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କର ହେବ ଆର୍ଟି-ପିସିଆର୍ ଟେଷ୍ଟ । ବିଏମ୍ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍ଟି-ପିସିଆର୍ ଟେଷ୍ଟ୍ ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ଯାତ୍ରୀଙ୍କର ଆର୍ଟି-ପିସିଆର୍!-->…
ରାଜ୍ୟ ବାହାରୁନି ସମାଧାନ, ଏବେ ଖୋଲିବନି ମାର୍କେଟ ବିଲ୍ଡିଂ Byapini Bureau Jan 6, 2022 0 ଭୁୁବନେଶ୍ୱର: ବୈଠକରୁ ବାହାରିଲାନି ସମାଧାନର ବାଟ । ଏବେ ଖୋଲିବନି ମାର୍କେଟ ବିଲ୍ଡିଂ । ବୈଠକରେ କୌଣସି ପ୍ରକାର ନିଷ୍କର୍ସ ବାହାରିନପାରିବା କାରଣରୁ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ତେବେ ଲିଖିତ!-->…
ଦେଶ ସୁରକ୍ଷାରେ ତ୍ରୁଟି: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ Byapini Bureau Jan 6, 2022 0 ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ଏହି!-->…
ରାଜ୍ୟ କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ Byapini Bureau Jan 6, 2022 0 କଟକରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇବେ ୭ଲକ୍ଷ ବାସିନ୍ଦା ।ଭରଚୁଆଲ ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ନଗର ଉନ୍ନୟନ ବିଭାଗ!-->…
ରାଜ୍ୟ ଭୁବନେଶ୍ୱରରେ ପୁଣି ୪ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ ଘୋଷଣା Byapini Bureau Jan 6, 2022 0 ଭୁବନେଶ୍ୱରରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗୋଟିଏ ସ୍ଥାନରୁ ଏକାଧିକ!-->…
ଦେଶ ଚିନ୍ତା ବଢାଇଲା ସଂକ୍ରମଣ.. Byapini Bureau Jan 6, 2022 0 ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି ଦେଶରେ କରୋନା ସଂକ୍ରମଣ । ଦେଶରେ ଲକ୍ଷେ ମୁହାଁ ଦୈନକ ସଂକ୍ରମଣ । ୨୪ଘଣ୍ଟାରେ ୯୦ହଜାର ୯୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ୫୬.୫ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ସେହିପରି!-->…
ରାଜ୍ୟ ବଢିଲା ସଂକ୍ରମଣ, ପୁଣି ଫେରିଲା କଟକଣା Byapini Bureau Jan 5, 2022 0 ସଂକ୍ରମଣ ଦେଖି କରୋନା କଟକଣା କଡାକଡି କଲେ ରାଜ୍ୟ ସରକାର । ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ କରି ସୂଚନା!-->…
ଦେଶ ‘ମୁଁ ଜୀବିତ ଫେରିିଛି, ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ’ Byapini Bureau Jan 5, 2022 0 ଆଜି ପଞ୍ଜାବରେ ମଝି ରାସ୍ତାରେ ଅଟକିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ କାରକେଡ । ଫ୍ଲାଏଓଭର ଉପରେ ପ୍ରାୟ ୧୫ରୁ ୨୦ ମିନିଟ୍ ପ୍ରଧାନମନ୍ତ୍ରୀଙ୍କ କାରକେଡ ଫଶି ରହିଥିଲା । ଆଉ ଏହିଠାରୁ ସଭାସ୍ଥଳକୁ ଯିବା ପରିବର୍ତ୍ତେ ପୁଣିଥରେ!-->…