THE BYAPINI

କିଶୋରଙ୍କୁ ଟିକା ଦେବାକୁ ଆଜିଠୁ ପଞ୍ଜିକରଣ

କିଶୋରଙ୍କୁ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ଆଜିଠାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେଉଛି । ଟିକାକଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହୋଇଛି । ଏଥିରେ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । ଆସନ୍ତା ଜାନୁଆରୀ

ନୂଆବର୍ଷରୁ ନୂଆ ନିୟମ

ନୂଆବର୍ଷରୁ ନୂଆ ନିୟମ । ଆଉ ଗାଡି ଚାଳକଙ୍କୁ ବାରମ୍ବାର ଧାଇଁବାକୁ ପଡିବନି ଆରଟିଓ ଅଫିସ ।ଜାନୁଆରୀ ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ । ନୂଆବର୍ଷରୁ ବଡ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ ଉଦ୍ୟମ ।

‘ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ନାହିଁ’

ଜାନୁୟାରୀ ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ କ୍ଲାସ୍ ହେବ । ପରୀକ୍ଷା ମଧ୍ୟ ଠିକ୍ ସମୟରେ ହେବ। ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ ।ସେ ଆହୁରି ମଧ୍ୟ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ସଚିବ ଡିଇଓ ଓ

ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଭୟ..ହାଇଆଲର୍ଟ ଜାରି କଲା ପୁଲିସ

କରୋନା ସଙ୍କଟ ଭିତରେ ମୁମ୍ବାଇ ଉପରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଭୟ । ଖାଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ସୂଚନା ପାଇଛି ଗୁଇନ୍ଦା ବିଭାଗ । ଏହାକୁ ନେଇ ସାରା ସହରରେ ହାଇ ଆଲର୍ଟ ଜାରି କରିଛି ମୁମ୍ବାଇ ପୋଲିସ । ପୂରା

ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଚିହ୍ନଟ ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଓମିକ୍ରନ୍ ଆକ୍ରାନ୍ତ ।ହେଲେ ୩୦୯ ଓମିକ୍ରନ୍ ଆକ୍ରାନ୍ତ । ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ପରଲୋକରେ ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତି । କିଶୋର ମହାନ୍ତିଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିଶୋର ମହାନ୍ତିଙ୍କ ଦେହାନ୍ତକୁ କେହି ବିଶ୍ୱାସ କରିପାରୁନାହାନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ

ଦେଶରେ କମିଲା ଆତଙ୍କୀଙ୍କ ସଂଖ୍ୟା

ଦେଶରେ କମିଲା ଆତଙ୍କୀଙ୍କ ସଂଖ୍ୟା । ତିହାସରେ ପ୍ରଥମଥର ପାଇଁ ଶହେ ତଳକୁ ଖସିଲା ଆତଙ୍କୀଙ୍କ ସଂଖ୍ୟା । କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କୀଙ୍କ ସଂଖ୍ୟା । କାଲିର ଏନକାଉଣ୍ଟର ପରେ ୮୫/୮୬ରେ ପହଞ୍ଚିଛି ଆତଙ୍କୀ ସଂଖ୍ୟା । ଚଳିତ

ଭୁବନେଶ୍ୱରରେ ୩ ଦିନ ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱରରେ ଆଗାମୀ ୩ ଦିନ ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ତେବେ ନୂଆବର୍ଷ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ

ରାଜ୍ୟରେ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢିଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ