THE BYAPINI

କିଶୋରଙ୍କୁ ଟିକା ଦେବାକୁ ଆଜିଠୁ ପଞ୍ଜିକରଣ

କିଶୋରଙ୍କୁ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଆସନ୍ତା ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ଆଜିଠାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେଉଛି । ଟିକାକଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ…

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହୋଇଛି । ଏଥିରେ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୨ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ । ଆସନ୍ତା ଜାନୁଆରୀ…

ନୂଆବର୍ଷରୁ ନୂଆ ନିୟମ

ନୂଆବର୍ଷରୁ ନୂଆ ନିୟମ । ଆଉ ଗାଡି ଚାଳକଙ୍କୁ ବାରମ୍ବାର ଧାଇଁବାକୁ ପଡିବନି ଆରଟିଓ ଅଫିସ ।ଜାନୁଆରୀ ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ । ନୂଆବର୍ଷରୁ ବଡ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ ଉଦ୍ୟମ ।…

‘ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ନାହିଁ’

ଜାନୁୟାରୀ ୩ ତାରିଖରୁ ହିଁ ପ୍ରଥମରୁ ପଞ୍ଚମ କ୍ଲାସ୍ ହେବ । ପରୀକ୍ଷା ମଧ୍ୟ ଠିକ୍ ସମୟରେ ହେବ। ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ ।ସେ ଆହୁରି ମଧ୍ୟ କହିଛନ୍ତି, ନୋଡାଲ ଅଫିସରମାନେ ଜିଲ୍ଲା ବୁଲୁଛନ୍ତି। ସଚିବ ଡିଇଓ ଓ…

ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଭୟ..ହାଇଆଲର୍ଟ ଜାରି କଲା ପୁଲିସ

କରୋନା ସଙ୍କଟ ଭିତରେ ମୁମ୍ବାଇ ଉପରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଭୟ । ଖାଲିସ୍ତାନୀ ଆତଙ୍କବାଦୀ ଆକ୍ରମଣ ସୂଚନା ପାଇଛି ଗୁଇନ୍ଦା ବିଭାଗ । ଏହାକୁ ନେଇ ସାରା ସହରରେ ହାଇ ଆଲର୍ଟ ଜାରି କରିଛି ମୁମ୍ବାଇ ପୋଲିସ । ପୂରା…

ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ହଜାରେ ଟପିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଚିହ୍ନଟ ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଓମିକ୍ରନ୍ ଆକ୍ରାନ୍ତ ।ହେଲେ ୩୦୯ ଓମିକ୍ରନ୍ ଆକ୍ରାନ୍ତ । ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ସଂଖ୍ୟକ…

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ପରଲୋକରେ ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତି । କିଶୋର ମହାନ୍ତିଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କିଶୋର ମହାନ୍ତିଙ୍କ ଦେହାନ୍ତକୁ କେହି ବିଶ୍ୱାସ କରିପାରୁନାହାନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ…

ଦେଶରେ କମିଲା ଆତଙ୍କୀଙ୍କ ସଂଖ୍ୟା

ଦେଶରେ କମିଲା ଆତଙ୍କୀଙ୍କ ସଂଖ୍ୟା । ତିହାସରେ ପ୍ରଥମଥର ପାଇଁ ଶହେ ତଳକୁ ଖସିଲା ଆତଙ୍କୀଙ୍କ ସଂଖ୍ୟା । କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କୀଙ୍କ ସଂଖ୍ୟା । କାଲିର ଏନକାଉଣ୍ଟର ପରେ ୮୫/୮୬ରେ ପହଞ୍ଚିଛି ଆତଙ୍କୀ ସଂଖ୍ୟା । ଚଳିତ…

ଭୁବନେଶ୍ୱରରେ ୩ ଦିନ ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱରରେ ଆଗାମୀ ୩ ଦିନ ସବୁ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ବନ୍ଦ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଗକୁ ଆସୁଛି ନୂଆବର୍ଷ । ତେବେ ନୂଆବର୍ଷ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ…

ରାଜ୍ୟରେ ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢିଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ…