THE BYAPINI

ଓମିକ୍ରନ: ୫ ଦିନରେ ୪ ଗୁଣା ବୃଦ୍ଧି

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ । କେବଳ ୫ ଦିନରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୪ ଗୁଣା ବଢି ୨୧୮ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଛି । ଦିଲ୍ଲାରେ ୫୪ ଜଣ ଓମିକ୍ରନ

ଭାରତରେ ପହଂଚିଲା ଏସ-୪୦୦ ମିସାଇଲ

ଭାରତରେ ପହଂଚିଲା ଅଭେଦ୍ୟ ମହାକବଚ ଏସ-୪୦୦ । ଏହି ମିସାଇଲର ପୂରା ନାମ ହେଉଛି ଏସ-୪୦୦ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । । ଏହାକୁ ପ୍ରଥମ ପର୍ୟ୍ୟାୟରେ ପଞ୍ଜାବରେ ସ୍ଥାପିତ କରାଯାଇଛି । ଏହି ମିସାଇଲ ଭାରତରେ ପହଂଚିବା ପରେ ଏବେ

ଦେଶରେ ୨୦୦ ଛୁଇଁଲା ଓମିକ୍ରନ

ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶରେ ୨୦୦ ଛୁଇଁଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା । ୧୨ଟି ରାଜ୍ୟକୁ ବ୍ୟାପିଲାଣି ଓମିକ୍ରନ୍ ଭୂତାଣୁ । ୨୦୦ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ଜଣ ସୁସ୍ଥ ହେଲେଣି ।

ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି

ବ୍ରହ୍ମପୁର ବ୍ରହ୍ମାନଗରରେ ୧୪୪ ଧାରା ଜାରି କଲା ପ୍ରଶାସନ । ଡ଼ାକ୍ତର ସୁମିତ ଓ ତପସ୍ୱିନଙ୍କ ପାରିବାରିକ ବିବାଦ ମାମଲା ଲାଗି ରହିଥିବା ବେଳେ ଗତକାଲି ସଂଧ୍ୟାରେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲେ ଉତ୍ୟକ୍ତ

ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ

ଓଡ଼ିଶାରେ ଓମିକ୍ରନ । ପ୍ରଥମ ଥର ପାଇଁ ଓଡ଼ିଶାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନାଇଜେରିଆ ଓ କାତାରରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛନ୍ତି । ଜିନମ ସ୍ୱିକେନ୍ସିଂ ପରେ ଏହି ଦୁଇ

ଇଡିରେ ହାଜର ହେଲେ ଐଶ୍ୱର୍ଯ୍ୟା ରାୟ

ଇଡି କାର୍ୟ୍ୟାଳୟରେ ହାଜର ହେଲେ ଐଶ୍ୱର୍ୟ୍ୟା ରାୟ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଥିଲା ଇଡି । ଏହାପରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଦିଲ୍ଲୀ କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଐଶ୍ୱର୍ୟ୍ୟା ରାୟ ବଚ୍ଚନ । ଐଶ୍ୱର୍ୟ୍ୟାଙ୍କୁ

ସତ ଧରିବ ମିଛ ଧରା ପରୀକ୍ଷା!

ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଲାଇଛି । ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତରଂଜନ ପଲେଇ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଅଣାଯାଇଛି ।

ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ

ମହାନଦୀରେ ଦୀର୍ଘତମ ସେତୁର ଲୋକାର୍ପଣ । ‘ଟି’ ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଙ୍କୀର ବୈଦେଶ୍ୱର ଓ ବଡ଼ମ୍ବାର ଗୋପିନାଥପୁରକୁ ସଂଯୋଗ କରୁଥିବା ମହାନଦୀ ଉପରେ ନିର୍ମିତ ଦୀର୍ଘତମ ସେତୁକୁ ଲୋକାର୍ପଣ

ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ

ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଛି ଇଡି । ଐଶ୍ୱର୍ୟ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନନିର୍ଦ୍ଦେଶାଳୟ । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ୟ୍ୟାଙ୍କୁ

ଜାଡରେ ଥରୁଛି ଓଡିଶା

ପ୍ରଚଣ୍ଡ ଜାଡରେ ଥରୁଛି ସାରା ଓଡିଶା । କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିବା ସହ ଏଠାରେ ପ୍ରଥମ ତୁଷାରପାତ ହୋଇଛି । ସପ୍ତାହେ ହେଲାଣି ଜିଲ୍ଲାରେ