ରାଜ୍ୟ ‘ତୃତୀୟ ଲହର ସମ୍ଭାବନା ନିଶ୍ଚିତ’ Byapini Bureau Dec 18, 2021 0 ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ୍ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ ।ତୃତୀୟ ଲହର ମୁକାବିଲା ଲାଗି ଆମେ ଆମେ!-->…
ରାଜ୍ୟ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ,୬୧୩୧ ଶିକ୍ଷକଙ୍କୁ ଏକାଥରେ ନିଯୁକ୍ତି ପତ୍ର Byapini Bureau Dec 16, 2021 0 ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ନୂଆ ରେକର୍ଡ । ଏକାଥରେ ନିଯୁକ୍ତି ପାଇଲେ ୬ ହଜାର ୧୩୧ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ।ସ୍କୁଲ ସ୍ମାର୍ଟ ହେଲା, ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ମିଳିଲା । ଆଜି କଳିଙ୍ଗ ଷ୍ଟାଡିୟମରେ!-->…
ରାଜ୍ୟ ‘ତପସ୍ୱିନୀ ମୋତେ ବରବାଦ୍ କରିଦେଲେ’ Byapini Bureau Dec 16, 2021 0 ବହୁ ଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାହ ପ୍ରସଙ୍ଗରେ ପୁଣି ଏକ ଟୁଇଷ୍ଟ । ସାମ୍ନାକୁ ଆସିଲେ ୧୦ ତାରିଖରୁ ଗାଏବ ଥିବା ଡାକ୍ତର ସୁମିତ ସାହୁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଫେରାର ହୋଇନାହାନ୍ତି ବରଂ ଅସୁସ୍ଥତା!-->…
ରାଜ୍ୟ ୧୯ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ Byapini Bureau Dec 16, 2021 0 ୧୯ ବର୍ଷ ପରେ ଜେଲରୁ ଖଲାସ ହେଲେ ଆଜୀବନ କଏଦୀ। ୩ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ହାବିଲ ସିନ୍ଧୁ । ୨୦୦୩ରେ ଏହି ହତ୍ୟା ଘଟଣା ଘଟିଥିଲା । ଏହାପରଠାରୁ ସେ ଜେଲରେ ଥିଲେ । ପାଖାପାଖି ୧୯!-->…
ଦେଶ ଦେଶରେ ବଢିବାରେ ଲାଗିଛି ଓମିକ୍ରନ ମାମଲା Byapini Bureau Dec 16, 2021 0 ଦେଶରେ ବଢିବାରେ ଲାଗିଛି ଓମିକ୍ରନ ସଂକ୍ରମଣ ମାମଲା । ଦେଶରେ ଓମିକ୍ରନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭୭ରେ ପହଁଚିଗଲାଣି । ଦିଲ୍ଲୀରୁ ଆଜି ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍!-->…
ରାଜ୍ୟ ଝାରପଡା ଜେଲରେ ଏନଆଇଏ ଟିମ୍ Byapini Bureau Dec 16, 2021 0 ଝାରପଡ଼ା ଜେଲ୍ରେ ଏନ୍ଆଇଏ ଟିମ୍ । ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଏନ୍ଆଇଏର ୨ ଜଣିଆ ଟିମ୍ ଜେରା କରୁଛି । ଚିତ୍ରକୋଣ୍ଡା ମାଓବାଦୀ ଆକ୍ରମଣରେ ବିଏସଏଫ କମାଣ୍ଡାଂଟ ଓ ଅନ୍ୟ ୩ ଯବାନଙ୍କ ମୃତ୍ୟୁ ମାମଲାରେ ଖୋଳତାଡ!-->…
ଦେଶ ଆଖି ବୁଜିଲେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ Byapini Bureau Dec 15, 2021 0 ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କର ଦହାନ୍ତ ହୋଇଛି । ଦୀର୍ଘଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଟ୍ୱିଟ କରି ସୂଚନା!-->…
ରାଜ୍ୟ କେନ୍ଦ୍ରାପଡ଼ାକୁ ୧୫୮୧ କୋଟି ଟଙ୍କାର ଭେଟି Byapini Bureau Dec 15, 2021 0 ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା କେନ୍ଦ୍ରାପଡ଼ା । ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୩!-->…
ରାଜ୍ୟ ଆଇପିଏସ ସୁନୀଲ ବଂଶଲ ହେବେ ନୂଆ ଡିଜିପି Byapini Bureau Dec 15, 2021 0 ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ରାଜ୍ୟ ପୋଲିସର ନୂଆ ମୁଖିଆ । ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ!-->…
ରାଜ୍ୟ ଚିତ୍ତରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ Byapini Bureau Dec 15, 2021 0 ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । କ୍ରାଇମବ୍ରାଞ୍ଚ ଏହି ମାମଲାର ଅନେକ ଦିଗକୁ ନେଇ ତଦନ୍ତ କରିପାରେ । ଭୋଜି ବାହାନାରେ ଚିତ୍ତରଞ୍ଜନଙ୍କୁ!-->…