THE BYAPINI

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଟାରୁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂଗାର ନୀତି । ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ପ୍ରତି ମାସରେ

ଆଜି ଓଡିଶା ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୩ ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଆସୁଛନ୍ତି । ଲୋକସେବା ଭବନର କନଭେନସନ ହଲରେ ହେବାକୁ ଥିବା ବୈଠକେର ନୀତି ଆୟୋଗ ସଦସ୍ୟ ଭିକେ ପଲ,

ଭୟ ବଢାଇଲା ‘ଓମିକ୍ରନ’

ଭୟ ବଢାଇଲା ଓମିକ୍ରନ । ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଆଉ ୮ ଆକ୍ରାନ୍ତ ଚିହ୍ନଟ ପରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିିଛି । ଏହି ୮ଜଣଙ୍କ ମଧ୍ୟରୁ

ରାତି ୧୦ ପରେ ଡିଜେ,ବାଣ ମନା

ରାଜଧାନୀରେ ରାତି ୧୦ ପରେ ବିବାହ ଶୋଭାଯାତ୍ରା କଲେ ବାନ୍ଧିବ ପୋଲିସ । ଭୁବନେଶ୍ୱରରେ ବିବାହ ଶୋଭାଯାତ୍ରାରେ ବାଜିବନି ଡିଜେ, ଫୁଟିବନି ବାଣ । ଏନେଇ ପୂର୍ବରୁ ନିୟମ ରହିଛି । କିନ୍ତୁ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି

ରାଜଧାନୀ ଦିଲ୍ଲୀରେ ଆଉ ୪ ଓମିକ୍ରନ ଆକ୍ରାନ୍ତ

ବିଶ୍ୱରେ ଦ୍ରୁତ ଗତିରେ ମାଡିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ । ଦେଶରେ ମଧ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖା ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ

ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ..ତେଜୁଛି ରାଜନୀତି

ଚିତରଞ୍ଜନ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗକୁ ନେଇ ଏସପିଙ୍କୁ ମିଳିତ ଭାବେ ଭେଟିଲେ ଚିତରଞ୍ଜନଙ୍କ ପରିବାର ଓ ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା । ଚିତରଞ୍ଜନଙ୍କ ବାପା, ବଡବାପା, ଭାଇ ଓ ଭଉଣୀ ଘଟଣାର ବିଧିବଦ୍ଧ ତଦନ୍ତ କରି

କରୀନାଙ୍କ ଘର ସିଲ୍ କଲା ବିଏମସି

କରୀନା କପୁର ଖାନ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ଅମୃତା ଆରୋଡା କରୋନା ସଂକ୍ରମିତ ପରେ ତାଙ୍କ ବାସଭବନକୁ ସିଲ୍ କରିଛି ବିଏମସି । ବିଏମସି ପକ୍ଷରୁ କୁହାଯାଇଛି ଯେ, ଯଦିଓ ଏଯାଏଁ କରୀନାଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ

ରାଜଧାନୀରେ ଗାଁ ସାଥୀଙ୍କ ଗର୍ଜନ

ରାଜଧାନୀରେ ଗାଁ ସାଥୀଙ୍କ ଗର୍ଜନ । ୫ଦଫା ଦାବିରେ ଲୋୟର ପିଏମଜିରେ ଗାଁ ସାଥୀଙ୍କ ଧାରଣା । ମାସିକ ୮ ହଜାର ଟଙ୍କାରୁ ଅଧିକ ପ୍ରୋତ୍ସହନ ରାଶି, ପଂଚାୟତରାଜ ବିଭାଗରେ ସ୍ଥାୟରୀ ନିଯୁକ୍ତି, ରାଜ୍ୟର ସମସ୍ତ ଜବକାର୍ଡଧାରୀଙ୍କୁ ମଜୁରୀ

ଇଣ୍ଡୋନେସିଆରେ ଭୂକମ୍ପର ଝଟକା, ସୁନାମୀ ଆଲର୍ଟ ଜାରି

ଇଣ୍ଡୋନେସିଆ : ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର

ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ସେନା ପ୍ରସ୍ତୁତ

ଜମ୍ମୁ କାଶ୍ମୀରରେ ଶ୍ରୀନଗରରେ ହୋଇଥିବା ସୋମବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆଉ ଜଣେ ପୁଲିସ ସହିଦ ହୋଇଛନ୍ତି । ଏବେ ସହିଦଙ୍କ ସଂଖ୍ୟା ବଢିକି ୩ରେ ପହଞ୍ଚିଛି । ଶ୍ରୀନଗରରେ ସୋମବାର ସନ୍ଧ୍ୟାରେ ସମୟରେ ଏକ ବସ ଉପରେ