ଦେଶ ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ Byapini Bureau Dec 13, 2021 0 ଭାରତ ଜିତିଲା ମିସ୍ ୟୁନିଭର୍ସ ଟାଇଟଲ ୨୦୨୧ । ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ତେବେ ଦୀର୍ଘ ୨୧ ବର୍ଷ ପରେ ଏହି ଟାଇଟଲ ପୁଣି ହାସଲ କରିଛି ଭାରତ । ୭୦ ତମ ମିସ୍ ୟୁନିଭର୍ସ ଭାବେ ବିଜେତା ହୋଇଛନ୍ତି ହରନାଜ!-->…
ରାଜ୍ୟ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ଗଞ୍ଜାମ Byapini Bureau Dec 12, 2021 0 ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବାଂଟିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି!-->…
କାରସାଦି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଠକ ମାଗୁଛି ଟଙ୍କା Byapini Bureau Dec 11, 2021 0 କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସାଇବର ଠକର ଟାର୍ଗେଟ୍ । ଓକାକର ସିଇଓଙ୍କ ପରେ ଏବେ କ୍ରାଇମବ୍ରାଞ୍ଚ ଏଡିଜିକୁ ଟଙ୍କା ମାଗୁଛି ସାଇବର ଠକ । ଅସୁସ୍ଥ ଆଳରେ ମ୍ୟାସେଜ୍ ପଠାଇ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ ୯୮ ହଜାର ଟଙ୍କା ମାଗିଛି!-->…
ରାଜ୍ୟ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି Byapini Bureau Dec 11, 2021 0 ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ୨୦୧୯ ମେ’ ମାସରେ ହୋଇଥିବା ମହାବାତ୍ୟାରେ ଓଡିଶାର ଅନେକ ଜିଲ୍ଲାରେ ଲୋକେ ବାସହରା ହୋଇ ଆଜିଯାଏଁ ଘର ଖଣ୍ଡେ ପାଇନାହାଁନ୍ତି । ଏନେଇ ଦୃଷ୍ଟି ଆକର୍ଷଣ କରିବା ସହ କ୍ଷତିଗ୍ରସ୍ତଙ୍କ!-->…
ରାଜ୍ୟ ଅଶ୍ରୁଳ ଆଖିରେ ବୀରପୁଅକୁ ବିଦାୟ ଜଣାଇଲା ଜନ୍ମମାଟି Byapini Bureau Dec 11, 2021 0 ଚାଲିଗଲେ କୃଷ୍ଣଚନ୍ଦ୍ରପୁର ଗାଁରେ ବୀର ପୁଅ ରାଣାପ୍ରତାପ । ସବୁଦିନ ପାଇଁ ସମସ୍ତଙ୍କ ପର କରି ଆଜି ସେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ଆଉ ବୀର ପୁଅକୁ ହରାଇ ଆଜି କାନ୍ଦିଛି କୃଷ୍ଣଚନ୍ଦ୍ରପୁର ଗାଁ । ସମସ୍ତେ ଆଜି ନିଜର ଗାଁ ପୁଅ!-->…
କାରସାଦି ଘରୋଇ କଳିକୁ କେନ୍ଦ୍ର କରି ଏସିଡ୍ ମାଡ Byapini Bureau Dec 11, 2021 0 ଘରୋଇ କଳିକୁ କେନ୍ଦ୍ର କରି ଏସିଡ୍ ମାଡ । ବଡ ଭାଇର ଏସିଡ ମାଡରେ ସାଇ ଭାଇ ସମେତ ୪ ପଡୋଶୀ ଗୁରୁତର ।ବରଗଡ ସହର ନୂଆପଡାରେ ଏହି ଏସିଡ୍ ମାଡ ହୋଇଛି । ଏଥିରେ ଚାରି ଜଣ ଗୁରୁତର ହୋଇଛନ୍ତି । ନୂଆପଡା ୱାର୍ଡର ୧୧ ନମ୍ବର ୱାର୍ଡର ମନୋଜ!-->…
ଦେଶ ସତର୍କ କରାଇଲେ କେନ୍ଦ୍ର ସରକାର Byapini Bureau Dec 11, 2021 0 କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ଦେଶରେ ପୁଣି ବଢ଼ୁଛି ସଂକ୍ରମଣ । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ!-->…
ରାଜ୍ୟ ଆଉ ୪ ମାସ ମାଗଣା ଚାଉଳ Byapini Bureau Dec 11, 2021 0 ରାଜ୍ୟ ସରକାରଙ୍କ ବଡ ଘୋଷଣା । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମିଳିବ ମାଗଣା ଚାଉଳ । ଡିସେମ୍ବରରୁ ମାର୍ଚ୍ଚ ୨୨ ପର୍ୟ୍ୟନ୍ତ ମାସକୁ ୫ କେଜି ଅତିରିକ୍ତ ଚାଉଳ ମାଗଣାରେ ପାଇବେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ!-->…
ରାଜ୍ୟ ୭ ଦିନ ବାରଣ୍ଡାରେ ଶୋଉଥିଲେ ସୁମିତ୍ Byapini Bureau Dec 10, 2021 0 କୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଡାକ୍ତର ସ୍ୱାମୀ । ସ୍ୱାମୀ-ସ୍ତ୍ରୀଙ୍କ କଳି ତୁଟାଇବା ପାଇଁ ବ୍ରହ୍ମପୁର ଏସଡିଜେଏମ କୋର୍ଟ ଯେଉଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ, ଆଠ ଦିନ ପରେ ସେହି ନିର୍ଦ୍ଦେଶ ପାଣିରେ ମିଳାଇ ଯାଇଛି!-->…
ରାଜ୍ୟ ବରଗଡ ଧନୁଯାତ୍ରା ସ୍ଥଗିତ Byapini Bureau Dec 10, 2021 0 ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ନିଷ୍ପତ୍ତି । କୋଭିଡ କଟକଣା ପାଇଁ ସ୍ଥଗିତ ନିଷ୍ପତ୍ତି ହୋଇଛି । ହେଲେ ଜାନୁଆରୀ ଗାଇଡଲାଇନ ଦେଖିବା ପରେ ପୁନଃବିଚାର କରାଯିବ । ଚଳିତ ମାସରେ ଶୁଭସ୍ତମ୍ଭ ଦେବାର କାର୍ୟ୍ୟକ୍ରମ ରହିଥିଲା!-->…