ରାଜ୍ୟ ନୂଆବର୍ଷରେ ବନ୍ଦ ରହିବ ଜଗା ଦର୍ଶନ Byapini Bureau Dec 10, 2021 0 ନୂଆବର୍ଷରେ ଜଗା ଦର୍ଶନ ବନ୍ଦ । ନୂଆବର୍ଷରେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । କୋଭିଡ୍ ସଂକ୍ରମଣ ଓ ଭିଡକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ, ଡିସେମ୍ବର ୩୧ ତାରିଖ ଓ ଜାନୁଆରୀ ୧ ତାରିଖ ଦିନ!-->…
ରାଜ୍ୟ ୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ Byapini Bureau Dec 10, 2021 0 ୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ । ବିଧାୟକଙ୍କ ହୋହଲ୍ଲା ଆଉ ହଟ୍ଟଗୋଳ ଭିତରେ ଶେଷ ହୋଇଛି ବିଧାନସଭାର ଶୀତ ଅଧିବେଶନ । ୧୭ଟି କାର୍ୟ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି!-->…
ରାଜ୍ୟ ‘ଶଙ୍ଖ’ ଧରିଲେ ପ୍ରଫୁଲ୍ଲ ମାଝୀ Byapini Bureau Dec 10, 2021 0 ହାତ ଛାଡିଲେ ଶଙ୍ଖ ଧରିଲେ । କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଂଜନ ଘଡେ଼ଇଙ୍କ ଉପସ୍ଥିତି ରେ ଦଳରେ ଯୋଗ!-->…
ରାଜ୍ୟ ୠଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା Byapini Bureau Dec 10, 2021 0 ରଣକ୍ଷେତ୍ର ପାଲଟିଲା ରାଜଧାନୀ ରାଜରାସ୍ତା । ବିଧାନସଭା ଫାଟକ ସମ୍ମୁଖରେ ଛାତ୍ର କଂଗ୍ରେସର ହଙ୍ଗାମା । ବିଧାନସଭାକୁ ଧସେଇ ପଶିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ । ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ଫିଙ୍ଗିଲେ!-->…
ରାଜ୍ୟ ମାହାଙ୍ଗା ଥାନା ଆଇଆଇସି ହାଜର Byapini Bureau Dec 10, 2021 0 ମାହାଙ୍ଗା ଡବଲ ମର୍ଡର ଘଟଣା । ଜେଏମ୍ଏଫସି କୋର୍ଟରେ ହାଜର ହେଲେ ଥାନା ମାହାଙ୍ଗା ଥାନା ଆଇଆଇସି । କୋର୍ଟଙ୍କ ନିର୍ଦ୍ଦେଶରେ ହାଜର ହୋଇଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାର!-->…
ରାଜ୍ୟ ଆଜି ବି ଚାଲିପାରିଲାନି ବିଧାନସଭା Byapini Bureau Dec 10, 2021 0 ଆଜି ବି ଚାଲିପାରିଲାନି ବିଧାନସଭା । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ବିରୋଧି ବିରୋଧ!-->…
ଦେଶ ଆଜି ପଞ୍ଚଭୂତରେ ବିଲୀନ ହେବେ ଜେନେରାଲ ବିପିନ ରାଓ୍ୱତ Byapini Bureau Dec 10, 2021 0 ଆଜିି ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କର ହେବ ଅନ୍ତିମ ସଂସ୍କାର । ଏହା ପୂର୍ବରୁ ଦୁଇ ପାର୍ଥିବ ଶରୀରକୁ ସାଧାରଣ ଲୋକେ ସିଡିଏସଙ୍କ ଦିଲ୍ଲୀସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ କରିପାରିବେ । ସକାଳ!-->…
ରାଜ୍ୟ କୁନ୍ନୁର କ୍ରାସ୍: ଓଡିଆ ଯବାନ ସହିଦ Byapini Bureau Dec 9, 2021 0 ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ଭାରତୀୟ ବାୟୁସେନାରେ ଜୁନିଅର ୱାରେଂଟ ଅଫିସର ଭାବେ କାର୍ୟ୍ୟରତ ରାଣ ପ୍ରତାପ ଦାସ ସେହି ହେଲିକପ୍ଟରରେ ଥିବା ଜଣାପଡିଛି । ତାଙ୍କ ଘର!-->…
ରାଜ୍ୟ ବୀର ପୁଅକୁ ହରାଇଲା ଦେଶ Byapini Bureau Dec 8, 2021 0 ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଆଖି ବୁଜିଛନ୍ତି । ଆଜି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ!-->…
ଦେଶ ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ Byapini Bureau Dec 8, 2021 0 ତାମିଲନାଡୁର କୁନ୍ନୁର ଠାରେ ସେନାର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ବି ଉପସ୍ଥିତ ଥିଲେ । ଏହି ଦୁର୍ଘଟଣା!-->…