ରାଜ୍ୟ ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା Byapini Bureau Dec 8, 2021 0 ଆଜି ସପ୍ତମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା । ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀ ଘଣ୍ଟ ପିଟିବା ସହ ହାତରେ ପ୍ଲା-କାର୍ଡ ଧରି ହୋହାଲ୍ଲା ଓ ନାରାବାଜି କରିଥିଲେ । ଯାହାକୁ ନେଇ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ!-->…
ରାଜ୍ୟ ବିଦେଶ ଫେରନ୍ତା ୪ଜଣଙ୍କୁ କରୋନା Byapini Bureau Dec 8, 2021 0 ବିଦେଶ ଫେରନ୍ତା ୪ଜଣଙ୍କୁ କରୋନା । ଗତକାଲି ସୁଦ୍ଧା ରାଜ୍ୟକୁ ଫେରିଛନ୍ତି ୯୮୨ଜଣ । ସେମାନଙ୍କ ମଧ୍ୟରୁ ୪ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ୪ଜଣଙ୍କର ସାମ୍ପୁଲ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅନ୍ୟପଟେ ବିଦେଶ!-->…
ଦେଶ ଓମିକ୍ରନ: ସତର୍କ କଲା ‘ହୁ’ Byapini Bureau Dec 8, 2021 0 କରୋନାର ଡେଲ୍ଟା ପ୍ରଜାତି ତୁଳନାରେ ଓମିକ୍ରନ୍ ପ୍ରଜାତି ଅତ୍ୟନ୍ତ ସଂକ୍ରାମକ। ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହେବାର ୯୦ ଦିନ ପରେ ବି ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ ରହିଛି। ଡେଲଟା ତୁଳନାରେ ଓମିକ୍ରନ୍!-->…
ରାଜ୍ୟ ଆଉ ନାହାନ୍ତି ପଦ୍ମଶ୍ରୀ ନନ୍ଦ ସାର Byapini Bureau Dec 7, 2021 0 ପଦ୍ମଶ୍ରୀ ନନ୍ଦ ସାରଙ୍କ ପରଲୋକ । ୧୦୨ ବର୍ଷ ବୟସରେ ଶେଷରେ ଆଖିବୁଜିଛନ୍ତି ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି । ଚାଟଶାଳୀରେ ଛୋଟ ଛୋଟ ପିଲାଙ୍କୁ ଭବିଷ୍ୟତର ରାସ୍ତା ଦେଖାଉଥିବା ଏହି ଶିକ୍ଷକ ଆଜି ନିସ୍ତବ୍ଧ ପାଲଟି ଯାଇଛନ୍ତି ।!-->…
ରାଜ୍ୟ ବିଧାନସଭାରେ ହାଇଡ୍ରାମା Byapini Bureau Dec 7, 2021 0 ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଗୃହ କାର୍ୟ୍ୟ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିରୋଧୀ । ମମିତା ମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ନାରାବାଜି ଫଳରେ!-->…
ରାଜ୍ୟ ସିପାହୀ ଓ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ Byapini Bureau Dec 7, 2021 0 ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ କଟକ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଚଢ଼ଉ ସମୟରେ ସିପାହୀଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା, ୧୭ଟି ବ୍ୟାଙ୍କ ପାସ୍ବୁକ୍ ଜବତ!-->…
ଦେଶ ଓମିକ୍ରନ: କାହାକୁ ଅଧିକ ବିପଦ? Byapini Bureau Dec 7, 2021 0 ଦେଶରେ ଦ୍ରୁତ ଗତିରେ ବ୍ୟାପିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ । ଡେଲଟା ପ୍ରଜାତି ଠାରୁ ଓମିକ୍ରନ ୩ ଗୁଣ ଅଧିକ ସଂକ୍ରାମକ । ପିଲା ଓ ଟିକା ନେଇ ନଥିବା ବ୍ୟକ୍ତିଙ୍କ ପାଇଁ ଓମିକ୍ରନ ଭୂତାଣୁ ଅଧିକ ବିପଦ ବୋଲି କହିଛନ୍ତି ବିଶ୍ୱ!-->…
ରାଜ୍ୟ ‘ରିସ୍କ’ ଦେଶରୁ ଓଡ଼ିଶା ଆସିଥିବା ୨୪୬ ପଜିଟିଭ୍ Byapini Bureau Dec 6, 2021 0 ‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍ରେ ଆକ୍ରାନ୍ତ କି ନୁହେଁ। ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏନେଇ ସୂଚନା!-->…
ରାଜ୍ୟ ଚାଲିପାରୁନି ଗୃହ..ପଞ୍ଚମ ଦିନରେ ବି ଅଚଳାବସ୍ଥା ଜାରି Byapini Bureau Dec 6, 2021 0 ବିଧାନସଭାରେ ଶାସକ-ବିରୋଧୀଙ୍କ ପ୍ରତିବାଦ ।ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ହୋହାଲ୍ଲା ଓ!-->…
ଦେଶ ଆଜି ଆସୁଛନ୍ତି ପୁଟିନ୍ Byapini Bureau Dec 6, 2021 0 ଆଜି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ପୁଟିନ୍ । କରୋନା ଏବଂ ୟୁକ୍ରେନ୍ ସଙ୍କଟ ଭିତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତ ଗସ୍ତରେ ଆସୁଥିବାରୁ ଏହା ଉପରେ ପୂରା ବିଶ୍ୱର ନଜର ରହିଛି। ଆମେରିକା ଓ ଚୀନ୍ର!-->…