THE BYAPINI

ଆସନ୍ତା ୨ରୁ ପୁଣି ବର୍ଷା!

ଆସନ୍ତା ୩୦ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୨ରୁ ୪ ତାରିଖ ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ

ବଲାଙ୍ଗିରରେ ପୋଲିସ ଡିଜି

ବଲାଙ୍ଗିରରେ ପୋଲିସ ଡିଜି । ମାଓ ଏନକାଉଣ୍ଟର ପ୍ରସଙ୍ଗରେ ସମୀକ୍ଷା ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ଡିଜିପି ଅଭୟ । ବଲାଙ୍ଗିର ସିଆରପିଏଫ କ୍ୟାମ୍ପରେ ମାଓ ମୃତଦେହ ପହଞ୍ଚିଥିବା ବେଳେ ସେଠାରେ ଡିଜି ପହଞ୍ଚିଛନ୍ତି ।ଖପ୍ରାଖୋଲ

ଶୀତ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସୁଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।ଚଳିତ

ଚିନ୍ତା ବଢାଇଲା କରୋନାର ନୂଆ ଭ୍ୟାରିଆଣ୍ଟ

ପୁଣି ଚିନ୍ତା ବଢାଇଲା କରୋନାର ନୂଆ ଭ୍ୟାରିଆଣ୍ଟ । କରୋନାର ନୂଆ ପ୍ରଜାତି ଏବେ ପୁରା ଦୁନିଆଁରେ ବଢୁଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଏକ ପ୍ରକାର ଭୟ ଦେଖାଦେଇଛି । ଏପରି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ

ଶିଶୁ ଟିକାକରଣରେ ଦେଶରେ ସବୁଠୁ ଆଗରେ ଓଡ଼ିଶା

ଶିଶୁ ଟିକାକରଣରେ ଦେଶରେ ନମ୍ବର-୧ ଓଡ଼ିଶା । ଟ୍ୱିଟ୍ କରି ସୂଚନା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ । ଶିଶୁମାନଙ୍କ ସଂପୂର୍ଣ୍ଣ ଟୀକାକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ

କାହା ଘରୁ ମିିଳିଛି କେତେ ଟଙ୍କା…କିଏ ରହିଛି ଟପରେ ?

ଘରେ ଲୁଚାଇ ରଖିଥିଲେ ପୁଳା ପୁଳା ଟଙ୍କା, ଧରିଲା ଭିଜିଲାନ୍ସ । ଆଇଟିଡ଼ିଏ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢଉ ଜାରି ରହିଥିବା ବେଳେ ୨ହଜାର ଟଙ୍କିଆ ରୁପା ନୋଟ ଜବତ ହୋଇଛି । ଆଇଟିଡିଏ ଯନ୍ତ୍ରୀ ସନ୍ତୋଷ କୁମାର

‘ସୁରକ୍ଷା ଯୋଗାଇ ଦିଅନ୍ତୁ ସରକାର’

ଭୁବନେଶ୍ୱର ସାଂସଦ ଆଣିଲେ ସାଂଘାତିକ ଅଭିଯୋଗ । କହିଲେ, ତାଙ୍କୁ କରାଯାଉଛି ବ୍ୟକ୍ତିଗତ ଟାର୍ଗେଟ । ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି, ସେ ସୁରକ୍ଷିତ ନୁହନ୍ତି, ତାଙ୍କୁ ସୁରକ୍ଷା ଆବଶ୍ୟକ । ତାଙ୍କୁ ଆକ୍ରମଣ

ମହାନଦୀରେ ଭାସିଗଲେ ୪ ଛାତ୍ର

ମହାନଦୀରେ ଭାସିଗଲେ ୪ଛାତ୍ର । ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ତିନି ଜଣ ନିଖୋଜ ଅଛନ୍ତି । ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶା ପାଇଁ ଆଜି ଐତିହାସିକ ଦିନ । ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ । ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳା ସ୍ଥାପନ କରିବା

ମହାପ୍ରଭୁଙ୍କ ପାଇଁ ମହଯୋଜନା

ଚମକିବ ଶ୍ରୀମନ୍ଦିର ପରିକ୍ରମା । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ଆଜି ପୁରୀରେ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏଥିପାଇଁ ୩ ଦିନ ଧରି ଚାଲିଛି ଯଜ୍ଞ । ଆଜି ପୂର୍ଣ୍ଣାହୂତି ହେବ । ଯଜ୍ଞରେ ଉପସ୍ଥିର ରହି