THE BYAPINI

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ

ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବ । ଯେଉଁଥିରେ ରଦ୍ଦ ହେବାକୁ ଥିବା

‘ବିଧାନସଭାରେ ହୋ ହଲ୍ଲା କରିପାରିବେନି ବିଧାୟକ’

ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ତାଗିଦ । ବିଧାନସଭା ଗୃହରେ ହୋ ହଲ୍ଲା କରିପାରିବେନି କୌଣସି ବିଧାୟକ । ପ୍ରଶ୍ନକାଳ ସମୟରେ ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିଧାନସଭା ଗୃହରେ କୌଣସି ବିଧାୟକ ହୋ ହଲ୍ଲା

ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର

ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାରଙ୍କ ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଏହା ଲାଗୁ

ନିଶା ସ୍ପ୍ରେ କରି ଲୁଟ୍

ରାତିରେ ନିଶା ସ୍ପ୍ରେ କରି ଲୁଟିନେଲେ ଦୁର୍ବୃତ୍ତ । ପିପିଲିରେ ରହୁଥିବା ସିଫାରେ କାର୍ୟ୍ୟରତ ରାଧାନାଥ ଦାସଙ୍କ ଘରେ ଲୁଟ୍ ହୋଇଛି । ଆସନ୍ତା ମାସରେ ତାଙ୍କ ଝିଅର ବିବାହ ହେବାର ଅଛି । ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା

ସ୍ମାର୍ଟ ତାଲିକାରେ ଯୋଡି ହେବ କନ୍ଧମାଳ

ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡିହେବ କନ୍ଧମାଳ । ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ

ଆରଡିସି ଅଫିସ ଘେରିବ ବିଜେଡି..ବିଜେପି କରିବ ନବୀନ ନିବାସ ଘେରାଉ

ରାଜରାସ୍ତାକୁ ଓହ୍ଲାଇବେ ବିଜେପି ଓ ବିଜେଡି । ଆଜି ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବିଜେପି ରାଜଧାନୀରେ ଗର୍ଜିବ । ସେପଟେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପ୍ରତିବାଦ କରିବ

ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା

ଭୁବନେଶ୍ୱର ଏକାମ୍ର ମହାବିଦ୍ୟାଳୟରେ ହାଇଭୋଲଟେଜ୍ ଡ୍ରାମା । ଏକାମ୍ର ମହାବିଦ୍ୟାଳୟକୁ ମନ୍ତ୍ରୀ ଅଶୋକ ପଣ୍ଡା ଏକ କାର୍ୟ୍ୟକ୍ରମକୁ ଆସିବା ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ । ମୁହାଁମୁହଁ ହେଲେ ବିଜେପି ଓ ବିଜେଡି କର୍ମୀ

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା । ବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁକନ୍ୟା ଅର୍ଜୁନପୁର ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ । ଜଙ୍ଗଲରୁ ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପୋଲିସ ତାକୁ ହସ୍ପିଟାଲକୁ ଆଣିଥିବା

ରାଜନୀତିରେ ‘ରୋଷେଇ ଗ୍ୟାସ’

ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି । ଆସନ୍ତାକାଲି କଟକ ଆରଡିସି ଅଫିସ୍ ସମ୍ମୁଖରେ ଧାରଣା ଦେବ ବିଜେଡିର ସମସ୍ତ ଛାମୁଆ ସଂଗଠନ । ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ୍ ସହ ବ୍ଲକ ସମ୍ମୁଖ୍ୟରେ ଆନ୍ଦୋଳନ

ଆଜି ରାଜସ୍ଥାନର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ

ଆଜି ରାଜସ୍ଥାନର ନୂଆ ମନ୍ତ୍ରୀ ନେଇପାରନ୍ତି ଶପଥ । ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବ । ଏହାପୂର୍ବରୁ ଶନିବାର ଯୋଜନା ମୁତାବକ ରାଜ୍ୟର ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।