THE BYAPINI

ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଦିଲ୍ଲୀରେ ସ୍କୁଲ,କଲେଜ ବନ୍ଦ

ଦିଲ୍ଲୀରେ ଚିନ୍ତା ବଢ଼ାଇଲା ପ୍ରଦୂଷଣ । ପରବର୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ । ଳରେ ଏବେ କୋଭିଡ୍ ସମୟ

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବାଞ୍ଚଳ ଏକ୍ସପ୍ରେସେ ଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ । ଏହି ଏକ୍ସପ୍ରେସ

ଅନ୍ଧାରରେ ବୁଡ଼ିପାରେ ବ୍ରହ୍ମପୁର!

ଆସନ୍ତା ୧୭ରୁ ଅନ୍ଧାରରେ ବୁଡ଼ିପାରେ ରେଶମ ସହର ବ୍ରହ୍ମପୁର । ବିଦ୍ୟୁତ ବିଲ୍ ବାବଦରେ ବ୍ରହ୍ମପୁର ମହାନଗର ନିଗମ ପ୍ରାୟ ୭କୋଟି ୬୫ ଲକ୍ଷ ଟଙ୍କା ବାକି ରଖିଥିବାରୁ ଏଭଳି ପଦକ୍ଷେପ ନେଇପାରେ ବିଦ୍ୟୁତ ବିଭାଗ । ବକେୟା ଅର୍ଥ ନେଇ

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ । ବର୍ଷା ଓ କୁହୁଡି ଯୋଗୁଁ ବନ୍ଦ ରହିଲା ଜାତୀୟ ଉଦ୍ୟାନ ।ପାଗ ଶୁଖିଲା ହେଲା ପରେ ଶିମିଳିପାଳ ଖୋଳିବ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ନଭେମ୍ବର ପହିଲାରୁ ଶିମିଳିପାଳ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ହୀରାକୁଦ ବିସ୍ଥାପିତଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି

ଆଜିଠୁ ଷଷ୍ଠ, ସପ୍ତମ ପାଠପଢା

ଆଜିଠୁ ସ୍କୁଲରେ ଆରମ୍ଭ ହେଲା ଷଷ୍ଠ, ସପ୍ତମ ଶ୍ରେଣୀ ପାଠପଢା । ସକାଳ ୯ଟା ୩୦ରୁ ଦିନ ଗୋଟାଏ ପର୍ୟ୍ୟନ୍ତ ପାଠ ପଢ଼ା ହେବ । ତେବେ ଅଫଲାଇନ ସହ ଅନଲାଇନରେ ବି ପାଠପଢ଼ା ଜାରି ରହିବ । କାହାକୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯିବ ନାହିଁ

ଆଜିଠୁ ପଞ୍ଚୁକ…ପୁରୀ ବଡ଼ଦାଣ୍ଡରେ ବଢିଲା ସୁରକ୍ଷା

ଆଜିଠୁ ଆରମ୍ଭ ପଞ୍ଚୁକ ବ୍ରତ । ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଲକ୍ଷ୍ମିନାରାୟଣ ବେଶ । କିନ୍ତୁ ଶ୍ରୀମନ୍ଦିରରେ ଆଜି ଦର୍ଶନ କରିପାରିବେନି ଭକ୍ତ ।ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା

ଦିଲ୍ଲୀ: ପ୍ରଦୂଷଣ ରୋକିବାକୁ ପଦକ୍ଷେପ

ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆକ୍ସନରେ ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣ ଯୋଗୁ ରାଜଧାନୀର ସମସ୍ତ ସ୍କୁଲ ଏକ ସପ୍ତାହ ପର୍ୟ୍ୟନ୍ତ ବନ୍ଦ । ସପ୍ତାହେ ସରକାରୀ କର୍ମଚାରୀ ଅଫିସ୍ ଯିବେ ନାହିଁ । ସରକାରୀ କାମ ଘରୁ କରିବାକୁ

ଆଜିଠୁ ବଦଳିବ ପାଣିପାଗ

ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ କମିବ । ଆକାଶ ମେଘାଛନ୍ନ ସମ୍ଭବନା ରହିଛି । ସେହିପରି ରାତି ତାପମାତ୍ରାରେ ବିଶେଷ ପରିବର୍ତନର ନାହିଁ । ଶୀତର ପ୍ରଭାବ ରହିବ ନାହିଁ । ୧୭ ତାରିଖରୁ ଦକ୍ଷିଣ

ଜଗା ଦର୍ଶନ ବନ୍ଦ

ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଆଜି ଶ୍ରୀମନ୍ଦିରରେ ସାନିଟାଇଜ୍‌ ହେବାକୁ ଥିବାବେଳେ କାଲି ବଡ଼