THE BYAPINI

୨୬ ମାଓବାଦୀ ମୃତ

ମହାରାଷ୍ଟ୍ର ଗଡଚିରୋଲିରେ ଏନକାଉଣ୍ଟରରେ ୨୬ ମାଓବାଦୀ ମୃତ । ମହାରାଷ୍ଟ୍ର ପୋଲିସର ସି-୬୦ ୟୁନିଟ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୬ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୪ ଯବାନ ଆହତ ହୋଇଛନ୍ତି। ଗୁଳିବିନିମୟ

ପୋଲିସ ଗୁଳିରେ ଟଳିଲେ ୪ ମାଓବାଦୀ

ମହାରାଷ୍ଟ୍ର ପୋଲିସକୁ ବଡ ସଫଳତା । ଗଡଚିରୋଲି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏନେଇ ଗଡଚିରୋଲି ଜିଲ୍ଲା ପୋଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା

ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ

ମମିତା ମୃତ୍ୟୁ ମାମଲାରେ ବିରୋଧୀଙ୍କୁ ବିଜେଡିର ପ୍ରଶ୍ନବାଣ । ମମିତା ମୃତ୍ୟୁ ମାମଲାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେଡ଼ି । ସୋସିଆଲ ମିଡ଼ିଆରେ ଥିବା ଭକ୍ତ ଦାସଙ୍କ ଫଟୋ ଦେଖାଇ ବିଜେଡ଼ି ଟାର୍ଗେଟ କରିଛି । ମୁଖ୍ୟ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ

ମଣିପୁରରେ ଆତଙ୍କବାଦୀ ଆକ୍ରମଣ । ଆକ୍ରମଣରେ ୬ ଜଣଙ୍କ ଜୀବନ ନେଇ ଯାଇଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ଆକ୍ରମଣରେ କମାଣ୍ଡିଂ ଅଫିସର ଓ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏଥିସହ କମାଣ୍ଡିଂ ଅଫିସରଙ୍କ ସ୍ତ୍ରୀ ଓ ପୁଅଙ୍କ ଜୀବନ ମଧ୍ୟ

‘ଆବଶ୍ୟକ ହେଲେ ଲକଡାଉନ୍ କର’

ଦିଲ୍ଲୀରେ ସ୍ଥିତି ଅସମ୍ଭାଳ । ପ୍ରଦୂଷଣ ସ୍ତର ଦିନକୁ ଦିନ ବିଗିଡିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମ କୋର୍ଟ । ଏହାସହ ପ୍ରଦୂଷଣର ଗମ୍ଭୀରତାକୁ ଦେଖି ୨ ଦିନର ଲକଡାଉନ ପାଇଁ ପ୍ରସ୍ତାବ

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ଯୋଗୁଁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଧା, ଜଗତସିଂହପୁର

ଆଜି ବରଗଡ ଯିବେ ମୁଖ୍ୟମନ୍ତ୍ରୀ

ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ବରଗଡ଼ବାସୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ୨୯୮କୋଟିର ଭେଟି ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ

କଂଗ୍ରେସର ବନ୍ଦକୁ ଉପହାସ କହିଲା ବିଜେଡ଼ି

କଂଗ୍ରେସର ବନ୍ଦ ପାଳନ ପରେ ବିଜେଡ଼ିର ପ୍ରେସମିଟ । କଂଗ୍ରେସର ବନ୍ଦକୁ ଉପହାସ ବୋଲି କହିଲା ବିଜେଡ଼ି । ବିଜେଡ଼ି କହିଛି ମମିତାଙ୍କ ପରିବାର ଏ ପ୍ରସଙ୍ଗରେ ରାଜନିତୀକରଣ ନକରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ତା’ପରେ ଯେଉଁ

୪କୋଟି ଟପିଲା ଟିକାକକରଣ

ଓଡ଼ିଶାରେ ୪କୋଟି ଟପିଲା କରୋନା ଟିକାକକରଣ ଳ କରୋନା ଟିକାକରଣ କ୍ଷେତ୍ରରେ ରାଜ୍ୟ ଆଉ ଏକ ମାଇଲଖୁଣ୍ଟଅତିକ୍ରମ କରିଛି । ରାଜ୍ୟବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଲା ସ୍ୱାସ୍ଥ୍ୟବିଭାଗ ।ରାଜ୍ୟରେ ଟିକାକରଣ

ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି । ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର । ଏହି ୮ ଜଣଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍‌ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍‌ ଅଧିକାରୀ