THE BYAPINI

ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କୀ

ସେନା ଗୁଳିରେ ଟଳିଲେ ୩ ଆତଙ୍କୀ । ଜମ୍ମୁକାଶ୍ମୀର କୁଲଗ୍ରାମରେ ଏନକାଉଣ୍ଟର । କୁଲଗ୍ରାମରେ ୨ଜଣ ନିହତ ହୋଇଥିବା ବେଳେ ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ କୁଲଗ୍ରାମରେ ନିହତ ହୋଇଥିବା ଦୁଇ ଆତଙ୍କୀ ହିଜବୁଲ

ପଞ୍ଚକରେ ଧବଳେଶ୍ୱର ବନ୍ଦ..୧୪୪ ଧାରା ଲାଗୁ

କାର୍ତ୍ତିକ ମାସର ପଂଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ। ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ସାଧାରଣ ଦର୍ଶନ

କଂଗ୍ରେସର ୬ ଘଣ୍ଟିଆ ହରତାଳ

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସର ହରତାଳ । ଆଜି କଂଗ୍ରେସ ୬ ଘଣ୍ଟିଆ ହରତାଳ କରୁଛି । ସକାଳ ୬ରୁ ଦିନ ୧୨ଟା ଯାଏଁ ହରତାଳ କରିବ କଂଗ୍ରେସ । ଶାନ୍ତିପୂର୍ଣ୍ଣ ୬ ଘଂଟିଆ ଓଡ଼ିଶା ବନ୍ଦ ସଫଳ କରିବାକୁ ରାଜ୍ୟବାସୀଙ୍କୁ

ବାଘଛାଲ ବିକ୍ରି ପାଇଁ ଡିଲ ବେଳେ ଚଢଉ

ବାଘଛାଲ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବନ ବିଭାଗର ଚଢଉ । ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଂଜ ବ୍ରାହ୍ମଣିପାଲ ଗାଁ ନିକଟରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ବନ ବିଭାଗ ଚଢଉ କରିଥିଲା । ପାଣ୍ଡବ

ଆକାଶଙ୍କୁ ଜେଲରେ ଜେରା କରିବ ଇଡି

ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍

କୁବେର ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍

କୁବେର ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କଲା ଭିଜିଲାନ୍ସ । ଓପିଏଚଡ଼ବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କ ଘରେ ରେଡ୍ ସରିଛି ।

ବାହା ହେଲେ ମଲାଲା

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜୟନୀ ମଲାଲା ୟୁସୁଫଜାୟୀ । ମଲାଲା ଟ୍ୱିଟରରେ ଲେଖିଛନ୍ତି . ଆସିର ଓ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସ୍ୱାମୀ ଆସିରଙ୍କ ସହିତ ସେ ନିଜର ବିବାହ ଫଟୋକୁ

ଏଥର ବି ହେବନି ବାଲିଯାତ୍ରା

ଚଳିତ ବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା । କୋଭିଡକୁ ଆଖି ଆଗରେ ରଖି ଗତ ବର୍ଷ ଭଳି ଏଥର ମଧ୍ୟ ବାଲିଯାତ୍ରା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ହୋଇଛି, ହେଲେ

ଆଖି ଲାଖିଯିବ ଟଙ୍କା ଦେଖି!

ଭିଜିଲାନ୍ସ ଜାଲରେ ଓଡିଶା ପୁଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପ୍ରତାପଙ୍କ ବାସଭବନ ସମେତ ଏକକାଳୀନ ୧୦ଟି ଯାଗାରେ ରେଡ କରିଛି । ପ୍ରତାପଙ୍କ

କୋଟିପତି ସରକାରୀ ବାବୁଙ୍କ ଘରେ ରେଡ୍

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ପୁଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଛି । ଭୁବନେଶ୍ୱର,