THE BYAPINI

ଆଜି ସନ୍ଧ୍ୟାରେ ନବୀନ-ଜଗନ ଭେଟ

ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନମୋହନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ୟ୍ୟକ୍ରମ ରହିଛି । ବିମାନବନ୍ଦରରୁ ସିଧା ନବୀନ ନିବାସ

ହସ୍ପିଟାଲରେ ଅଗ୍ନିକାଣ୍ଡ: ଜଳିଗଲେ ୪ ଶିଶୁ

ମଧ୍ୟପ୍ରଦେଶ ଭୋପାଳରେ ଦୁଃଖଦ ଘଟଣା। କମଳା ନେହରୁ ହସ୍ପିଟାଲ ଶିଶୁ ବିଭାଗରେ ଅଗ୍ନିକାଣ୍ଡ । ଶିଶୁ ବିଭାଗରେ ନିଆଁ ଲାଗି ଯିବାରୁ ୪ ଜଣ ଶିଶୁଙ୍କର ଜୀବନ ଯାଇଛି । ୩୬ ନବଜାତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟ୍ରୁ

ଯବାନଙ୍କ ମଧ୍ୟରେ ଝଗଡ଼ାରୁ ଫୁଟିଲା ଗୁଳି..୪ ଯବାନ ମୃତ

ଛତିଶଗଡ଼ ସୁକମା ସିଆରପିଏଫ କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ଝଗଡ଼ାରୁ ଫୁଟିଛି ଗୁଳି । ପରସ୍ପର ମଧ୍ୟରେ ଗଣ୍ଡଗୋଳ ଲାଗିବା ପରେ ଗୁଳି ବିନିମୟ ହୋଇଛି । ଗଣ୍ଡଗୋଳ ଏତେ ସାଂଘାତିକ ରୂପ ନେଇଥିଲା ସେ ଜଣେ ଯବାନ ତାଙ୍କ ସାଥୀ ଯବାନଙ୍କ ଉପରେ

ପରଲୋକରେ କାର୍ଟୁନିଷ୍ଟ କିଶୋର ରଥ

ପରଲୋକରେ ବରିଷ୍ଠ କାର୍ଟୁନିଷ୍ଟ କିଶୋର ରଥ । ହୃଦଘାତରେ ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ‘କଟାକ୍ଷ କିଶୋର’ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ତାଙ୍କ ସମାଲୋଚନାମୂଳକ କାର୍ଟୁନ ବେଶ ଲୋକପ୍ରିୟ ହୋଇଥିଲା । ଦୀର୍ଘଦିନ ଧରି

ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ

ଆଜି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଗସ୍ତ କରବେ ନବୀନ । ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ

ଏକା ସାଙ୍ଗେ ୪୦ରୁ ଅଧିକ ବୋମାମାଡ଼

ବୋମାମାଡ଼ରେ ଜଳୁଛି ପୁରୀ କୃଷ୍ଣପ୍ରସାପୁର ବ୍ଲକ ସ୍ଥିତ ନାଥପୁର । ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗେ ୪୦ଟି ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ସୂଚନା

କୋଟିଆ ପ୍ରମୁଖ ପ୍ରସଙ୍ଗ ନୁହେଁ

ଆସନ୍ତା ୯ ତାରିଖରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମମନ୍ତ୍ରୀ ଓଡ଼ିଶା ଆସୁଥିବା ବେଳେ କୋଟିଆ ପ୍ରସଙ୍ଗ ଏଜେଣ୍ଡାରେ ନଥିବା ସୂଚନା ମିଳିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ଏହି ସୂଚନା ମିଳିଛି । ଅର୍ଥାତ ଆନ୍ଧ୍ର

କାହିଁକି ଜୀବନ ହାରିଲେ ଛାତ୍ରୀ?

ଯାଜପୁରରେ ଜିଆଇଇଟି ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ସନ୍ଦେହ । ଚଣ୍ଡିଖୋଲ ନିକଟ ଘରୋଇ କଲେଜ ଜିଆଇଇଟିର ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ସ୍ମୃତିଶ୍ରୀ ଛାତ୍ରୀନିବାସରେ ରହୁଥିଲେ । ଗତ ୩ତାରିଖ ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ

କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ରାଜ୍ୟରେ ରାତି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଦାରିଙ୍ଗବାଡ଼ି ସବୁଠାରୁ ଅଧିକ

ଆଜିର ମ୍ୟାଚ୍ ନିର୍ଦ୍ଧାରଣ କରିବ ଟିମ୍ ଇଣ୍ଡିଆର ଭାଗ୍ୟ

ଟି-୨୦ ବିଶ୍ୱକପରେ ଆଜି ଗୁରୁତ୍ୱପୁର୍ଣ୍ଣ ମୁକାବିଲା । ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଟକ୍କର। ଭାରତ ପାଇଁ ଏହି ମ୍ୟାଚର ଫଳାଫଳ ବେଶ ନିର୍ଭର କରେ । ତେବେ ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚରେ ଜିତିଲେ ଟି-୨୦ ବିଶ୍ୱକପର