THE BYAPINI

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ,ଜଳିଗଲେ ୧୦ ରୋଗୀ

ମହାରାଷ୍ଟ୍ର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ । ଅହମ୍ମଦନଗର ଜିଲ୍ଲା ସ୍ଥିତ କୋଭିଡ୍ ହସ୍ପିଟାଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ ଯୋଗୁ ୧୦ ଜଣ କୋଭିଡ୍ ଆକ୍ରାନ୍ତ ପୋଡ଼ି ହୋଇ ମୃତ୍ୟୁବରଣ

ଆସିଲା ଆଉ ଜଣେ ରହସ୍ୟମୟୀ ମହିଳାଙ୍କ ଲିଙ୍କ

ଡିଆରଡିଓ ଗୁପ୍ତ ତଥ୍ୟ ଚୋରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ମହିଳା ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ରହସ୍ୟମୟୀ ମହିଳା କି ଅନ୍ୟ ଜଣେ ମହିଳା

ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ

ପଞ୍ଚାୟତ ଭୋଟ୍ ପାଇଁ ସରିଲା ସର୍ବଦଳୀୟ ବୈଠକ । ମଦମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଏହି ବୈଠକରେ ପ୍ରସ୍ତାବ ଦେଇଛନ୍ତି । ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଛି । ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ

‘ସବୁ ନିୟମ ମାନି ସ୍କୁଲ ଖୋଲିଲେ ଅସୁବିଧା ନାହିଁ’

କରୋନାର ଛକାପଞ୍ଝା ଭିତରେ ସ୍କୁଲ ଖୋଲିବାକୁ ନେଇ ଆଶଙ୍କା ରହୁଥିବାବେଳେ ସେ କହିଛନ୍ତି ଯେ, ‘ପିଲାମାନଙ୍କ ଠାରେ ରୋଗ ପ୍ରତିଷେଧକ ଶକ୍ତି ଅଧିକ । ତେବେ କୋଭିଡର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରାଯାଇ ସ୍କୁଲ ଖୋଲିଲେ କିଛି

ହଟିଲେ ୱାଙ୍ଖଡେ…ତଦନ୍ତ ଭାର ନେଲେ ସଂଜୟ

ସମୀର ୱାଙ୍ଖଡେ ବିଦା ହେବା ପରେ ଓଡ଼ିଶା କ୍ୟାଡର ଆଇପିଏସଙ୍କୁ ଦାୟିତ୍ୱ । ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହ କରିବେ ଆରୟନ ମାମଲାର ତଦନ୍ତ । ଆରୟନ ଖାନ ମାମଲା ସହ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର

ବିଜେପିର ବନ୍ଦ ପାଳନ

ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଜି ବିଜେପି ପକ୍ଷରୁ ୧୨ଘଂଟିଆ ଗଜପତି ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ

ସ୍କୁଲ ଖୋଲିବାକୁ ସୁପାରିଶ

ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଥମିକ ଶିକ୍ଷା ହେଉଛି ମୂଳଦୁଆ । ମୂଳଦୁଆ ବିଗିଡିଗଲେ ଉଚ୍ଚ ଶ୍ରେଣୀରେ ବହୁତ ଅସୁବିଧା ହେବ । ଛୋଟ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି

ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ରେ ଆସୁଛି ଏହି ଲଘୁଚାପ ! ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା ଟୁଇଟ୍ ଯୋଗେ ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର

ମମିତା ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା

ମମିତା ହତ୍ୟା ମାମଲାରେ ନୂଆ କଥା ସାମନାକୁ ଆସିଛି। ଗୋବିନ୍ଦ ସାହୁଙ୍କୁ ଟାୟାର ଦେଇଥିବା ଦୋକାନୀ ବିବେକ ଅଗ୍ରୱାଲଙ୍କ ବୟାନ ରେକର୍ଡ। ଦୋକାନୀ ବିବେକ ଅଗ୍ରୱାଲଙ୍କ ଠାରୁ ଟାୟାର ଆଣିଥିଲା ଗୋବିନ୍ଦ ସାହୁ । ଏଥିପାଇଁ ଗୋବିନ୍ଦ

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ବାଉରି ସୁକିଣ୍ଡା ଛକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଲଙ୍ଗରଦେଇର ପୂର୍ବତନ ସରପଞ୍ଚ ଥିଲେ ପ୍ରଦୀପ ବିଷୋୟୀ ।ଆଜିି ଭୋରୁ କେହି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଘଟାଇବା ପରେ ଫେରାର