THE BYAPINI

ଜେଲରୁ ବାହାରିଲେ ଶାହାରୁଖଙ୍କ ପୁଅ ଆର୍ୟନ

ଜେଲରୁ ବାହାରିଲେ ଶାହାରୁଖଙ୍କ ପୁଅ ଆର୍ୟନ ଖାନ୍ । କଡା ସୁରକ୍ଷାବଳୟ ଭିତରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ୨୭ ଦିନ ପରେ ମୁକୁଳିଛନ୍ତି ଶାହାରୁଖଙ୍କ ପୁଅ ଆରୟନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୨ରେ ଆର୍ୟନ

ଆଜି ‘ମନ୍ନତ’ ଫେରିବେ ଆର୍ୟନ

ଆଜି ଜେଲରୁ ମୁକୁଳିବେ ଆରୟନ ଖାନ୍ । ଜାମିନ ଅର୍ଡର ପହଁଚିବାରେ ବିଳମ୍ବ ହେତୁ ଗତକାଲି ଜେଲରୁ ମୁକୁଳି ପାରି ନଥିଲେ ଆରୟନ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତ କୂଳମ ଜାମିନ ପ୍ରଦାନ

ବିଜେପି କରୁଛି ବନ୍ଦ ପାଳନ

ମମିତା ମେହେର ହତ୍ୟା ମାମଲାରେ ବିଭିନ୍ନ ଜିଲ୍ଲାରେ ବିଜେପିର ବନ୍ଦ ପାଳନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କେନ୍ଦ୍ରାପଡାରେ ବିଜେପି ବନ୍ଦ ପାଳନ କରିଛି ।ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ

ସାଉଥ୍ ଅଭିନେତା ପୁନିତ୍ ରାଜକୁମାରଙ୍କ ଦେହାନ୍ତ

ସାଉଥ୍ ଅଭିନେତା ପୁନିତ ରାଜକୁମାରଙ୍କ ଦେହାନ୍ତ । ପୁନିତଙ୍କୁ ହୃଦଘାତ ହେବାପରେ ବେଙ୍ଗାଲୋରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ୪୬ ବର୍ଷ ବୟସରେ ଏହି

ଖୋର୍ଦ୍ଧାରୁ ୧୫୭ ଜଣ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ୨୪ ଘଂଟାରେ ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୧୨ ଜଣ ଥିବା ବେଳେ

ଫେସବୁକ ଏବେ ‘ମେଟା’

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।ସାରା ବିଶ୍ୱର ଲୋକମାନଙ୍କୁ ଏକତ୍ର କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ମାର୍କ ଜୁକରବର୍ଗ

ଜେଲରୁ ମୁକୁଳିବେ ଆର୍ୟନ

ଜେଲରୁ ବେଲ୍ । ଶେଷରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଛି ଜାମିନ୍ । ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି କିନ୍ତୁ ଶାହାରୁଖଙ୍କ ପୁଅକୁ

ତେଲ ଦରରେ ନିଆଁ

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ପେଟ୍ରୋଲ, ଡିଜେଲ ଦରରେ ଲାଗୁନି ବ୍ରେକ । ଆଜି ଭୁବନେଶ୍ୱର ପେଟ୍ରୋଲ ଦର ଲିଟର ପିଛା ୩୯ ପଇସା ବଢିଥିବାବେଳେ ଡିଜେଲ ୩୫ ପଇସା ବଢିଛି । ଓଡିଶାରେ ପେଟ୍ରୋଲ ଦର ଦେଶର ଦିଲ୍ଲୀ, ଚେନ୍ନାଇ ଓ

ଜାମିନ ଅପେକ୍ଷାରେ ଆର୍ୟନ

ଜାମିନ ଅପେକ୍ଷାରେ ବଲିଉଡ଼ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ । ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଏହି ଷ୍ଟାରକିଡଙ୍କୁ ମିଳିନି ଜାମିନି । ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆର୍ୟନଙ୍କ ଗିରଫଦାରୀକୁ

ନଭେମ୍ବରରୁ ୟୁଜି-ପିଜି ପାଠପଢା

ନଭେମ୍ବରରୁ ଆରମ୍ଭ ହେବ ୟୁଜି-ପିଜି ପାଠପଢା । ଆସନ୍ତା ୧ ତାରିଖରୁ ଆରମ୍ଭ ହେବ ୟୁଜି କ୍ଲାସ । ସେହିପରି ୧୫ ତାରିଖରୁ ପିଜି କ୍ଲାସ ଆରମ୍ଭ ହେବ । ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି