ରାଜ୍ୟ ବିଜେପିର ୧୨ ଘଣ୍ଟିଆ ବାରିପଦା ବନ୍ଦ Byapini Bureau Oct 25, 2021 0 ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ବିଜେପି । କଳାହାଣ୍ଡି ଜିଲ୍ଲା ବି ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦିନ ବିଜେପି କର୍ମୀଙ୍କୁ ମାଡ!-->…
ରାଜ୍ୟ ବିଜେଡିରେ ମିଶିବେ ପ୍ରଦୀପ ମାଝୀ Byapini Bureau Oct 24, 2021 0 ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି । ଏକ ବିରାଟ କାର୍ୟ୍ୟକ୍ରମର ଆୟୋଜନ କରି ପ୍ରଦୀପ ମାଝି ନିଜର ସମର୍ଥକଙ୍କ ଗହଣରେ ଏହି!-->…
ରାଜ୍ୟ ‘ପାର୍ବଣ ପାଇଁ ସତର୍କ ରୁହ’ Byapini Bureau Oct 24, 2021 0 ପାର୍ବଣ ପୂର୍ବରୁ ଏସଓପି ଜାରି । ପାବଳୀ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପୁଣିଥରେ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟ୍, ଟିକାକରଣ ଓ କୋଭିଡ ନିମୟକୁ କଡାକଡି ଭାବେ ପାଳିବାକୁ କେନ୍ଦ୍ର!-->…
ରାଜ୍ୟ ୨୪ ଘଣ୍ଟାରେ ୪୪୭ ପଜିଟିଭ୍ Byapini Bureau Oct 24, 2021 0 ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪୪୭ ନୂଆ ସଂକ୍ରମିତ!-->…
ଅନ୍ୟାନ୍ୟ ଭାରତ-ପାକିସ୍ତାନ ମୁକାବିଲା Byapini Bureau Oct 24, 2021 0 ସୁପର ସଣ୍ଡେ’ରେ ସୁପର ଫାଇଟ । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆଜି ଟି-୨୦ ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ତେଣୁ ଆଜିର!-->…
ରାଜ୍ୟ ଭୁବନେଶ୍ୱରରେ ୧୦୮ ଟଙ୍କା ଟପିଲା ପେଟ୍ରୋଲ୍ Byapini Bureau Oct 23, 2021 0 ତେଲ ଦରରେ ଲାଗୁନି ବ୍ରେକ୍ । ଆଜିକୁ ମିଶାଇ ଦେଶରେ ଇନ୍ଧନ ଦର ବୃଦ୍ଧି ଚତୁର୍ଥ ଦିନରେ ରେକର୍ଡସ୍ତରରେ ପହଞ୍ଚିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲିଟର୍ ପିଛା ପେଟ୍ରୋଲ୍ ଦର ଟ. ୧୦୮.୧୯ରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ!-->…
ରାଜ୍ୟ ‘ଦିବ୍ୟଶଙ୍କରଙ୍କୁ ତୁରନ୍ତ କରାଯାଉ ବହିଷ୍କାର’ Byapini Bureau Oct 23, 2021 0 ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ ନାୟକ କହିଛନ୍ତି, ମହାଲିଙ୍ଗ କଲେଜ ହେଉଛି ଗୃହ!-->…
ରାଜ୍ୟ ଥାନା ଭିତରେ ଧସେଇ ପଶିଲେ Byapini Bureau Oct 22, 2021 0 ମମିତା ମେହେର ମୃତ୍ୟୁ ମାମଲାରେ କ୍ୟାପିଟାଲ ଥାନା ଭିତରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ମନ୍ତ୍ରୀଙ୍କ ନାଁରେ ଏଫଆଇଆର୍ ଦେବାକୁ ଆସିଥିବା ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ଥାନା ଭିତରେ ଧସେଇ ପଶିବା ସହିତ!-->…
ରାଜ୍ୟ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ Byapini Bureau Oct 22, 2021 0 କଟକ ଜିଲ୍ଲା ନରସିଂହପୁରରେ ଥାନା ଘେରାଉ ସହ ତାଲା ପକାଇଲା ବିଜେପି । ଶତାଧିକ ବିଜେପି କର୍ମୀ ଥାନା ଆଗରେ ବିକ୍ଷୋଭ କରିବା ସହ ତାଲା ପକାଇ ଦେଇଛନ୍ତି । ମିଛ କେସରେ ପୋଲିସ ବିଜେପି କର୍ମୀଙ୍କୁ ଉଠାଇ ଆଣିଥିବା ପ୍ରତିବାଦରେ!-->…
କାରସାଦି ମମିତା ହତ୍ୟାକାଣ୍ଡ: ରାଧେ ବ୍ୟାଗରୁ ମିଳିଥିବା ଜିନିଷ କାହାର? Byapini Bureau Oct 22, 2021 0 ମମିତା ମେହେର ହତ୍ୟା ମାମଲାରେ ପୁଲିସର ଖୋଳତାଡ଼ ଜାରି ରହିଛି । ଗୋବିନ୍ଦ ସାହୁ ଡ୍ରାଇଭର ଘରୁ ମିଳିଲା ବଡ଼ ସୁରାକ୍ । ଡ୍ରାଇଭର ରାଧେ ଘରୁ ମିଳିଲା ଏକ ବ୍ୟାଗ୍ । ଏହି ବ୍ୟାଗରେ ଗୋଟିଏ ନୂଆ ମୋବାଇଲ୍, ମୋବାଇଲ୍ ଚାର୍ଜର, ମହିଳାଙ୍କ!-->…