THE BYAPINI

ସତ ମାନିବେ ଅଭିଯୁକ୍ତ!

ମନୀଷ ଅନୁରାଗ ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି ହୋଇଛି। ୩ ଅଭିଯୁକ୍ତଙ୍କର ୪ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି । ଭୁବନେଶ୍ୱର ଜେଏମଏଫସି ୪ ଦିନ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ଼ । ପ୍ରଦୀପଙ୍କ ଘନିଷ୍ଠ ଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ତାଙ୍କ ଡ୍ରାଇଭର ସହଯୋଗୀ ଓ ସର୍ମ୍ପକୀୟଙ୍କ ଘର ଉପରେ

ଆଜିଠୁ ଟି-୨୦ ବିଶ୍ୱକପ୍

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ ଟି-୨୦ ବିଶ୍ୱକପ୍ ।କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଛି । ଯୋଗ୍ୟତା ପର୍ୟ୍ରାୟର ସମସ୍ତ ମ୍ୟାଚ୍ ଓମାନରେ ଖେଳାଯିବ ।

କମୁଛି କରୋନା ସଂକ୍ରମଣ

ଦେଶରେ କମୁଛି କରୋନା ସଂକ୍ରମଣ । ୨ ଲକ୍ଷ ତଳକୁ ଖସିଛି ସକ୍ରିୟ ମାମଲା ।ବର୍ତମାନ ଦେଶର ସକ୍ରିୟ ମାମଲା ମୋଟ୍ ମାମଲାର ୧ ପ୍ରତିଶତରୁ କମ୍ । ଏବେ ଦେଶରେ ସକ୍ରିୟ ମାମଲା ଶୂନ ଦଶମିକ ୫୭ ପ୍ରତିଶତ ରହିଛି । ଯାହାକି ମାର୍ଚ୍ଚ ୨୦୨୦

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୬ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ

ରାୟପୁର ଷ୍ଟେସନରେ ବିସ୍ଫୋରଣ

ଛତିଶଗଡ ରାୟପୁର ଷ୍ଟେସନରେ ବିସ୍ଫୋରଣ । ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ ଘଟି୪ ସିଆରପିଏପ୍ ଯବାନ ଆହତ ହୋଇଛନ୍ତି । ୨ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ଟ୍ରେନରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ଗୋଟି ବଗିରୁ ଅନ୍ୟ ଏକ

ମନୀଷ ମୃତ୍ୟୁ: ୩ ଗିରଫ

ମନୀଷ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗିରଫ କରାଯାଇଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ତିନି ଜଣକୁ ଗିରଫ କରିଛି ପୋଲିସ । ବରିଷ୍ଠ

କଟକରେ ଏନକାଉଣ୍ଟର..ରାକାକୁ ଧରିଲା ପୋଲିସ

କଟକରେ ଏନକାଉଣ୍ଟର । ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଧାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକାର ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ସକାଳ ସାଢେ ୬ଟା ବେଳେ ରାକା କଟକରୁ ଜଗତସିଂହପୁର ଯାଉଥିବା ଖବର ପାଇ ଅପରାଧିକୁ କାବୁ କରିବାକୁ

ଆଜି ବିଜୟା ଦଶମୀ…ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ । ଆଜି ବିଜୟା ଦଶମୀ । ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । କୋଭିଡ ସ୍ଥିତି ଯୋଗୁଁ ପାର୍ବଣର ମାହୋଲରେ ଚାକଚକ୍ୟ କମିଛି । ହେଲେ

କାର୍ତ୍ତିକରେ ହବିଷ୍ୟାଳିଙ୍କୁ ପୁରୀ ମନା

ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ । ଦଶହରା ପାଇଁ ୧୫ ତାରିଖରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ୧୬ ତାରିଖ ଶନିବାର ଦିନ ଗୋଷାଣି ଭଷାଣିକୁ ନେଇ ଦିନ ୧୨ରୁ ବନ୍ଦ ରହିବ ଶ୍ରୀମନ୍ଦିର । ଅକ୍ଟୋବର ଓ ନଭେମ୍ବର ମାସର ପ୍ରତି