THE BYAPINI

୨୪ ଘଣ୍ଟାରେ ୫୬୫ ସଂକ୍ରମିତ..୫ ମୃତ

ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା

ପୁଣି ବର୍ଷା ଭୟ

ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିବ । ଆଜି ପାଇଁ

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସରେ ପୁଣି ଫାଟ । ନବଜୋତ ସିଂହ ସିନ୍ଧୁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସିନ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ସୋନିଆ ଗାନ୍ଧିଙ୍କୁ

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ ।ନୂଆପଡ଼ା ଗୋଧସ ଜଳପ୍ରପାତରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ । ରବିବାର ଦିନ ଜଳପ୍ରପାତକୁ ଡେଇଁ ପଡ଼ିଥିଲେ ଏହି ପ୍ରେମୀଯୁଗଳ ।ପ୍ରେମୀଯୁଗଳ ଛତିଶଗଡ଼ ଅଂଚଳର ବୋଲି ସୂଚନା ଦେଇଛି ପୋଲିସ

ଥାନା ଭିତରେ ଭୟଙ୍କର ବିସ୍ଫୋରଣ

ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ । ବିସ୍ଫୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା । ଥାନାର କାନ୍ଥ ଭୁଶୁଡ଼ି ପଡ଼ିଛି । କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ବଳଙ୍ଗା ଥାନା ଦ୍ୱାରା

ଯୋବ୍ରାରେ ଭାସୁଛି ହାତୀର ମୃତଦେହ

ଯୋବ୍ରା ନିକଟରେ ଭାସୁଛି ହାତୀର ମୃତଦେହ । ହାତୀ ପାଣିରେ ବୁଡ଼ି ରହିଥିବା ବେଳେ କେବଳ ହାତୀ ଗୋଡ଼ ଦେଖାଯାଉଛି । ତେବେ ବର୍ଷା ଯୋଗୁଁ ହାତୀର ଉଦ୍ଧାର କାର୍ୟ୍ୟ ହୋଇପାରୁନି ବୋଲି ସୂଚନା ଦେଇଛନ୍ତି କଟକ ବନଖଣ୍ଡ ରେଞ୍ଜର ।ଶୁକ୍ରବାର

ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା!

ବଙ୍ଗୋପସାଗର ଉପକୂଳ ମୁହାଁ ସାମୂଦ୍ରିକ ଝଡ଼ ଗୁଲାବ । ଆଜି ମଧ୍ୟରାତ୍ରରେ ସ୍ଥଳଭାଗରେ ମାଡ ହେବ ବାତ୍ୟା । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ମୁହାଁ ବାତ୍ୟା । ଗୋପାଳପୁରଠୁ ୨୭୦ କିମି ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମରୁ

ମିଳିଲା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ

ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ। ପ୍ରଥମେ ସକାଳୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିଲା । ତାକୁ ସୀତାରାମହ୍କ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା । ହେଲେ ପରେ ପରିବାର ମୃତଦେହକୁ ଚିହ୍ନଟ କରିପାରିନଥିଲେ ।

ବିବାହ ଲୋଭ ଦେଖାଇ ଫସାଉଥିଲେ

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଖୋଲୁଛି ଗୁମର । ୫ ଅଭିଯୁକ୍ତଙ୍କୁ ୭ ଦିନର ମାରାଥନ୍ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟ ଲାଗିଛି । ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ୫ ଅଭିଯୁକ୍ତଙ୍କୁ

୬ ଘଣ୍ଟାରେ ନେବ ବାତ୍ୟାର ରୂପ!

ମାଡିଆସୁଛି ବାତ୍ୟା । ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ଗଭୀର ଅବପାତ । ଗୋପାଳପୁରଠାରୁ ୪୭୦ କିମି ଦୂରରେ ପୂର୍ବ ଓ ଦକ୍ଷିଣ-ପୂର୍ବକୁ ରହିଛି । ସେହିପରି କଳିଙ୍ଗପଟ୍ଟନମର ପୂର୍ବରେ ୫୪୦ କିମି ଦୂରରେ ରହିଛି ଅବପାତ । ୨୬