THE BYAPINI

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ହୀରାକୁଦରେ ୨୮ଟି ଗେଟ ଦେଇ ବନ୍ୟା ଜଳ ଛଡାଯାଉଛି । ବନ୍ୟାଜଳ ୩୬ ଘଣ୍ଟାରେ ମୁଣ୍ଡଳିରେ ପହଞ୍ଚିବ । ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।ଉପରମୁଣ୍ଡରେ ଅଧିକ ପାଣି

‘ରାଜ୍ୟରେ କେବେ ବି ବଢିପାରେ ସଂକ୍ରମଣ…ଢିଲା ହୁଅନ୍ତୁନି’

କରୋନା ସ୍ଥିିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଡବ୍ଲୁଏଚଓ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ହୁର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ

ଅପହରଣର କାହାଣୀ କହୁଛି ସ୍ୱିଗି ବଏ

ପ୍ରେମିକା ସହ ଫେରାର ସ୍ୱିଗି ବୟକୁ ମଧ୍ୟପ୍ରଦେଶରୁ ଅଣାଗଲା ଓଡ଼ିଶା । ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟି ନିଜ ଅପହରଣର କାହାଣୀ କହୁଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା ।

୨୪ଟି ଗେଟରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ

ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା

ମହାନଦୀରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା !

ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ପର

ପାକିସ୍ତାନୀ ମହିଳାଙ୍କ ସହ କେମିତି ସଂପର୍କରେ ଆସିଥିଲେ?

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ

ଖୋଲିଲା ହୀରାକୁଦ ଗେଟ୍

ଖୋଲିଲା ହୀରାକୁଦ ଗେଟ୍ । ସତର୍କ ଘଣ୍ଟି ବାଜିବା ସହ ଖୋଲିଲା ଗେଟ୍ । ହୀରାକୁଦର ୩ ନଂ ଓ ୭ ନଂ ଗେଟ୍ ପ୍ରଥମେ ଖୋଲିଲା । ଏହା ପରେ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲାଗଲା ।ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର

ଅକ୍ଟୋବର ୧ରୁ +୨ ଅଫଲାଇନ ପରୀକ୍ଷା

ଅକ୍ଟୋବର ୧ରୁ ଆରମ୍ଭ ହେବ ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା । ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ୧୧ ତାରିଖ ଯାଏଁ ଚାଲିବ ପରୀକ୍ଷା । ୨ଟି ଇଲେକ୍ଟିଭ ସବଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ ।ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୩

ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ହାର୍ଡକୋର ମାଓବାଦୀ ଗିରଫ । ଶଙ୍କର ଗିରଫ ନେଇ ପୁଲିସ ଡିଜି ଦେଲେ ସୂଚନା । ଶଙ୍କର ମୁଣ୍ଡ ଉପରେ ଥିଲା ୨୦ ଲକ୍ଷର ପୁରସ୍କାର । ଶଙ୍କର ୨୦ ବର୍ଷ ଭିତରେ ଧରାପଡିଥିବା

ପ୍ରେମ ପାଇଁ ରଚିଥିଲା ଅପହରଣର ନାଟକ !

ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍‌ପେନ୍ସ । ପ୍ରେମ ପାଇଁ ରଚିଥିଲା ଅପହରଣ ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା