THE BYAPINI

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ହୀରାକୁଦରେ ୨୮ଟି ଗେଟ ଦେଇ ବନ୍ୟା ଜଳ ଛଡାଯାଉଛି । ବନ୍ୟାଜଳ ୩୬ ଘଣ୍ଟାରେ ମୁଣ୍ଡଳିରେ ପହଞ୍ଚିବ । ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।ଉପରମୁଣ୍ଡରେ ଅଧିକ ପାଣି…

‘ରାଜ୍ୟରେ କେବେ ବି ବଢିପାରେ ସଂକ୍ରମଣ…ଢିଲା ହୁଅନ୍ତୁନି’

କରୋନା ସ୍ଥିିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । ଡବ୍ଲୁଏଚଓ ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । ହୁର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ…

ଅପହରଣର କାହାଣୀ କହୁଛି ସ୍ୱିଗି ବଏ

ପ୍ରେମିକା ସହ ଫେରାର ସ୍ୱିଗି ବୟକୁ ମଧ୍ୟପ୍ରଦେଶରୁ ଅଣାଗଲା ଓଡ଼ିଶା । ନିଜେ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ପତିତପାବନ ପୃଷ୍ଟି ନିଜ ଅପହରଣର କାହାଣୀ କହୁଛି । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା ।…

୨୪ଟି ଗେଟରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ

ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଜି ସକାଳ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା…

ମହାନଦୀରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା !

ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ପର…

ପାକିସ୍ତାନୀ ମହିଳାଙ୍କ ସହ କେମିତି ସଂପର୍କରେ ଆସିଥିଲେ?

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ…

ଖୋଲିଲା ହୀରାକୁଦ ଗେଟ୍

ଖୋଲିଲା ହୀରାକୁଦ ଗେଟ୍ । ସତର୍କ ଘଣ୍ଟି ବାଜିବା ସହ ଖୋଲିଲା ଗେଟ୍ । ହୀରାକୁଦର ୩ ନଂ ଓ ୭ ନଂ ଗେଟ୍ ପ୍ରଥମେ ଖୋଲିଲା । ଏହା ପରେ ପର୍ଯ୍ୟାୟକ୍ରମେ ୬ଟି ଗେଟ୍ ଖୋଲାଗଲା ।ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର…

ଅକ୍ଟୋବର ୧ରୁ +୨ ଅଫଲାଇନ ପରୀକ୍ଷା

ଅକ୍ଟୋବର ୧ରୁ ଆରମ୍ଭ ହେବ ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା । ଅକ୍ଟୋବର ପହିଲାରୁ ଆରମ୍ଭ ହୋଇ ୧୧ ତାରିଖ ଯାଏଁ ଚାଲିବ ପରୀକ୍ଷା । ୨ଟି ଇଲେକ୍ଟିଭ ସବଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ ।ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୩…

ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ହାର୍ଡକୋର ମାଓବାଦୀ ଗିରଫ । ଶଙ୍କର ଗିରଫ ନେଇ ପୁଲିସ ଡିଜି ଦେଲେ ସୂଚନା । ଶଙ୍କର ମୁଣ୍ଡ ଉପରେ ଥିଲା ୨୦ ଲକ୍ଷର ପୁରସ୍କାର । ଶଙ୍କର ୨୦ ବର୍ଷ ଭିତରେ ଧରାପଡିଥିବା…

ପ୍ରେମ ପାଇଁ ରଚିଥିଲା ଅପହରଣର ନାଟକ !

ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍‌ପେନ୍ସ । ପ୍ରେମ ପାଇଁ ରଚିଥିଲା ଅପହରଣ ନାଟକ । ଟ୍ରେନ୍ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା…