THE BYAPINI

୩ ବର୍ଷରେ ୨୮୨ ହାତୀଙ୍କ ମୃତ୍ୟୁ

ବିଧାନସଭାରେ ବିଧାୟକ ଗଣେଶ ରାମ ଖୁଣ୍ଟିଆ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ୨୦୧୮ରୁ ଏବେ ଯାଏଁ ରାଜ୍ୟରେ କେତେ ସଂଖ୍ୟକ ହାତୀ ଓ ବାଘର ମୃତ୍ୟୁ ହୋଇଛି ତାହାର ସବିଶେଷ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ

ମାନସ ଦାସଙ୍କ ଘରେ ରେଡ୍

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଚଢାଉ । ଭୁବନେଶ୍ୱର ସ୍ଥିତ ଘରେ ସହିଦ ନଗର ପୋଲିସ ସହ ଖୋର୍ଦ୍ଧା ପୋଲିସର ରେଡ୍ । ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କଲା ପୋଲିସ ।ଏବେ ଝାରପଡା ଜେଲରେ ଅଛନ୍ତି ମାନସ ଦାସ ଓ ପୁଅ

‘ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ’

ଶିଶୁଙ୍କ ସଂକ୍ରମଣ ନେଇ ଡିଏମଇଟିଙ୍କ ସୂଚନା । ପିଲାମାନେ କରୋନାରେ ସଂକ୍ରମିତ ହେବା ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ। ପିଲାମାନଙ୍କୁ ସୁରକ୍ଷିତ ରଖିବା ଅଭିଭାବକଙ୍କ ଦାୟିତ୍ୱ । ପିଲାକୁ ଥଣ୍ଡା, କାଶ କି

୨୪ଘଂଟାରେ କରୋନାରେ ଗଲା ୭ ଜୀବନ

୨୪ଘଂଟାରେ ରାଜ୍ୟରେ ୬୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ୫୭ ହଜାର ୩୦୩ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୧ ଦଶମିକ ୧୧ ପ୍ରତିଶତ ରହିଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ

୬ ଜିଲ୍ଲାରେ ପ୍ରବଳ ବର୍ଷା

ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ

ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ

ଟିକାକରଣରେ ନୂଆ ରେକର୍ଡ । ୧୧ ଦିନରେ ତୃତୀୟ ଥର ପାଇଁ ଦୈନିକ ଟିକାକରଣ ଟପିଲା କୋଟିଏ । ସୋମବାର ଦେଶରେ ୧ କୋଟି ୫ଲକ୍ଷରୁ ଅଧିକ ଡୋଜ ଟିକାକରଣ କରାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ

୮ ମାସରେ ଅମାନିଆ ଗଣିଲେ ୨୧ କୋଟିରୁ ଅଧିକ ଫାଇନ

ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଜଧାନୀରେ ଅମାନିଆ ଗଣିଛନ୍ତି ମୋଟା ଅଙ୍କର ଫାଇନ୍ । ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବା ୮ ମାସ ଭିତରେ ଭୁବନେଶ୍ୱରରେ ଅମାନିଆଙ୍କଠୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି ।

ବଢୁଛି ମୁଣ୍ଡପିଛା ଋଣଭାର ଜାଣନ୍ତୁ ପ୍ରତି ମୁଣ୍ଡପିଛା ଋଣଭାର କେତେ?

ବଢୁଛି ମୁଣ୍ଡପିଛା ଋଣଭାର, ଦଶବର୍ଷରେ ଦୁଇଗୁଣାରୁ ଅଧିକ ବଢିଲା । ପୂର୍ବରୁ ମୁଣ୍ଡପିଛା ଋଣ କେତେ ଥିଲା, ଏବେ କେତେରେ ପହଞ୍ଚିଛି । ଏଭଳି କିଛି ତଥ୍ୟ ବାବଦରେ ପୂରା ତଥ୍ୟ ଆଜି ଗୃହରେ ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ..ଆଜି ଓ କାଲି ପ୍ରବଳ ବର୍ଷିବ!

ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ କେନ୍ଦ୍ରାଞ୍ଚଳ ବଙ୍ଗୋପସାଗରର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଆଗାମୀ ଆଜି ଏବଂ ଆସନ୍ତାକାଲି

ସୁନା ଆଣିଲେ ଓଡ଼ିଆ ପୁଅ..ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟ ପାଇଁ ସ୍ୱର୍ଣ୍ଣିମ ମୂହୁର୍ତ୍ତ

ଟୋକିଓ ପାରାଲିମ୍ପିକ୍ସରେ ସାରା ଦେଶର ପାଇଁ ଗୌରବ ଆଣିଲେ ଓଡିଆ ପୁଅ ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ