THE BYAPINI

ପିଲାଙ୍କୁ କରୋନା ବଢୁଛି

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଉଛି। ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୮ ବର୍ଷରୁ କମ୍ ବୟସ୍କ ୧୧୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି ।

ଖସୁଛି ସଂକ୍ରମଣ

ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ କିଛି ଦିନ ଧରି ଛୁଆଙ୍କ ସଂକ୍ରମଣ ଶହେ ଉପରେ ରହୁଥିବା ବେଳେ ସେଥିରେ ସାମାନ୍ୟ ବ୍ରେକ୍‌ ଲାଗିଛି। ୧୮ ବର୍ଷରୁ କମ୍

ଭାରତ ପାଇଁ ଭଲ ଖବର

ଭାରତ ପାଇଁ ଖୁସି ଖବର ।ପାରା ଅଲିମ୍ପିକ୍ସରେ ଦେଶ ପାଇଁ ସୁନାର ପଦକ ଆଣିଛନ୍ତି ମହିଳା ସୁଟର ଅବନୀ ଲେଖରା । ୧୯ ବର୍ଷିୟା ଅବନୀ ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଏସଏଚ୍ ୧ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୨୪୯.୬ ସ୍କୋର କରି

ରାଜଧାନୀରେ ହତ୍ୟା

ରାଜଧାନୀରେ ଯୁବକଙ୍କୁ ଛୁରୀରେ ଭୁସି ହତ୍ୟା । ଭୁବନେଶ୍ୱରର ଡୁମୁଡୁମାରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି କିଛି ଅସାମାଜିକ ଯୁବକ । ମୃତ ଯୁବକ ହେଳେ ସନାତନ

ସତ ହେଲା ଆମେରିକାର ଆକଳନ

ସତ ହେଲା ଆମେରିକାର ଆକଳନ । କାବୁଲ ବିମାନବନ୍ଦର ନିକଟରେ ପୁଣି ଆତଙ୍କବାଦୀମାନେ ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ପୂର୍ବରୁ ୨୬ ତାରିଖରେ କାବୁଲ

ହାଇଜମ୍ପରେ ନିଷାଦ କୁମାର ଜିତିଲେ ରୌପ୍ୟ

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଭାରତର ଆଥଲେଟ୍ ନିଶାଦ କୁମାର ଦେଶକୁ ପୁରୁଷ ହାଇ ଜମ୍ପରେ ଦ୍ଵିତୀୟ ପଦକ ଦେଇଛନ୍ତି। ନିଶାଦ ୨.୦୬ ମିଟର ଉଚ୍ଚ ଡିଆଁ ମାରି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।ତେବେ ଆଜି ମ୍ୟାଚରେ ନିଷାଦ

ଆତଙ୍କବାଦ ବିରୋଧରେ ଗର୍ଜିଲେ ରାଜନାଥ

ଆତଙ୍କବାଦ ଦମନ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡା ଆଭିମୁଖ୍ୟ । କେବେଳ ଭାରତରେ ଆତଙ୍କବାଦ ଦମନ କରିବା ଆମର ଲକ୍ଷ୍ୟ ନୁହେଁ । ଅନ୍ୟଦେଶରେ ଆତଙ୍କବାଦ ଦମନ ପାଇଁ ବି ପଛାଇବୁନି ବୋଲି ଚେତାବନୀ ଦେଇଛନ୍ତି ରାଜନାଥ

ଏସସିବି ଇକମୋରେ ଅନ୍ନପୂର୍ଣ୍ଣା

କଟକ ଏସସିବିରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା । କଟକ ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖିରା ଅଂଚଳର ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏହି ଚିକିତ୍ସା ପାଇଛନ୍ତି । ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧୀନରେ ଏହି ଚିକିତ୍ସା

ପୁଣି ହୋଇପାରେ ଆତଙ୍କୀ ଆକ୍ରମଣ

ପୁଣି ଥରେ କାବୁଲ ବିମାନ ବନ୍ଦର ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ଆଉ ୨୪ରୁ ୩୬ ଘଣ୍ଟା ମଧ୍ୟରେ ଆତଙ୍କୀ ଆଶଙ୍କା କରିଛି ଆମେରିକା । ଏ ନେଇ ଖୋଦ୍ ରାଷ୍ଟ୍ରପତି ଜୋ ବାଇଡେନ୍ ସତର୍କ କରାଇଛନ୍ତି ।କାବୁଲ ବିମାନବନ୍ଦରରେ ଆଗାମୀ

ଭାବିନା ଜିତିଲେ ରୌପ୍ୟ ପଦକ

ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ମେଡ଼ାଲ । ଟେବୁଲ ଟେନିସରେ ଭାବିନା ପଟେଲ ଜିତିଲେ ରୌପ୍ୟ ପଦକ ।ଫାଇନାଲ ମ୍ୟାଚରେ ଭାବିନା, ଚୀନର ଜୋହୁ ୟିଙ୍ଗଙ୍କ ମଧ୍ୟରେ ଖେଳ ହୋଇଥିଲା ।ଚୀନ ପ୍ରତିଯୋଗୀଙ୍କ ଠାରୁ ପରାସ୍ତ