THE BYAPINI

ଆଉ ୧୦ ବର୍ଷ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ହକି ଇଣ୍ଡିଆକୁ ବଡ ଭେଟି ଦେଇଛନ୍ତି ନବୀନ । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ କରିଛନ୍ତି ବଡ ଘୋଷଣା । ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବାକୁ ନବୀନ ଘୋଷଣା କରିଛନ୍ତି ।…

କାବୁଲରୁ ଫେରିଲେ ଭାରତୀୟ.. ଭାରତ ମାତାକି ଜୟ ଧ୍ୱନୀରେ କମ୍ପିଲା ପରିବେଶ

କାବୁଲରୁ ଆସିଲା ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ । ୧୨୦ ଜଣ ଭାରତୀୟଙ୍କୁ ନେଇ ଗୁଜୁରାଟର ଜାମନଗରରେ ପହଂଚିଛି ବାୟୁସେନାର ସି-୧୯ ଏୟାରକ୍ରାଫ୍ଟ । ଆଇଟିବିପି ଯବାନ ଓ ଦୂତାବାସ କର୍ମଚାରୀଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର…

ବିଶ୍ୱ ଦେଖିବ ହାଇଭୋଲଟେଜ ମ୍ୟାଚ୍

ଟି-୨୦ ବିଶ୍ୱକପ୍ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରିଛି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ । ହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର। ଗୋଟିଏ ଗ୍ରୁପରେ ଅଛନ୍ତି ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଅକ୍ଟୋବର…

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଓଡିଶାରେ ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷାରେ ହୋଟେଲ ନିଆଯାଇଛି । ଖେଳାଳି ମାନେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା…

ଆଉ ୯୬ ପିଲାଙ୍କୁ କରୋନା

ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । କିନ୍ତୁ ଛୋଟ ଛୁଆ ସଂକ୍ରମିତ ହେବା ଚିନ୍ତାବଢାଇଛି । ଗତ ୨୪ ଘଣ୍ଟାରେ ୫୦ ହଜାର ୭୨୭ ନମୂନା ପରୀକ୍ଷା ହୋଇଥିବା ବେଳେ ୭୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।…

‘ଆମେରିକୀୟଙ୍କୁ ଆକ୍ରମଣ ହେଲେ, ସ୍ଥିତି ଭୟଙ୍କର ହେବ’

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଜୋ ବାଇଡେନ୍ ଦ୍ୱାଇଟ୍ ହାଉସରୁ ଦେଶକୁ ସମ୍ବୋଧିତ…

ହକି ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଭାରତୀୟ ହକି ଟିମ୍ । କାଲି ୧୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ର ଖେଳାଳି। ସେମାନଙ୍କୁ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ସମ୍ବର୍ଦ୍ଧିତ କରିବେ।…

ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୨୦ତାରିଖରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବେ । ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ…

କାବୁଲ ବିମାନ ବନ୍ଦରରେ ଦଳାଚକଟା

ଆଫଗାନିସ୍ତାନରେ ସ୍ଥିତି ଅସମ୍ଭାଳ । ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ତାଲିବାନ ହାତକୁ ଆଫଗାନିସ୍ତାନ ଯିବାପରେ ଏବେ କଲବଲ ହେଉଛନ୍ତି ଏଠିକାର ନାଗରିକ ଓ ଏଠାରେ ରହୁଥିବା ବିଦେଶୀ ନାଗରିକ…

ଆଜିଠୁ ପୁରୀ ସହରବାସୀଙ୍କ ଜଗା ଦର୍ଶନ

ଆଜିଠାରୁ ପୁରୀ ସହରବାସୀଙ୍କ ଜଗା ଦର୍ଶନ । ୨୦ ତାରିଖ ପର୍ୟ୍ୟନ୍ତ ୪ଦିନ କେବଳ ପୁରୀ ସହରବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀବାସୀଙ୍କ ଦର୍ଶନ ପାଇଁ ପୌରସଂସ୍ଥା ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଥିବାବେଳେ ଏହି ଟୋକନ ସହ…