ରାଜ୍ୟ କମ୍ପ୍ୟୁଟର ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ Byapini Bureau Aug 9, 2021 0 କମ୍ପ୍ୟୁଟର ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ । ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କମ୍ପ୍ୟୁଟର ଶିକ୍ଷକ ଧାରଣାରେ ବସିଥିବା ବେଳେ ଜଣେ ଶିକ୍ଷକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା!-->…
ରାଜ୍ୟ ହଜାରେ ତଳେ ଦୈନିକ ସଂକ୍ରମଣ Byapini Bureau Aug 9, 2021 0 ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୮୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୩ଜଣ ଆକ୍ରାନ୍ତ ଚିହ୍ନଟ!-->…
ରାଜ୍ୟ ଏଣିକି ବିଦେଶରେ ମହକିବ କୋରାପୁଟର କଫି Byapini Bureau Aug 8, 2021 0 ଏଣିକି ଦେଶ ବିଦେଶରେ ମହକିବ କୋରାପୁଟର କଫି । କୋରାପୁଟ କଫିର ବିକ୍ରି ପାଇଁ ଟାଟା କଫି ସହମତି ପ୍ରଦାନ କରିଛି । କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ!-->…
ଦେଶ ମିଶ୍ରିତ ଡୋଜ ଅଧିକ ପ୍ରଭାବଶାଳୀ Byapini Bureau Aug 8, 2021 0 ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ମିଶ୍ରିତ ଡୋଜ୍ । କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି କାରଣରୁ କୋଭିଡ-୧୯ ଟିକାକୁ ନେଇ ଏବେ ବି!-->…
କାରସାଦି ବିଡ଼ା ବିଡ଼ା ନକଲି ନୋଟ୍ Byapini Bureau Aug 8, 2021 0 ସମ୍ବଲପୁରରେ ବଡ଼ ଧରଣର ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ । ୧୩ ଲକ୍ଷ ୮୫ ହଜାର ଜାଲ ନୋଟ୍ ଜବତ କଲା ସମ୍ବଲପୁର ପୁଲିସ । ୭ ଦିନ ତଳେ ଟାଉନ୍ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍ ମିଳିବା ଘଟଣାରେ ପୁଲିସ୍ ଖୋଳତାଡ଼ କରୁ କରୁ ପୋଲିସ!-->…
ଦେଶ ଦିଲ୍ଲୀ ଏୟାରପୋର୍ଟକୁ ଉଡାଇବାକୁ ଧମକ Byapini Bureau Aug 8, 2021 0 ମହାରାଷ୍ଟ୍ର ରେଲୱେ ଷ୍ଟେସନ ପରେ ଏବେ ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କ । ଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଇମେଲରେ ଧମକ ମିଳିଛି । ଶନିବାର ମେଲ୍ ଯୋଗେ ଏଭଳି ଧମକ ଦିଆଯାଇଛି । ଧମକ!-->…
ରାଜ୍ୟ ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା Byapini Bureau Aug 8, 2021 0 ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମୁଥିବା ଲକ୍ଷ୍ୟ କରାଯାଉଛି। ତଥାପି ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ତଳକୁ ଏଯାଏ ଖସି ନାହିଁ। ୬୯ହଜାର ୪୨୭ ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୧ ଦଶମିକ ୭୯ ପ୍ରତିଶତ!-->…
ରାଜ୍ୟ ସମ୍ଭାବ୍ୟ ତୃତୀୟ ଲହର ନେଇ ଶିଶୁ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ.. Byapini Bureau Aug 7, 2021 0 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ!-->…
ରାଜ୍ୟ ‘ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ଭଲ ବନ୍ଧୁ ହୋଇ ରହିବା’ Byapini Bureau Aug 7, 2021 0 ବିବାହ ବିଛେଦ ମାମଲାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ଭିତରେ ବର୍ଷାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ ।ଟ୍ୱିଟ୍!-->…
ଦେଶ ଇତିହାସ ରଚିଲା ଭାରତ, ସ୍ୱର୍ଣ୍ଣ ଜିତିଲେ ନୀରଜ Byapini Bureau Aug 7, 2021 0 ଟୋକିଓରେ ଇତିହାସ ରଚିଲା ଭାରତ । ୧୨୧ ବର୍ଷର ସଂଘର୍ଷ ପରେ ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା । ୮୭.୫୮ ମିଟର ବେଷ୍ଟ ଜାଭେଲିନ୍ ଥ୍ରୋ ସହ ନୀରଜଙ୍କୁ ଏହି ସଫଳତା ମିଳିଛି । ପ୍ରଥମଥର ପାଇଁ!-->…