ରାଜ୍ୟ ୧୬ରୁ ଖୋଲିବ କାଳିଆ ଦୁଆର Byapini Bureau Aug 4, 2021 0 ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ପ୍ରଥମ ୫ ଦିନ ପୁରୀବାସୀଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ରତ୍ନବେଦୀରେ ଦର୍ଶନ କରିବେ । ୨୧ ଓ ୨୨!-->…
ରାଜ୍ୟ ‘ନିୟମ ନମାନିଲେ ପୁଣି ଥରେ ଲକଡାଉନ’ Byapini Bureau Aug 4, 2021 0 ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି!-->…
ଦେଶ ବ୍ରୋଞ୍ଜ ପାଇଁ ଲଢିବ ଭାରତୀୟ ଦଳ Byapini Bureau Aug 4, 2021 0 ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲରେ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ଭାରତୀୟ ଦଳ ନିରାଶ ହୋଇଛି। ଆର୍ଜେଣ୍ଟିନା ଭାରତକୁ ୨-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ ଭାରତ । !-->!-->!-->…
ଦେଶ କୁସ୍ତିରେ ପଦକ ପକ୍କା Byapini Bureau Aug 4, 2021 0 ଅଲିମ୍ପିକ୍ସରେ ଭାରତ ପାଇଁ କୁସ୍ତିରେ ଆଉ ଏକ ପଦକ ପକ୍କା ହୋଇଛି । ରବି କୁମାର ଦାହିୟାଙ୍କ ଫାଇନାଲ ପ୍ରବେଶ ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି,!-->…
କାରସାଦି ଇଡି ସ୍କାନରରେ ବିରଞ୍ଚି ସାହୁ Byapini Bureau Aug 4, 2021 0 ଇଡି ସ୍କାନରରେ କୋଟିପତି ପିଏସ୍ ବିରଞ୍ଚି ସାହୁ। ବିରଞ୍ଚିଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।କେଉଁ ଉତ୍ସରୁ ବିରଞ୍ଚି ଏତେ ଟଙ୍କା ଉପାର୍ଜନ କଲେ ତାହାର ଖୋଳତାଡ଼ କରିବାକୁ ମାମଲା ହାତକୁ ନେଇଛି!-->…
ଦେଶ ଲଭଲିନାଙ୍କୁ ବ୍ରୋଞ୍ଜ Byapini Bureau Aug 4, 2021 0 ଟୋକିଓ ଅଲିମ୍ପିକ୍ସରୁ ଭାରତ ମିଳିିଛି ଆଉ ଏକ ପଦକ । ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ ଲଭଲିନା । ବକ୍ସିଂର ୬୯ କେଜି ବର୍ଗରେ ଲଭଲିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି । ମ୍ୟାଚ!-->…
ରାଜ୍ୟ ଆଜିଠୁ ୩ ଜିଲ୍ଳାରେ ଖୋଲିଲା ଧର୍ମାନୁଷ୍ଠାନ Byapini Bureau Aug 4, 2021 0 ଆଜିଠାରୁ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବାବେଳେ ସିଏମ୍ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ତାହା କଟକ ମହାନଗର ନିଗମ!-->…
ରାଜ୍ୟ ପୁଣି ଉପରମୁହାଁ ସଂକ୍ରମଣ Byapini Bureau Aug 4, 2021 0 ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । ସୋମବାର ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଟିକେ ଆଶ୍ୱସ୍ତି ମିଳିଥିଲା । । ଏହା ପରେ ପୁଣି ସଂକ୍ରମଣ ବଢିଛି । ଗତ ୨୪ ଘଂଟାରେ ୧୩ ଶହ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ!-->…
ରାଜ୍ୟ କାଲିଠୁ କଟକରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ Byapini Bureau Aug 3, 2021 0 କାଲିଠାରୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଉପରେ!-->…
ଦେଶ ବାହାରିଲା ସିବିଏସଇ ଦଶମ ଫଳ…ପାସହାର ୯୯.୦୪% Byapini Bureau Aug 3, 2021 0 ବାହାରିଲା ସିବିଏସଇ ଦଶମ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୯ଦଶମିକ ୪ପ୍ରତିଶତ ରହିଛି । ସିବିଏସ୍ଇ ଡଟ୍ ଏନ୍ଆଇସ ଡଟ୍ ଇନ୍ ଓ ସିବିଏସ୍ଇ ଡଟ୍ ଜିଓଭି ଡଟ୍ ଇନରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷା ଦେଇଥିବା ୨୦, ୯୭, ୧୨୮!-->…