ଦେଶ ହକିରେ ହାରିଲା ଭାରତ..ଏବେ ବି ରହିଛି ପଦକ ଆଶା Byapini Bureau Aug 3, 2021 0 ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିରେ ଜିତିଲା ବେଲଜିୟମ୍ । ବେଲଜିୟମ ଠାରୁ ୫-୨ ଗୋଲ୍ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏବେ ଭାରତ ବ୍ରୋଞ୍ଚ୍ ପାଇଁ ଲଢେଇ କରିବ। ଆଜି ହେବାକୁ ଥିବା ଅଷ୍ଟ୍ରେଲିଆ!-->…
ରାଜ୍ୟ ଆରପାରିରେ ପୂର୍ବତନ ବିଧାୟକ ଅରୁଣ ଦେ’ Byapini Bureau Aug 2, 2021 0 ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ। କରୋନାରେ ଚିକିତ୍ସାଧୀନ ଥିବାବେଳେ ଆଖିବୁଜିଲେ ଅରୁଣ । ୭୬ ବର୍ଷ ବୟସରେ ଅରୁଣ ଦେ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ବାଲେଶ୍ୱରରୁ ୫ ଥର ବିଧାୟକ!-->!-->!-->…
କାରସାଦି ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର Byapini Bureau Aug 2, 2021 0 ଗିରଫ, ନିଲମ୍ବନ ପରେ ପିଏସ ବିରଞ୍ଚି ସାହୁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ବିରଞ୍ଚି ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଜି ସକାଳେ ଓଏସଏସସିର ଅଧ୍ୟକ୍ଷ ନିର୍ମଳ ମିଶ୍ର!-->…
ରାଜ୍ୟ କଟକରେ ହେବ ଗଣେଶ ପୂଜା Byapini Bureau Aug 2, 2021 0 କଟକରେ ହେବ ଗଣେଶ ପୂଜା । କରୋନା କାଳରେ କଟକରେ ଗଣେଶ ପୂଜାକୁ ମିଳିଛି ଅନୁମତି । ମଣ୍ଡପରେ ଗଣେଶ ପୂଜା ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମଣ୍ଡପରେ ଗଣେଶ ପୂଜା ହେଲେ ମଧ୍ୟ ଅଧିକ ଲୋକଙ୍କର ଯେପରି ସମାଗମ ନ ହେବ ସେଥିପ୍ରତି!-->…
ରାଜ୍ୟ କୋଟିପତି ପିଏସ ନିଲମ୍ବିତ Byapini Bureau Aug 2, 2021 0 ଓଏସଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ନିଲମ୍ବିତ ହୋଇଛନ୍ତି। ବିରଞ୍ଚିଙ୍କୁ ନିଲମ୍ବନ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ନିଲମ୍ବନ କରିବା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ!-->…
ରାଜ୍ୟ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା Byapini Bureau Aug 2, 2021 0 ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବସ୍ତା ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୂବର୍ଣ୍ଣରେଖା । ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର!-->…
ଦେଶ ଇତିହାସ ରଚିଲା ମହିଳା ହକି ଦଳ Byapini Bureau Aug 2, 2021 0 ଟୋକିଓ ଅଲମ୍ପିକ୍ରେ ଇତିହାସ ରଚିଲା ମହିଳା ହକି ଦଳ। କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ ଗୋଲ୍ରେ ହରାଇ ଭାରତୀୟ ମହିଳା ହକି ଟିମ୍ ସେମିରେ!-->…
ରାଜ୍ୟ କମୁଛି ସଂକ୍ରମଣ..ହଜାରେକୁ ଖସିଲା ସଂଖ୍ୟା Byapini Bureau Aug 2, 2021 0 ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ଭିତରେ ୬୭ହଜାର ୧୩୧ଟି ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୧ ଦଶମିକ ୫୩ । ସେପଟେ ୬୭ ମୃତ୍ୟୁର!-->…
ଦେଶ ବ୍ରୋଞ୍ଜ ଜିତିଲେ ସିନ୍ଧୁ Byapini Bureau Aug 1, 2021 0 ଟୋକିଓ ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର । ବ୍ୟାଡମିଣ୍ଟନରେ ସଟଲର ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ । ସିନ୍ଧୁ ଚାଇନାର ବିଙ୍ଗ୍ ଜିଆଉଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ । ୨୧-୧୩!-->…
ରାଜ୍ୟ ଅଗଷ୍ଟ ଆରମ୍ଭରୁ ଆଶ୍ୱସ୍ତି..୨% ତଳକୁ ଖସିଲା ଟିପିଆର Byapini Bureau Aug 1, 2021 0 ଅଗଷ୍ଟ ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ତିନୋଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲା ଗୁଡ଼ିକରେ!-->…