THE BYAPINI

କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା

ଭାରତୀୟ ଅଲ୍‌ରାଉଣ୍ଡର କୃର୍ଣ୍ଣାଲ ପାଣ୍ଡ୍ୟାଙ୍କୁ କରୋନା । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତିୁ କୃର୍ଣ୍ଣାଲ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି ।

ଉଠିବନି ମାଷ୍ଟରକ୍ୟାଣ୍ଟିନ ଘୋଡ଼ା

ସମାଲୋଚନା, ବିବାଦ ପରେ ବଦଳିଲା ସରକାରୀ ନିଷ୍ପତ୍ତି । ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକ ଘୋଡ଼ା। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ସଂଜୟ ସିଂହ । ସରକାରୀ ସ୍ତରରେ ଏନେଇ ଆଲୋଚନା କରାଯାଇଛି । ଏପରିକି ଡିଜାଇନରେ

୩ ଦିନ ପ୍ରବଳ ବର୍ଷା!

ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲି ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଧରି ପ୍ରବଳ ବର୍ଷା ହେବ ।

ଖୋର୍ଦ୍ଧାରେ କମୁନି ସଂକ୍ରମଣ

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଂଟାରେ ୧୬୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୩୯ ଜଣ ଥିବା ବେଳେ

ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ମୁତାବକ, ପୋଷ୍ଟମର୍ଟମ ହେବାର ପ୍ରାୟ ୬ ଘଣ୍ଟା ପୂର୍ବରୁ ହିଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହାସହ ତାଙ୍କ ଶରୀରର ବହୁ ଅଂଶ

ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ

ପୁରୀରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ୟାପ୍‌ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ

ଖୋଲିଲା ସ୍କୁଲ

କରୋନା କଟକଣା ଭିତରେ ଖୋଲିଲା ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ କ୍ଲାସରୁମରେ ବସି ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ମାର୍ଗଦର୍ଶିକା ପାଳନ କରି ଛାତ୍ରଛାତ୍ରୀଙ୍କୁ

ଖୋର୍ଦ୍ଧାରେ ରେକର୍ଡ ମୃତ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ କମୁଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ନା ସଂକ୍ରମଣ କମୁଛି ନା ମୃତ୍ୟୁ ସଂଖ୍ୟା । ମୃତ୍ୟୁସଂଖ୍ୟାରେ ରେକର୍ଡ କରିଛି ଖୋର୍ଦ୍ଧା । ଆଜି ୬୨ ମୃତ୍ୟୁର ହିସାବ ଦିଆଯାଇଥିବା ବେଳେ କେବଳ ଖୋର୍ଦ୍ଧାରୁ ୪୨ ଜଣ

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ ସିଲ

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ବଲାଙ୍ଗୀର ଯାଇ ଖୋଳତାଡ କରିଛି ପାରଳାଖେମୁଣ୍ଡି ପୁଲିସ । ବିଦ୍ୟାଭାରତୀ ପଢୁଥିବା ଏଲଆଇ ଟ୍ରେନି ସେଂଟରକୁ ଯାଇ ତଦନ୍ତ କରିଛି ପୁଲିସ । ସେଂଟରର ନିର୍ଦ୍ଦେଶକଙ୍କ ସମେତ ୪

ନିର୍ବାଚନ କମିଶନଙ୍କୁ ବିଜେପିର ଟାର୍ଗେଟ

ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ବିଜେପିିର ଟାର୍ଗେଟ । ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କଲା ଦଳ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୂରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ, ସେମିତି