THE BYAPINI

ହାଇଦର ଦେହରୁ ବାହାରିଲା ୪ ଗୁଳି

କୁଖ୍ୟାତ ଅପରାଧୀ ହାଇଦରକୁ ଆଜି ବାଲେଶ୍ୱର ଚିକିତ୍ସାଳୟରେ ପୋଷ୍ଟମର୍ଟମ କରାଯାଇଛି । ଏବଂ ହାଇଦର ଶରୀରରେ ମୋଟ ୪ଟି ଗୁଳି ରହିଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ହାଇଦର ଦେହରୁ ମୋଟ ୪ଟି ଗୁଳି ବାହାରିତିଲାବେଳେ, ସେଥିମଧ୍ୟରୁ

ହାଇଦର ଗାଁରେ ପୁଲିସ ପହରା

ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ୧୪୪ ଧାରା ଲଗାଇଛି ପ୍ରଶାସନ । ହାଇଦର ଗାଁରେ ଉତେଜନା ପ୍ରକାଶ ପାଇବା ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ମୁନସିପାଲିଟି ସମେତ ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଞ୍ଚାୟତରେ

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି । ଖୋର୍ଦ୍ଧାରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କି ମୃତ୍ୟୁ ସଂଖ୍ୟା କମୁନି । ଗତ ୨୪ ଘଂଟାରେ ରାଜ୍ୟରେ ୭୧ ହଜାର ୩୯ ନମୂନା ପରୀକ୍ଷା କରାଯାଇଥିବା ବେଳେ ୧୮ ଶହ ୩୩ ଆକ୍ରାନ୍ତ

ଗ୍ୟାଙ୍ଗଷ୍ଟର ହାଇଦର ମୃତ

ପୋଲିସ୍ ଏନ୍‌କାଉଣ୍ଟରେ ହାଇଦର ମୃତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା ହୋଇଛି। ପେଟରେ ଗୁଳିବାଜିଥିବାରୁ ହାଇଦର ଗୁରୁତର ହୋଇଥିଲା । ତାକୁ ଗୁୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ନିଆଯାଇଥିଲା ।

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଂଟର । ଆଜି ହାଇଦରକୁ ସ୍ଥାନାନ୍ତର କରିବା ସମୟରେ ସେ ଫେରାର୍ ହେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ପୋଲିସ ତାକୁ ଗୁଳି ମାରିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଆଜି ଦିନ

ଅଯୋଗ୍ୟ ଚାଷୀ ଫେରାଇବେ ଟଙ୍କା

ପିଏମ କିଷାନ ଯୋଜନାରେ ଅଯୋଗ୍ୟ ହିତାଧୀକାରୀଙ୍କ ଖାତାରୁ ଫେରିବ ଟଙ୍କା । ୪୨ ଲକ୍ଷ ଅଯୋଗ୍ୟ ଚାଷୀଙ୍କ ଠାରୁ ୩ ହଜାର କୋଟି ଆଦାୟ କରିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ

ମୀରା ଆଣିଲେ ପ୍ରଥମ ମେଡାଲ

ଟୋକିଓ ଅଲିମ୍ପିକ୍ସରୁ ଦେଶ ପାଇଁ ଆସିଲା ଖୁସି ଖବର । ଭାରୋତ୍ତୋଳନରେ ମୀରା ବାଇ ଚାନୁ ହାତେଇଲେ ପ୍ରଥମ ପଦକ । ୪୯ କେଜି ବର୍ଗରେ ଚାନୁ ଦ୍ୱିତୀୟ ସ୍ଥାନରେ ରହିଛି ସିଲଭର ପଦକ ହାସଲ କରିଛନ୍ତି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ

କମୁଛି କରୋନା, କମୁନି ମୃତ୍ୟୁସଂଖ୍ୟା

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦ୍ରକ ୬୫, ବଲାଙ୍ଗୀର ୫,

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଦମଦାର ବିଜୟ

ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହିକରେ ବିଜୟରୁ ଭାରତ ଅଭିଯାନ ଆରମ୍ଭ ହୋଇଛି । ଆଜି ପ୍ରଥମ ମୁକାବିଲାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ନ୍ୟୁଜଲାଣ୍ଡକୁ ୩-୨ରେ ପରାସ୍ତ କରିଛି ଭାରତ । ଭାରତର ବିଜୟ ହିରୋ ଥିଲେ

ଟାଟୁ ନେଇ ସଂପର୍କରେ ଫାଟ

ସ୍ତ୍ରୀଙ୍କ ଦେହରେ ବୟଫ୍ରେଣ୍ଡର ଟାଟୁ । ମୋତେ ନ୍ୟାୟ ଦରକାର । ମୁଁ ମରିଯିବି ପଛେ ସେ ଯୁବତୀ ସହ ରହିବିନି । ଖାଲି ସେତିକି ନୁହେଁ ପତ୍ନୀଙ୍କ ପ୍ରେମିକ ଧମକ ଦେଉଥିବାର ମଧ୍ୟ ସଙ୍ଗୀନ ଆରୋପ । ସ୍ତ୍ରୀ ନାଁରେ ଏଭଳି ସାଂଘାତିକ