THE BYAPINI

୧୭ ମୃତ ସାମ୍ବାଦିକଙ୍କ ପରିବାରକୁ କୋଭିଡ ସହାୟତା

କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା। କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ସହାୟତା ପାଇଁ ରାଜ୍ୟ ସରକାର ୨.୫୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୧୭ ଜଣ

ମୁହଁ ଖୋଲିଲେ ଡିଏଫଓ..କହିଲେ ବିଦ୍ୟାଭାରତୀଙ୍କ ସହ ନାହିଁ ସଂପର୍କ

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ ଜେରା। ୩ ଘଣ୍ଟାର ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ ଓ ପୁଲିସ । ବିଦ୍ୟାଭାରତୀଙ୍କ ସହ ସମ୍ପର୍କ କଥାକୁ ଅସ୍ୱୀକାର

ବିପଦ ଦୂର ହୋଇନି,ସତର୍କ ରୁହ

ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ

ସାଂସଦ ଶାନ୍ତନୁ ସେନ୍ ସସ୍‌ପେଣ୍ଡ

ମହଙ୍ଗା ପଡିଲା ମନ୍ତ୍ରୀଙ୍କ ହାତରୁ ପେପର ଛଡାଇନେବା । ଅଶୋଭନୀୟ ତଥା ଅସାମ୍ବିଧାନିକ ଆଚରଣ ପ୍ରଦର୍ଶନ କରିବା କାରଣରୁ ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୮୦୮ । ରହିଛି। ଦିନକରେ ୭୮ ହଜାର ୧୩୪ ନମୂନା ପରୀକ୍ଷା ହୋଇଥିବା ବେଳେ

୫ ବିଧାୟକଙ୍କୁ ତାଲା ପକାଇଲେ

ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ୟ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ

ହେ ଭଗବାନ..କିଛି ବି କରିକି ଡିଭୋର୍ସ କରାଇଦିଅ..

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ସାମ୍ନାକୁ ଆସିଛି ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତ ଲେଖା ଚିଠି । ଚିଠିଟି ବିଦ୍ୟାଭାରତୀଙ୍କ ହାତ ଲେଖା ହୋଇଥିବା ଅନୁମାନ କରଯାଉଛି।

ଖୋର୍ଦ୍ଧାରୁ କେବେ କମିବ ସଂକ୍ରମଣ?

ରାଜ୍ୟରେ ଆଜି ଆଉ ୧ହଜାର ୯୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୮୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୫, ବାଲେଶ୍ୱର ୯୮, ବରଗଡ଼ ୧୭, ଭଦ୍ରକ ୫୯, ବଲାଙ୍ଗୀର ୭, ବୌଦ୍ଧ ୪, କଟକ

ନଦୀ ପଠାରୁ ମୃତଦେହ ଉଦ୍ଧାର

କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ଭୁବନେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠାରୁ ଜଣେ ଅଜଣା ବ୍ୟକ୍ତିଙ୍କ ଉଦ୍ଧାର ହେଲା ମୃତ ଦେହ । ବାଲି ତଳେ ମୃତଦେହଟା ପୋତାଯାଇଥିଲା । କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି

ରଥ ଉପରେ ସେଲଫି..ଫଟୋ ଭାଇରାଲ

ଗତବର୍ଷ ପରି ଚଳିତ ବର୍ଷ ବି ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । କୋଭିଡ କଟକଣା ସତ୍ୱେ ରଥ ଉପରେ ସେଲଫି ନେବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ରଥ ଚାରିପାଖେ ସୁରକ୍ଷା କର୍ମୀ ଜଗି ରହିଥିଲେ ମଧ୍ୟ