ରାଜ୍ୟ କାଲି ବାହୁଡାଯାତ୍ରା…ପୁରୀ ସହରରେ ଲାଗିଲା କର୍ଫ୍ୟୁ Byapini Bureau Jul 19, 2021 0 ଆସନ୍ତାକାଲି ବାହୁଡା ଯାତ୍ରା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ରାତି ୮ଟାରୁ ପୁରୀ ସହରେ କର୍ଫ୍ୟୁ ଲାଗୁ କରାଯାଇଛି । ୪୮ ଘଂଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ୨୧ ତାରିଖ ରାତି ୮ଟା ଯାଏ!-->…
ରାଜ୍ୟ ମୟୂରଭଂଜକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି Byapini Bureau Jul 19, 2021 0 ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡ଼ା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର!-->…
ରାଜ୍ୟ ‘ମୋ ସାଇକେଲ’ର ମହାଯାତ୍ରା Byapini Bureau Jul 19, 2021 0 ଖତ ଖାଉଛି 'ମୋ ସାଇକେଲ' । ‘ମୋ ସାଇକେଲ’ ଯୋଜନାରେ ବଡଧରଣ ଦୁର୍ନୀତି ହୋଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ୨୫ ହଜାର ଟଙ୍କାରେ ସାଇକେଲ ଗୋଟାକୁ କିଣାଯାଇଥିବାବେଳେ ଏବେ ୫୦୦ ଟଙ୍କାରେ କବାଡିକୁ ବିକି ଦେଇଥିବା!-->…
ରାଜ୍ୟ ‘ପୁଅ ଓ ବୋହୂ ମଧ୍ୟରେ ବର୍ଷକ ପାଇଁ ହୋଇଥିଲା ଏଗ୍ରିମେଣ୍ଟ୍’ Byapini Bureau Jul 19, 2021 0 ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି । ଆଜି ସୌମ୍ୟଙ୍କ ବାପା ଡିଜିପିଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବୋହୂ, ଡିଏଫଓ ଓ ରୋଷେୟାର ଲାଏ ଡିଟେକସନ ଟେଷ୍ଟ କରିବାକୁ ଦାବି!-->…
ରାଜ୍ୟ ୨ ହଜାର ତଳକୁ ଖସିଲା ସଂକ୍ରମଣ Byapini Bureau Jul 19, 2021 0 ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ୨ ହଜାର ତଳକୁ ଖସିଛି ସଂକ୍ରମଣ । ଯାହା ସାମାନ୍ୟ ଆଶ୍ୱସ୍ତି ଆଣିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୩୩୫ ସଂକ୍ରମିତ!-->…
ରାଜ୍ୟ ହାର୍ଡକୋର ମାଓବାଦୀଙ୍କ ସରେଣ୍ଡର Byapini Bureau Jul 18, 2021 0 ଡ଼ିଜିପି ଅଭୟଙ୍କ ଉପସ୍ଥିତିରେ ଆଜି ୩ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୋରାପୁଟ ଓ ମାଲକାନଗିରି ଗସ୍ତ ବେଳେ ୨ ଜଣ ଏରିଆ କମିଟି ମେମ୍ବର ଓ ଜଣେ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ୨ ଏରିଆ କମିଟିଙ୍କ ପାଇଁ ୪ ଲକ୍ଷ!-->…
ଦେଶ ମୁମ୍ବାଇରେ ବର୍ଷା ବିତ୍ପାତ Byapini Bureau Jul 18, 2021 0 ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ। ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ସ୍ଥିତି ସାଂଘାତିକ ହୋଇପଡିଛି । ଅନେକ ସ୍ଥାନରେ ଘର ଭୁଶୁଡିପଡିଛି । ମୁମ୍ୱାଇର ଚେମ୍ୱୁରରେ କାନ୍ଥ ପଡ଼ି ୧୭ଜଣଙ୍କର ମୃତ୍ୟୁ ହୋଇଛି । କାନ୍ଥ ତଳେ କିଛି ଲୋକ!-->…
ରାଜ୍ୟ ପୁଣି ବଢୁଛି କରୋନା ସଂକ୍ରମଣ Byapini Bureau Jul 18, 2021 0 ପୁଣି ବଢ଼ୁଛି ସଂକ୍ରମଣ । ରାଜ୍ୟରେ ଲଗାତର ୪ ଦିନ ହେଲା ବଢୁଛି କରୋନା ସଂକ୍ରମଣ । ତ ୨୪ ଘଣ୍ଟାରେ ୨୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୪୩ଟି ହେଉଛି!-->…
ରାଜ୍ୟ ବାହୁଡା ପାଇଁ ୧୯ ରାତିରୁ ପୁରୀରେ ୧୪୪ ଧାରା Byapini Bureau Jul 17, 2021 0 ବାହୁଡା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ । । ବଡଦାଣ୍ଡରେ ଥିବା ହୋଟେଲ ଧର୍ମଶାଳା ୧୮ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ବଡଦାଣ୍ଡରେ!-->…
ରାଜ୍ୟ ୧୫ଟି ପ୍ରସ୍ତାବରେ ବାଜିଲା ମୋହର Byapini Bureau Jul 17, 2021 0 ରାଜ୍ୟ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ବୈଷୟିକ ଓ ଗବେଷଣା ଏକକ ବିଶ୍ୱବିଦ୍ୟାଳୟ ହେବ ଭୁବନେଶ୍ୱରର CET । ଏଥିସହ ଆଇଟି ଭିତ୍ତିଭୂମି ବଢ଼ାଇବାକୁ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟ୍ଓ୍ବର୍କ୍ ବା!-->…