THE BYAPINI

ବଢିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଉପହାର । ବଢିଲା କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି । ମହଙ୍ଗା ଭତ୍ତା ୧୭%ରୁ ବଢି ୨୮%

ଫ୍ୟାମିଲି କୋର୍ଟରେ ବର୍ଷା ଓ ଅନୁଭବ

କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଗତ ଶୁକ୍ରବାର ଉଭୟ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ତେବେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ

ପୁଣି ୨ ହଜାର ଉପରେ ସଂକ୍ରମଣ, ୬୫ ମୃତ୍ୟୁର ହିସାବ

ରାଜ୍ୟରେ ପୁଣି ୨ ହଜାର ଉପରେ ସଂକ୍ରମଣ ଚିହ୍ନଟ । ଗତ ୨୪ ଘଂଟାରେ ୬୯ ହଜାର ୨୮୭ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୯୯% । ୧୧ଶହ ୯୨ ସଂଗରୋଧରୁ ଚିହ୍ନଟ

ଚହଳ ପକାଇଲେ, ପ୍ରଂଶସା ସାଉଁଟିଲେ । କ୍ଷମା ମାଗିବା ବେଳକୁ କୁଆଡେ ଗଲେ?

ସମ୍ବିତ ପାତ୍ର । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର । ରଥଯାତ୍ରା ପୂର୍ବରୁ ସାଆନ୍ତେଙ୍କ ପାଇଁ ଗୀତ ଗାଇଲେ, ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିବା ଭକ୍ତିକୁ ଗୀତ ମାଧ୍ୟମରେ ପୂରା ଦୁନିଆକୁ ଦେଖାଇଲେ । ପ୍ରତି ଫୋନରେ ଘୂରି ବୁଲିଲା

କରୋନା: ବୋଲବମ୍ ମନା

କରୋନା ପାଇଁ ଏବର୍ଷ ବି ବନ୍ଦ ହେଲା ବୋଲବମ୍ ଯାତ୍ରା । କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କୌଣସି ଧାର୍ମିକ ସ୍ଥାନରୁ ପାଣି ଉଠାଇପାରିବେନି କାଉଡିଆ । ସ୍ପେଶାଲ୍

ସଂକ୍ରମଣ ତାଲିକାର ପାଂଚ ନମ୍ବରରେ ଓଡିଶା

ଦେଶର ୫ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ରହିଛି । ଜୁନ ଏବଂ ଜୁଲାଇରେ ଦେଶରେ ମୋଟ ସଂକ୍ରମଣରେ ଓଡିଶା ପାଂଚ ନମ୍ବର ସ୍ଥାନରେ ରହିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା

ଓଡ଼ିଶାର କରୋନା ସ୍ଥିତି ସମୀକ୍ଷା କରିବେ ମୋଦି

ଆଜି ଉତର-ପୂର୍ବାଚଂଳ ରାଜ୍ୟର ୮ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୧୬ରେ ମୋଦି ଓଡିଶାର କୋଭିଡ ସ୍ଥିତି ନେଇ ସମୀକ୍ଷା କରିବେ । ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦିନ ୧୧ଟାରେ ଭିସି ମାଧ୍ୟମରେ ଆଲୋଚନା

କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ୍

ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଛି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି । ହେଲ ସଂକ୍ରମଣ କମୁନଥିବା କିଛି ଜିଲ୍ଲା କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ

ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ

ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ବିଜେ କରିଛନ୍ତି । ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ । ଏହା ପରେ ୩ ଠାକୁର

ପୁରୀରେ କୋହଳ ହେଲା କର୍ଫ୍ୟୁ

ପୁରୀରୁ କର୍ଫ୍ୟୁ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ରଥଯାତ୍ରା ପାଇଁ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟାଯାଏ ପୁରୀ ଟାଉନରେ କର୍ଫ୍ୟୁ ନେଇ ଘୋଷଣା ହୋଇଥିଲା । ଆଜି ରାତି ୮ଟା ଯାଏ କର୍ଫ୍ୟୁ ନେଇ ନିଷ୍ପତି ହୋଇଥିଲେ