THE BYAPINI

କମୁନି ମୃତ୍ୟୁ ସଂଖ୍ୟା

ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୨ ହଜାର ତଳେ କରୋନା ସଂକ୍ରମଣ ରହିଛି । ହେଲେ ସଂକ୍ରମଣ ହାର ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ସଂକ୍ରମଣ ହାର ରହିଛି ୩.୦୯% । ସେହିପରି ମୃତ୍ୟୁସଂଖ୍ୟା କିନ୍ତୁ ଖସୁନି । ଆଜି ୬୮ ମୃତ୍ୟୁର

ବଡ଼ଦାଣ୍ଡରେ ଗଡିଲା ରଥ

ଆରମ୍ଭ ହୋଇଛି ରଥଟଣା । ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି । ବଳଭଦ୍ରଙ୍କ ରଥ ପ୍ରଥମେ ଶରଧାବାଲି ଅଭିମୁଖେ ଗଡ଼ିଛି । ବିନା

ରଥାରୁଢ ତିନି ଠାକୁର

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଘଂଟଘଟା ହରିବୋଲୋରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଦେଉଳ ଭିତରୁ ଧାଡ଼ିରେ ଛୁଟି ଆସିଛନ୍ତି ମହାପ୍ରଭୁ। ସରିଛି ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ ନୀତି ।

୨ ହଜାର ତଳକୁ ଖସିଲା ସଂଖ୍ୟା

ରାଜ୍ୟରେ କରୋନା ଗ୍ରାଫ ଖସିବାରେ ଲାଗିଛି । ୨ ହଜାର ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତ ତଳେ ରହିଛି । ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ଆଜି ସ୍ୱାସ୍ଥ୍ର୍ୟବିଭାଗ ପକ୍ଷରୁ ଆଉ

ଅପରାଜିତାଙ୍କୁ ଅନୁମତି ଦେଉଛି କିଏ?

ସଭା ହେଉଛି, ସାମାଜିକ ଦୂରତା ରହୁନି । ମୁହଁରେ ମାସ୍କ ଦେବା ତ ଦୂରର କଥା କୋଭିଡ ନିୟମକୁ ଫୁ କରି ଉଡାଇ ଦିଆଯାଉଛି । କିନ୍ତୁ ଏସବୁକୁ ଅନୁମତି କିଏ ଦେଉଛି? ଆଉ ତାହା ବି ପୁଣି ରାଜଧାନୀର ଛାତି ଉପରେ । କିଛି ଏଭଳି ଚିତ୍ର ଦୀର୍ଘ

୩ ପ୍ରତିଶତ ତଳକୁ ଖସିଲା ପଜିଟିଭ ହାର

ରାଜ୍ୟରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର ୩ ପ୍ରତିଶତକୁ ଖସିଲାଣି । ଉପକୂଳ ଜିଲ୍ଲାଗୁଡିକୁ ଛାଡିଦେଲେ ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ ଖୋର୍ଦ୍ଧାରେ କିନ୍ତୁ ଜମା ବି ନିୟନ୍ତ୍ରଣକୁ ଆସୁନି

ପୁରୀରେ କଡ଼ା ସୁରକ୍ଷା

କରୋନା କଟକଣା ଭିତରେ ରଥାରୁଢ ହେବେ ମହାବାହୁ । ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ହେଉଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ପାଇଁ ପୁଲିସ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଛି । ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ

ଘଂଚ ଜଙ୍ଗଲରେ ଘମାଘୋଟ ଲଢେଇ

ବୌଦ୍ଧ-କନ୍ଧମାଳ ସୀମାରେ ଯବାନ-ମାଓବାଦୀ ମୁହାଁମୁହିଁ । ଏକ ବଡଧରଣର ନକ୍ସଲ ବିରୋଧୀ ଅପରେସନ୍ ବେଳେ ଏସଓଜି ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଗୁଳିମାଡ଼ରେ ୨ ଯବାନ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଭୁବନେଶ୍ୱର

ସାର୍ ନୁହେଁ, ମୋତେ ବସ୍ ଡାକିବ.!

ସାର୍ ନୁହେଁ, ମୋତେ ବସ୍ ଡାକିବ । ବିଭାଗୀୟ ବୈଠକରେ ଜଣେ ସିଗନାଲ ଇଞ୍ଜିନିୟରଙ୍କୁ ଏମିତି କହିଲେ ନୂଆ କରି ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ । ଆଉ ଏହି କଥା ଶୁଣିବା ପରେ ଆପଣଙ୍କ ମନକୁ ବି ପ୍ରଶ୍ନ ଆସୁଥିବ ମନ୍ତ୍ରୀ ଭାବେ

ଲମ୍ବୁଛି ମୃତ୍ୟୁ ତାଲିକା..

ରାଜ୍ୟରେ କରୋନା ସଂକ୍ରମଣ ଏଯାଏ ନିୟନ୍ତ୍ରଣକୁ ଆସିନଥିବା ବେଳେ ସରକାର ପ୍ରତିଦିନ ଦେଉଥିବା ମୃତ୍ୟୁ ତାଲିକା ଏବେ ଲମ୍ବିବାରେ ଲାଗିଛି । ଆଜି ଆଉ ୫୮ ମୃତ୍ୟୁର ସରକାର ହିସାବ ଦେଇଛନ୍ତି ।। ୫୮ ମୃତ୍ୟୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ