THE BYAPINI

ଆଜି ଶ୍ରୀଜୀଉଙ୍କ ଘଣାଲାଗି ନୀତି

ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ

ରାଜ୍ୟରେ କମୁଛି ସଂକ୍ରମଣ..କିନ୍ତୁ ନିୟନ୍ତ୍ରଣକୁ ଆସୁନି ଖୋର୍ଦ୍ଧା

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ସଂକ୍ରମଣ ହାର ରହିଛି ୩.୪୯ % । ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ କଟକ ଓ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି । ଯାହା ଚିନ୍ତାଜନକ । ସେହିପରି ଗତ ୨୪ ଘଂଟାରେ

ପରଲୋକରେ ଦିଲ୍ଲୀପ କୁମାର

ବିଶିଷ୍ଟ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ । ୯୮ ବର୍ଷ ବୟସରେ ସକାଳ ୭ଟା ୩୦ ମିନିଟରେ ଆଖିବୁଜିଛନ୍ତି ଦିଲ୍ଲୀପ କୁମା । ଶ୍ୱାସକ୍ର୍ରିୟା ଜନିତ ରୋଗରେ ଦିଲ୍ଲୀପ ପୀଡିତ ଥିଲେ । ଜୁନ ୨୯ରୁ ମୁମ୍ବାଇର ହିନ୍ଦୁଜା

କାଲି ସନ୍ଧ୍ୟାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

କାଲି ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । କାଲି ସନ୍ଧ୍ୟା ୬ଟାରେ ମୋଦିଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କେନ୍ଦ୍ରରେ ଏନ୍‌ଡିଏ ସରକାରର ଦ୍ବିତୀୟ

ରଥଯାତ୍ରାରେ ଗଜପତି କରିବେ ଛେରାପହଁରା

ଚଳିତବର୍ଷ ରଥଯାତ୍ରାରେ ଗଜପତି କରିବେ ଛେରାପହଁରା । ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜେ ସୂଚନା ଦେଇଛନ୍ତି। ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି

ହ୍ୱାଟ୍ସ ଆପ ମେସେଜ ଖୋଲିବ ରହସ୍ୟ?

ଭୁବନେଶ୍ୱର ଭୀମଟାଙ୍ଗୀରେ ଘରେ ଭିତରୁ ମହିଳାଙ୍କ ମୃତ ଦେହ ଘଟଣାରେ ନୂଆ ନୂଆ ତଥ୍ୟା ଆସିବାରେ ଲାଗିଛି । ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ତାକୁ ପଚରାଉଚରା କରିବା ସମ୍ଭବ ହେଉନାହିଁ । ତେବେ

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୮ ରାଜ୍ୟରେ ନୂଆ ରାଜ୍ୟପାଳ

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ବଡଧରଣ ଅଦଳବଦଳ ନେଇ ସଂକେତ ମିଳୁଛି । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି । ଏକାଧିକ ରାଜ୍ୟ ପାଇଁ ରାଜ୍ୟପାଳ ବଦଳିଥିବା ନେଇ ଘୋଷଣା ହୋଇଛି ।ରାଷ୍ଟ୍ରପତି ରାମନାଥ

ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା

ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ । ରଥଯାତ୍ରା ଅନୁମତି ପାଇଁ ହୋଇଥିବା ଏକାଧିକ

ଶ୍ରୀନଅରକୁ ‘ରାଜପ୍ରସାଦ’ ବିଜେ

ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ରାଜ ନହରକୁ ଶ୍ରୀ ଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ । ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ

କମୁନି ମୃତ୍ୟୁସଂଖ୍ୟା

ରାଜ୍ୟରେ କରୋନା ସଂକ୍ରମଣ ହାର ରହିଛି ୩.୯୩% । ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଗତକାଲି ପରି ଆଜି ମଧ୍ୟ ମୃତ୍ୟୁ ସଂଖ୍ୟା ୫୦ ଉପରେ ରହିଛି । । ଦିନକରେ ୫୧ ଜଣଙ୍କ କରୋନାରେ ଜୀବନ ଯାଇଥିବା