THE BYAPINI

ରେକର୍ଡ ଟିକାଦାନ…ଦିନକରେ ଟପିଲା ୪ ଲକ୍ଷ

ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟାରେ ଟିକାଦାନ ହୋଇଛି । ରାଜ୍ୟ ସରକାର ଟିକାଦାନ ନେଇ ରଖିଥିବା ଲକ୍ଷ୍ୟକୁ ମଧ୍ୟ ଟପିଯାଇଛନ୍ତି । ଦୈନିକ ୩ ଲକ୍ଷ ଟିକା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଦିନକରେ ୪ ଲକ୍ଷରୁ ଅଧିକ ଟିକାକରଣ

ରାଜ୍ୟରେ ୧୩୦ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ

ରାଜ୍ୟରେ ୧୩୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ବ୍ଲାକ ଫଙ୍ଗସ୍ । ୧୬ ଜଣ ଏବେ ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି । ଏମସରେ ସର୍ବାଧିକ ବ୍ଲାକ ଫଙ୍ଗସ ରୋଗୀ

ରାଜଧାନୀରେ ଚାଂଚଲ୍ୟ..ଘର ଭିତରୁ ମିଳିଲା ମହିଳାଙ୍କ ରକ୍ତଜୁଡୁୁବୁୁଡୁ ମୃତଦେହ

ଭୁବନେଶ୍ୱର ମଟାଙ୍ଗିସ୍ଥିତ ହାଉସିଂ ବୋର୍ଡ଼ କଲୋନୀରୁ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବନ୍ଦ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି ଘରେ ଆଉ ଜଣେ ଆହତ ବ୍ୟକ୍ତିଙ୍କୁ

ଆବାସ ଯୋଜନା: ହଜାରେ କୋଟିର ଦୁର୍ନୀତି!

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେପି । ବିଭିନ୍ନ ସ୍ଥାନରେ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର

୭ରୁ ୧୭: କଂଗ୍ରେସ କରିବ ପ୍ରତିବାଦ

ଦେଶରେ ବଢୁଥିବା ତେଲ ଦରକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ପିସିସି ସଭାପତି କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କେତେ ଶୋଷିଲେ ବିଜେପି ସରକାରର ମନ ସନ୍ତୁଷ୍ଟ ହେବ । ବର

କେନ୍ଦ୍ରୀୟ ଟିମର କରୋନା ସମୀକ୍ଷା

ରାଜ୍ୟରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ସହ କୋଭିଡ୍ ନିୟନ୍ତ୍ରଣ ପାଇଁ ଓଡିଶାରେ ପହଚିଂଛି କେନ୍ଦ୍ରୀୟ ଟିମ । କୋଲକତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ପ୍ରଫେସର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଚିଂଛନ୍ତି । ତାଙ୍କ ସହ ଯୋଗଦେବେ

ଆଜି ଲାଗି ହେବ ଦଶମୂଳ ମୋଦକ,ସୁସ୍ଥ ହେବେ ଶ୍ରୀଜିଉ

ଅଣସର ଘରେ ରହି ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗୁପ୍ତସେବା । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ମହୌଷଧୀ ଦଶମୂଳ । ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି

ଭୟ ବଢ଼ାଉଛି ମୃତ୍ୟୁ ସଂଖ୍ୟା

ରାଜ୍ୟରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ । କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସିଥିବା ବେଳେ ଚିନ୍ତା ବଢାଇଛି ମୃତ୍ୟୁ ସଂଖ୍ୟା । ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ ୫୦ ପାର କରିଛି । ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ୫୨

ମୃତ ଶିକ୍ଷକଙ୍କୁ କୋଭିଡ ଦାୟିତ୍ୱ!

ଉମରକୋଟ: ମୃତ ଶିକ୍ଷକଙ୍କୁ କୋଭିଡ ଦାୟିତ୍ୱ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନବରଙ୍ଗପୁର ଡାବୁ ଗାଁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାମ ପାଇଁ ଚିଠି ଜାରି କରାଯାଇଛି । ତେବେ ଆଶ୍ଚର୍ୟ୍ୟ ଜନକ

ପୁରୀବାସୀଙ୍କ ସହଯୋଗ ଲୋଡିଲେ ଡିଜିପି

ରଥଯାତ୍ରା ନେଇ ପୁଲିସ ଡିଜିଙ୍କ ସମୀକ୍ଷା । ପୁଲିସ ଡିଜି ଅଭୟ ଆଜି ପୁରୀ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କରିଛନ୍ତି । ଘରୁ ନ ବାହାରି ଟେଲିଭିଜନ ମାଧ୍ୟମରେ