THE BYAPINI

କମୁଛି ସଂକ୍ରମଣ ହାର

ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ସଂକ୍ରମଣ ହାର ବି ହ୍ରାସ ପାଉଛି । ତେବେ କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ଥମିବାରେ ନାଁ ଧରୁନି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ନିୟନ୍ତ୍ରଣ ଆସୁନାହିଁ । ଏହି ଦୁଇ ଜିଲ୍ଲାରୁ

‘କାଳିଆ’ ହିତାଧିକାରୀଙ୍କୁ କୋଭିଡ ସହାୟତା

‘କାଳିଆ’ ହିତାଧିକାରୀଙ୍କୁ କୋଭିଡ୍ ସହାୟତା । ୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦

ଜୁଲାଇ ଗାଇଡଲାଇନ: ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କ’ଣ ନିୟମ?

ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଉପରମୁହାଁ ରହିଛି । ତେକେ କିଛି ଜିଲ୍ଳାରେ ସଂକ୍ରମଣ କମିଥିବା ବେଳେ କିଛି ଜିଲ୍ଳାରେ ସଂକ୍ରମଣ ହାର ଅଧିକ ରହିଛି । କରୋନା ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଜିଲ୍ଲାଗୁଡିକୁ କ୍ୟାଟେଗୋରୀରେ

ଜୁଲାଇ ୧୬ ଯାଏ ଆଂଶିକ ଲକଡାଉନ

ଆସିଲା ଜୁଲାଇ ମାସର କୋଭିଡ ଗାଇଡଲାଇନ । ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧୬ ଯାଏ ଆଶିଂକ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ୨ଟି କ୍ୟାଟେଗୋରୀରେ ଜିଲ୍ଲାକୁ ବିଭକ୍ତ କରଯାଇ କଟକଣା ଲାଗୁ କରାଯାଇଛି ।

ଟୋକନ ନାହିଁ, ଧାନ ଉଠୁନି..ସାରାରାତି ଅନିଦ୍ରା ଚାଷୀ

ବରଗଡ: ସାରା ରାତି ଅନିଦ୍ରା ରହି ଆନ୍ଦୋଳନରେ ବସିରହିଲେ ଚାଷୀ । ରାସ୍ତା ଉପରେ ଧାନବସ୍ତା ରଖି ନିଜ ହକ ପାଇଁ ରାତି ସାରା ଆନ୍ଦୋଳନରେ ବସିରହିଲେ ବରଗଡ ଭେଡେନ ପଂଚାୟତ ରେଶମ ଗାଁର ଚାଷୀ । ବରଗଡ ଜିଲ୍ଲାର ଶହ ଶହ ଚାଷୀଙ୍କୁ ଏଯାଏ

କାଲି ସରିବ ତାଲାବନ୍ଦ ଅବଧି..ଆଜି ଅପରାହ୍ନ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ କରିବେ ବଡ଼ ଘୋଷଣା

ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେବା ପାଇଁ ଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ବି ଉଚ୍ଚ ରହିଛି । କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ତେଣୁ କାଲିଠୁ କଟକଣା କୋହଳ ହେବ ନାଁ

୮ ଜିଲ୍ଲାରେ ସଂକ୍ରମଣ ହାର ଅଧିକ

ରାଜ୍ୟରେ କରୋନା ସଂକ୍ରମଣ ଏବେ ଖସୁଛି ପୁଣି ବଢୁଛି । ଗତକାଲି ୩ ହଜାର ତଳକୁ ସଂକ୍ରମଣ ଖସିଥିବା ବେଳେ ଆଜି ପୁଣି ୩ ହଜାର ଟପିଯାଇଛି । ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କମିବାର ନାଁ ନେଉନି । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ

ଟିକା ନାହିଁ ଟିକାକରଣ ବନ୍ଦ..ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ଆଜି ଦିଆଯିବନି ଟିକା

ମହାମାରୀ କରୋନାକୁ ମାତ ଦେବା ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଟିକାର ଅଭାବ ଏବେ ଚିନ୍ତା ବଢାଇଛି । ଆବଶ୍ୟକ ଟିକା ନଥିବାରୁ ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଜୁନ୍ ମାସ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଟିକା

ମା’ଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କଲା ୧୨ ବର୍ଷର ପୁଅ

ରାୟପୁର: ମାଆଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଗାଏବ କଲା ୧୨ ବର୍ଷର ପୁଅ । ହଜାରେ କି ଦୁଇ ହଜାରେ ନୁହେଁ ୩ ଲକ୍ଷ ୨୦ ହଜାର ଟଙ୍କା ପୁଅ ନିଜ ମାଆଙ୍କ ଆକାଉଂଟରୁ ଗାଏବ କରିଛି । ତାହା ପୁଣି ଅନଲାଇନ ଗେମ ପାଇଁ କିଛି ଅସ୍ତ୍ର

ଭାରତକୁ ଆସିବ ମଡର୍ଣ୍ଣା ଟିକା

କୋଭିସିଲ୍ଡ, କୋଭାକ୍ସିନ୍, ସ୍ଫୁଟନିକ ଭି ପରେ ଏବେ ଭାରତକୁ ମିଳିଲା ଚତୁର୍ଥ କରୋନା ଟିକା । ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ମିଳିଲା ଅନୁମତି । ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି । ଟିକାର