ମୂଲ୍ୟାୟନରେ ତ୍ରୁଟି ହୋଇନି..ମାର୍କ କମ ଥିଲେ ଦେଇପାରିବେ ପରୀକ୍ଷା
ରାଜ୍ୟର ବିିଭିନ୍ନ ସ୍କୁଲରେ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ ବୋର୍ଡ କତୃପକ୍ଷ କହିଛନ୍ତି!-->…