THE BYAPINI

ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ,ପାଖରେ ୪ ବର୍ଷର ଶିଶୁ

କେନ୍ଦ୍ରାପଡା: ରାସ୍ତାକଡ଼ରେ ପଡିଛି ମହିଳାଙ୍କ ମୃତଦେହ । ଆଉ ମୃତଦେହ ନିକଟରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଛି ୩ ବର୍ଷର ଶିଶୁ । ମହିଳାଙ୍କ ତଂଟି କାଟି କେହି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିବା ବେଳେ ଶିଶୁଟି କିନ୍ତୁ

କମିବା ବଦଳରେ ବଢୁଛି ସଂକ୍ରମଣ

ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ମଧ୍ୟ କମିବାର ନାଁ ନେଉନି । ସଂକ୍ରମଣ ହାର କିଛି ଦିନ ତଳେ ୫ ତଳକୁ ଖସିଥିବା ବେଳେ ଏହା ପୁଣି ବଢିବାରେ ଲାଗିଛି । ସେପଟେ ଓଡିଶାରେ ଡେଲଟା ପ୍ଲଟ ଭାରିଆଂଟ ଚିହ୍ନଟ ପରେ

ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ

କରୋନାର ଦ୍ୱିତୀୟ ଲହର ପ୍ରଭାବ କମିନଥିବା ବେଳେ ଓଡିଶାରେ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭ୍ୟାରିଆଂଟ ଚିହ୍ନଟ ହୋଇଥିବା ନ୍ୟାସନାଲ

ବାହାରିଲା ମାଟ୍ରିକ ରେଜଲ୍ଟ..କରୋନା କାଳରେ ରେକର୍ଡ ପାସ

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷର ପାସହାର ୯୭.୮୯ ପ୍ରତିଶତ । ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି ।

ଜାମିନ ପରେ ବି ଜେଲରେ ରହିବେ ଆକାଶ ପାଠକ

ଜାମିନ ପରେ ବି ଜେଲରେ ରହିବେ ଆକାଶ ପାଠକ । ଆକାଶଙ୍କ ନାଁରେ ହୋଇଥିବା ୬ଟି ମାମଲାରୁ ୫ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି । ଆଉ ଗୋଟିଏ ମାମଲାରେ ତାଙ୍କୁ ଜାମିନ ମିଳିନଥିବାରୁ ସେ ଜେଲରେ ରହିବେ । ଟାଟା କମ୍ପାନୀରେ ଚାକିରୀ

‘ଥାର୍ଡ ୱେଭ ଆସିବା ପୂର୍ବରୁ ଜଣାପଡିବ’

କରୋନା ଦ୍ୱିତୀୟ ଲହର ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି । ତେବେ କିଛି ଦିନ ଭିତରେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି । ତେବେ ଥାର୍ଡ ୱେଭ ଆସିବା ପୂର୍ବରୁ ଏହା ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ

ତିନି ହଜାର ତଳକୁ ଖସିଲା ସଂକ୍ରମଣ

ଗତ ଦୁଇ ଦିନ ଧରି ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ୩ ହଜାର ତଳକୁ ଖସିଛି ସଂକ୍ରମଣ । ସଂକ୍ରମଣ ହାର ରହିଛି ୪.୫୩% । ଗତ ୨୪ ଘଂଟାରେ ୬୪ ହଜାର ୨୫୫ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨ ହଜାର

ଜ୍ବରରେ ଶ୍ରୀଜୀଉ..ଆଜିଠୁ ଅଲାରନାଥଙ୍କ ଅନବସର ଯାତ୍ରା

ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସରପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଠାକୁରଙ୍କୁ ଜ୍ବର ହୋଇଛି । ଏହା ସହ ଆରମ୍ଭ ହୋଇଛି

ଆଜି ରେଜଲ୍ଟ ,ଏଯାଏ ମିଳିନି ରୋଲ ନମ୍ବର

ଛାତ୍ର ଜୀବନର ସବୁଠୁ ବଡ଼ ପରୀକ୍ଷା ହେଉଛି ମାଟ୍ରିକ ବୋର୍ଡ ପରୀକ୍ଷା । ଭବିଷ୍ୟତକୁ ବାଟ ଦେଖାଇବାର ପ୍ରଥମ ପାହାଚ ହେଉଛି ମାଟ୍ରିକ ରେଜଲ୍ଟ । ହେଲେ ଚଳିତ ଥର ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିବ ଦଶମ ପରୀକ୍ଷା ଫଳ ।

ଭିଜିଲାନ୍ସ ,କ୍ରାଇମବ୍ରାଂଚରେ ନୂଆ ମୁଖିଆ

ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଦୁଇ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ସଂସ୍ଥାକୁ ମିଳିଲା ନୂଆ ମୁଖିଆ । ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସେହିପରି