THE BYAPINI

ଆସିଲେନି ବର୍ଷା, ନିରାଶ ହୋଇ ଫେରିଲେ ଅନୁଭବ

ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ତୁଟିବାର ନାଁ ନେଉନି । ବର୍ଷା କରିଥିବା ମାମଲାକୁ ନେଇ ଆଜି ପୁଣି କଟକ ଫ୍ୟାମିଲି ଓ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ଅନୁଭବ

ଓମଫେଡ ଚାଷୀଙ୍କୁ କୋଭିଡ ସହାୟତା

ଓମଫେଡ ଦୁଗଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ୟ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଏଥିରେ ୧୧ କୋଟି

ବନ୍ଧା ହେଲେ ନକଲି ଔଷଧ କାରବାରର କାର୍ପଟଦାର

କଟକ : କରୋନା ବେଳେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହିତ ଖେଳୁଥିବା କାର୍ପଟଦାର ଗିରଫ । କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଶିବ ଜେନାଙ୍କୁ ଶେଷରେ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ ।

ଡରାଉଛି ଡେଲଟା ପ୍ଲସ ଭାରିଆଣ୍ଟ

କରୋନା ଦ୍ୱିତୀୟ ଲହର ବିପଦ ଟଳିନି । ଡରାଇଲାଣି ଭୟଙ୍କର ଭାରିଆଣ୍ଟ ଡେଲଟା ପ୍ଲସ । ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି । ଏବେ ସୁଦ୍ଧା ଦେଶର ୮ଟା

କାଲି ମାଟ୍ରିକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । କାଲି ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ସନ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ୱେବସାଇଟ

ପୁଣି ବଢୁଛି ସଂକ୍ରମଣ

ରାଜ୍ୟରେ କରୋନା ସଂକ୍ରମଣ ଗତ ଦୁଇ ଦିନ ଧରି ପୁଣି ବଢିବାରେ ଲାଗିଛି । ୩ ହଜାର ତଳକୁ ଖସିଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ପୁଣି ବଢୁଛି । ସଂକ୍ରମଣ ହାର ବି ୫ ପ୍ରତିଶତ ଉପରେ ରହୁଛି । ସେହିପରି ମୃତ୍ୟୁସଂଖ୍ୟା ଏଯାଏ କମିବାର ନାଁ

ସ୍ନାନବେଦୀରେ ଶ୍ରୀଜିଉ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ବିନା ଭକ୍ତରେ

ନେତାଙ୍କ ଓକିଲାତି, ଏମିତି ବି ହୁଏ ରାଜନୀତି?

ଟିକାକରଣ ବେଳେ ଶ୍ରେୟ ରାଜନୀତି । ଟିକାକରଣ କେନ୍ଦ୍ରରେ କାହାର ଲାଗିବ ଫଟୋ ତାକୁ ନେଇ ବିବାଦ ଦେଖାଦେଇଛି । ଗତ ଦୁଇରୁ ତିନି ହେବ ରାଜ୍ୟର ବିଭିନ୍ନ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ଫଟୋକୁ ନେଇ ଉତେଜନା ଦେଖାଦେଇଛି । ଟିକାକରଣ

ନକଲି ଔଷଧ ମାମଲାରେ ୩ ଗିରଫ

କଟକ: ନକଲି କରୋନା ଔଷଧ କାରବାର ମାମଲାରେ ୩ ଗିରଫ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜଣେ ମେଡିଲଏଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ହୋଇଥିବା

ସତ ଲୁଚାଇବାକୁ ‘ସୁରକ୍ଷା ବ୍ୟବସ୍ଥା’ ଥିଓରୀ

ସତ ଘୋଡାଇବାକୁ ହେଉଛି କି ଷଡଯନ୍ତ୍ର? କିଏ କହୁଛି ସତ? ମାଲକାନଗିରି ଜିଲ୍ଳାପାଳ ଡାକ୍ତର ୟେଦୁଲ୍ଲା ବିଜୟ ନା କଂଗ୍ରେସ ନେତା ପ୍ରଦୀପ ମାଝୀ । କାହା କଥା ଭରସାଯୋଗ୍ୟ? ପ୍ରଦୀପ ଦେଇଥିବା କାଗଜପତ୍ର ପ୍ରମାଣ ନା ଜିଲ୍ଲାପାଳ ଦେଉଥିବା