ରାଜ୍ୟ ତପୁ ତୁମେ ମନେ ରହିବ…. Byapini Bureau Jun 20, 2021 0 ଅଗଣିତ ଶ୍ରୋତାଙ୍କ ହୃଦୟରେ ବସା ବାନ୍ଧିଥିଲେ । ଗୀତରେ ଗୀତରେ ସମସ୍ତଙ୍କ ମନ ଜିଣୁଥିଲେ । ହେଲେ ଆଉ ଶୁଭିବନି ସେ ସ୍ୱର । ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର । ମହାମାରୀ କରୋନାରେ ଆକ୍ରାନ୍ତ!-->…
ରାଜ୍ୟ ଡବଲ ଡୋଜ ଭ୍ୟାକସିନ ପରେ ବି କାହିଁକି ହେଉଛି ମୃତ୍ୟୁ? Byapini Bureau Jun 19, 2021 0 ଭ୍ୟାକ୍ସିନ୍ ନେଲେ ୭୦ରୁ ୯୦ ପ୍ରତିଶତ ସୁରକ୍ଷିତ ରହିବା କଥା । ହେଲେ ଦୁଇଟି ଡୋଜ୍ ଟିକା ପରେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି । ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି ।ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହାର କାରଣ!-->…
ରାଜ୍ୟ ରହିବା ପାଇଁ ସବୁଠୁ ଅନୁକୂଳ ରାଜଧାନୀ ଭୁବନେଶ୍ୱର Byapini Bureau Jun 19, 2021 0 ଦେଶରେ ରହିବା ପାଇଁ ସବୁଠୁ ଅନୁକୂଳ ହେଉଛି ରାଜଧାନୀ ଭୁବନେଶ୍ୱର । ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ ଭାରତରେ ରହିବାକୁ ଯୋଗ୍ୟ ରାଜଧାନୀ ମଧ୍ୟରେ ଅନୁକୂଳ ତାଲିକାର ଚତୃର୍ଥ ସ୍ଥାନରେ!-->…
ରାଜ୍ୟ ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା Byapini Bureau Jun 19, 2021 0 ନିଶା ପାଇଁ ନିଜ ଜନ୍ମକଲା ପୁଅକୁ ବିକି ଦେଇଥିଲା ବାପା ।ନିଶା ପାଇଁ ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଇଥିଲା ବାପା । ଭୁବନେଶ୍ୱର ମାଳିସାହି ଅଂଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଖାରବେଳନଗର ପୁଲିସ!-->…
ରାଜ୍ୟ ଜୀବନ ଯୁଦ୍ଧରେ ହାରିଗଲେ ଦେବାଶିଷ ପାଣିଗ୍ରାହୀ Byapini Bureau Jun 19, 2021 0 ଶେଷରେ କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କୋଲକାତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୫୬!-->…
ରାଜ୍ୟ କମୁନି ମୃତ୍ୟୁ ସଂଖ୍ୟା Byapini Bureau Jun 19, 2021 0 ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । କିଛି ଦିନ ହେବ ସଂକ୍ରମଣ ୩ ରୁ ୪ ହଜାର ଭିତରେ ରହୁଛି । ସେହିପରି ସଂକ୍ରମଣ ହାର ୫ ରୁ ୬ ପ୍ରତିଶତ ମଧ୍ୟରୁ ରହୁଛି । ଗତ ୨୪ ଘଣ୍ଟା!-->…
ଦେଶ ମନେ ରହିବେ ମିଲଖା ସିଂ Byapini Bureau Jun 19, 2021 0 ପରଲୋକରେ ଫ୍ଲାଇଂ ଶିଖ୍ ମିଲଖା ସିଂ । ଗତ ମେ’ ମାସରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଚଣ୍ଡିଗଡ଼ର ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ଆଖିବୁଜିଛନ୍ତି । ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ!-->…
ରାଜ୍ୟ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ Byapini Bureau Jun 18, 2021 0 କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲା ରାଜ୍ୟ । ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ!-->…
ରାଜ୍ୟ ନୟାଗଡ଼: ରିମାଣ୍ଡରେ ସତ ମାନିବ ଅଭିଯୁକ୍ତ! Byapini Bureau Jun 18, 2021 0 ନୟାଗଡରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରିମାଣ୍ଡରେ ଯିବ ଅଭିଯୁକ୍ତ । ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ପକସୋ କୋର୍ଟ ।!-->…
ରାଜ୍ୟ ଜେଲରୁ ମୁକୁଳିଲେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ Byapini Bureau Jun 18, 2021 0 ଜେଲରୁ ମୁକୁଳିଲେ ଆଇଏଫଏସ୍ ଅଭୟକାନ୍ତ ପାଠକ। ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଲେ ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ନଭେମ୍ବର ୨୭ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଭୟକାନ୍ତ ପାଠକଙ୍କ!-->…